ଆଗରୁ ପୋଲିସକୁ ସମ୍ମାନ ଦେଉଥିଲେ ଏବେ ଘୃଣା କରୁଛନ୍ତି କାହିଁକି ? ଭାଇରଲ ହେଉଛି ବଲାଙ୍ଗିର ପୋଲିସ ସହ ସାମ୍ବାଦିକଙ୍କ କଲ ରେକର୍ଡ଼ିଂ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହ-ତ୍ୟା-କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ଗୋଟିଏ ପରେ ଗୋଟିଏ ଖୁଲାସା ହେବା ପରେ ମମିତାଙ୍କୁ ହ-ତ୍ୟା କରିଥିବା ସ୍ୱୀକାର କରିଛି ଗୋବିନ୍ଦ ସାହୁ । ଗି-ର-ଫ ପରେ ଘନ ଘନ ଜେ-ରା ପରେ ସତ ଓଗାଳିଛି ଗୋବିନ୍ଦ । ଏହାରି ମଧ୍ୟରେ କୋ-ର୍ଟ-ରେ ଗୋବିନ୍ଦକୁ ହା-ଜ-ର କରିଛି ପୋଲିସ ।

ବଙ୍ଗୋମୁଣ୍ଡା ଜେଏମଏଫସି କୋ-ର୍ଟ-ରେ ଗୋବିନ୍ଦକୁ ହା-ଜ-ର କରିଛି ପୋଲିସ । ଗୋବିନ୍ଦକୁ କୋ-ର୍ଟ ଚା-ଲା-ଣ ପରେ ୫ ଦିନ ପାଇଁ ପୋଲିସ ରିମାଣ୍ଡକୁ କୋ-ର୍ଟ ମଞ୍ଜୁର କରିଛନ୍ତି । ତେବେ ଆପଣ ମାନେ ଜାଣିଥିବେ କି ଏହି ଅ-ଭି-ଯୁ-କ୍ତ ଗୋବିନ୍ଦ ପୋଲିସ କବଳ ରୁ ଖ-ସି ପଳାଇଥିଲା ଏବଂ ତାଙ୍କୁ ଖୋଜି ଆଣିବା ପାଇଁ ପ୍ରଥମେ କୋଡିଏ ହଜାର ଏବଂ ପରେ ଏକ ଲକ୍ଷ ଟଙ୍କା ଅର୍ଥ ରାଶି ରଖାଯାଇଥିଲା ।

ତେବେ ଏହାକୁ ନେଇ ବଲାଙ୍ଗୀର ର ଏସପି ଙ୍କ ସହଁ ସାମ୍ବାଦିକ ଙ୍କ କଲ ରେକର୍ଡ ବର୍ତ୍ତମାନ ଭା-ଇ-ରା-ଲ ହେଉଛି । ଯେଉଁଠି ସାମ୍ବାଦିକ ଜଣକ ଏସପି ଙ୍କ ମୁହଁ କୁ ବନ୍ଦ କରି ଦେଇଛନ୍ତି ।
ତେବେ ଅର୍ଥ ରାଶି ବଢିବାର କାରଣ ପଚାରି ଥିଲେ ଏବଂ କହିଥିଲେ କି ଗୋବିନ୍ଦ ତ ନିଜ ସ୍ତ୍ରୀ ଙ୍କ ସହ ଫୋନ ରେ କଥା ହେଉଛି ଏବଂ ଆପଣ ମାନେ କଲ ଟ୍ରା-କ ନ କରି ଅର୍ଥ ରାଶି କଣ ପାଇଁ ରଖିଛନ୍ତି ।

ଏହା ସହ ଏଭଳି ଜଣେ ଅ-ସ-ମା-ଜି-କ ଏବଂ କ-ଳ-ଙ୍କି-ତ ବ୍ୟକ୍ତି କୁ ଆପଣ ସମ୍ମାନ ର ସହିତ ବସାଇ ଚା ପାଣି କଣ ପାଇଁ ଯାଚୁଥିଲେ ଏବଂ ଏହା ଦ୍ୱାରା ସେ ଖ-ସି ପଳେଇବାରେ ମଧ୍ୟ ସକ୍ଷମ ହୋଇ ପାରିଥିଲା । ତେବେ ସେହି ପୋଲିସ କର୍ମୀ ଙ୍କ କହିବା କଥା କି ସେ ବ୍ୟକ୍ତି ର ନାମ ରେ ଆଗରୁ କିଛି ଅ-ଭି-ଯୋ-ଗ କାହିଁ କରାଯାଇ ନଥିଲା ଯଦି ସେ ଜଣେ ଅ-ସ-ମା-ଜି-କ ବ୍ୟକ୍ତି ଥିଲା ତେବେ ସାମ୍ବାଦିକ ଙ୍କ ତାଙ୍କୁ କହିଥିଲେ କି ୨୦୧୮ ଜାନୁଆରୀ ୨୨ ରେ ସ୍କୁଲ ରେ ରେ-ପ ହେବାର ଅ-ଭି-ଯୋ-ଗ କରାଯାଇ ଥିଲା ।

ତେବେ ଏହା ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ତେବେ ସେହି ପୋଲିସ କର୍ମୀ ଙ୍କ ଉତ୍ତର ଥିଲା ସେତେବେଳେ ସେ ଏଠାରେ ନଥିଲେ । ତେବେ ଶେଷ ରେ ସାମ୍ବାଦିକ ଜଣକ କହିଥିଲେ କି ୨୦ ବର୍ଷ ତଳେ ଥାନା ଵାଲା ବହୁତ ଭଲ ଥିଲେ ନିଜର କର୍ତ୍ତବ୍ୟ ଠିକ ଭାବରେ କରୁଥିଲେ ଅ-ଭି-ଯୁ-କ୍ତ କୁ ଚା ପାଣି ଦେଉ ନଥିଲେ କିନ୍ତୁ ବର୍ତ୍ତମାନ ପୋଲିସ ବଦଳି ଯାଇଛି ନିଜ କର୍ତ୍ତବ୍ୟ ଅପେକ୍ଷା ଟଙ୍କା ଉପରେ ଅଧିକ ଆକୃଷ୍ଟ ହୋଇ ପଡିଛି । ତେଣୁ ଆଗରୁ ମୁଁ ପୋଲିସ ଵାଲା ଙ୍କୁ ବହୁତ ସମ୍ମାନ ଦେଉଥିଲି କିନ୍ତୁ ବର୍ତ୍ତମାନ ବହୁତ ଘୃ-ଣା ଲାଗୁଛି ।

Leave a Reply

Your email address will not be published. Required fields are marked *