Interesting Gk Questions- ଗୋଟିଏ ସ୍ତ୍ରୀ ତାର ସ୍ଵାମୀକୁ ସବୁ କିଛି ଦେଇପାରେ କିନ୍ତୁ ଗୋଟିଏ ଜିନିଷ ଦେଇ ପାରେ ନାହିଁ, କୁହନ୍ତୁ ତାହା କଣ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ।ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ।ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ।ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ।ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ।

ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ।ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା।

୧. ଏଭଳି କେଉଁ ପ୍ରାଣୀ ରହିଛି ଯିଏ ନିଜ ଜିଭ ଦ୍ଵାରା ନିଶ୍ୱାସ ନେଇଥାଏ?
ଉତ୍ତର- ସାପ।

୨. ଦୁନିଆ ରେ ରାଜ୍ କରୁଥିବା ପ୍ରଥମ ରାଜା କିଏ?
ଉତ୍ତର- ସରଗୋନ ଦ ଗ୍ରେଟ।

୩. ରାଷ୍ଟ୍ରଗୀତ ପ୍ରଥମେ କେବେ ଗାନ କରା ଯାଇଥିଲା?
ଉତ୍ତର- ୧୯୧୧ ମସିହାରେ।

୪. ଏପରି କେଉଁ ଟେବଲ ଅଛି ଯାହାକୁ ଆମେ ଖାଇଥାଉ?
ଉତ୍ତର- ଭେଜିଟେବଲ।

୫. ଅଯୋଧ୍ୟା ର ପୁରୁଣା ନାମ କଣ ଥିଲା?
ଉତ୍ତର- ସାକେତ।

୬. ଭାରତର କେଉଁ ନଦୀ ରେ ହୀରା ମିଳିଥାଏ?
ଉତ୍ତର- କୃଷ୍ନା ନଦୀ।

୭. ବିଶ୍ୱ ର ଏଭଳି କେଉଁ ଦେଶ ରହିଛି ଯିଏ ଆଜି ପର୍ଯ୍ୟନ୍ତ ଅନ୍ୟ କେଉଁ ଦେଶର ଗୁଲାମ ହୋଇନାହିଁ?
ଉତ୍ତର- ନେପାଳ।

୮. କେଉଁ ଦେଶରେ ଦୁଇଟି ରାଷ୍ଟ୍ରପତି ଅଛନ୍ତି?
ଉତ୍ତର- ସନ୍ ମାରିନୋ।

୯. କେଉଁ ସାପ ବସା ତିଆରି କରି ରହିଥାଏ?
ଉତ୍ତର- କିଙ୍ଗ କୋବ୍ରା।

୧୦. ତମବାଖୁରେ କେଉଁ ହାନଇକାରକ ତତ୍ତ୍ୱ ରହିଥାଏ?
ଉତ୍ତର- ନିକୋଟିନ।

୧୧. ଉଡାଯାହାଜ ରେ କେଉଁ ଗ୍ୟାସ ଭର୍ତ୍ତି କରା ହୋଇଥାଏ?
ଉତ୍ତର- ହିଲିୟମ।

୧୨. କେଉଁ ଜୀବ ର ଦୁଇଟି ହୃଦୟ ରହିଛି?
ଉତ୍ତର- ସାମୁଦ୍ରିକ କଙ୍କଡ଼ା।

୧୩. ସାତ ପାହାଡ଼ ର ନଗର କାହାକୁ କୁହାଯାଏ?
ଉତ୍ତର- ରୋମ୍।

୧୪. କେଉଁ ଦେଶରେ ଗୋଟିଏ ମଧ୍ୟ ଟ୍ରାଫିକ ସିଗ୍ନାଲ ରହି ନାହିଁ?
ଉତ୍ତର- ଭୁଟାନ।

୧୫. କେଉଁ ଦେଶର ଲୋକ ସାପ ଖାଇଥାନ୍ତି?
ଉତ୍ତର- ଚୀନ।

୧୬. ବିଶ୍ୱ ର ସବୁଠାରୁ ମହଙ୍ଗା ପଶୁ କିଏ ଅଟେ?
ଉତ୍ତର-ରେସ ର ଘୋଡ଼ା।

୧୭. DP ର ଫୁଲ୍ ଫର୍ମ କଣ ଅଟେ?
ଉତ୍ତର- ଡିସପ୍ଲେ ପିକ୍ଚର (display picture)।

୧୮. କବାଡି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ?
ଉତ୍ତର- ବାଂଲାଦେଶ।

୧୯. ଚଷମା କୁ ହିନ୍ଦୀ ରେ କଣ କୁହାଯାଏ?
ଉତ୍ତର- ଐନକ୍।

୨୦. କେଉଁ ଦେଶର ଜନ ସଂଖ୍ୟା ସବୁଠାରୁ ଅଧିକ ଅଟେ?
ଉତ୍ତର- ଚୀନ।

୨୧. କେଉଁ ଦେଶରେ ମାତ୍ର ୨୭ ଜଣ ବ୍ୟକ୍ତି ରୁହନ୍ତି?
ଉତ୍ତର- ସିଲ୍ୟାଣ୍ଡ।

୨୨. କେଉଁ ଜୀବ କୁ ଆଇନା ଦେଖିବାକୁ ଡର ଲାଗିଥାଏ?
ଉତ୍ତର- ଘୁଷୁରୀ।

୨୩. ହରିୟାଣା ରେ ସମୁଦାୟ କେତୋଟି ଜିଲ୍ଲା ଅଛି?
ଉତ୍ତର- ୨୨ଟି।

୨୪. ଏଭଳି କେଉଁ ପ୍ରାଣୀ ଅଛି ଯିଏ ନିଜର ଭୋଜନ ଧୋଇକରି ଖାଇଥାଏ?
ଉତ୍ତର- ରେକୁନ।

୨୫. ଏଭଳି କେଉଁ ବୁକ ଅଛି ଯାହା ଛପା ହୋଇ ନାହିଁ?
ଉତ୍ତର- ଫେସବୁକ।

୨୬. ଏଭଳି କେଉଁ ଫଳ ଅଛି ଯେଉଁଥିରେ ଚୋପା ନଥାଏ ବା ଭିତରେ ମଞ୍ଜି ନଥାଏ?
ଉତ୍ତର- ମଲବେରୀ।

୨୭. ଏଭଳି କଣ ଅଛି ଯାହାର ଆକାର ଅଛି କିନ୍ତୁ ଭାର ଅଛି ?
ଉତ୍ତର- ଅକ୍ଷର।

୨୮. କେଉଁ ଦେଶର ଲୋକମାନେ ଗଛ ରେ ରୁହନ୍ତି?
ଉତ୍ତର- କାଙ୍ଗୋ ବେସିନ।

୨୯. ଯଦି ୧୦ ଜଣ ବ୍ୟକ୍ତି ୧୦ ଟି କାମକୁ ୧୦ ଦିନ ରେ କରନ୍ତି, ତେବେ ଜଣେ ବ୍ୟକ୍ତି ଗୋଟିଏ କାମକୁ କେତେ ଦିନ ରେ କରିବ?
ଉତ୍ତର- ୧୦ ଦିନରେ।

୩୦. ଜଣେ ମହିଳା ଜଣେ ପୁରୁଷ କୁ ନିଜର ସବୁକିଛି ଦେଇ ପାରିଥାଏ, କିନ୍ତୁ ଏଭଳି କଣ ରହିଛି ଯାହା ମହିଳା ପୁରୁଷ ମାନଙ୍କୁ ଦେଇ ପାରି ନଥାଏ?
ଉତ୍ତର- ମମଲା ପରେ ନିଜ କାନ୍ଧ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *