Bollywood ର ଏହି ସୁପର ଷ୍ଟାରଙ୍କ ଭଉଣୀ ଥିଲେ Ranveer Singh ଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ, ନାଁ ଶୁଣିଲେ ଚମକି ପଡିବେ ଆପଣ  

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହା ବ୍ଯତୀତ ଏମାନେ ନିଜ ଲଭ ଲାଇଫ ଓ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ସେହି ଅଭିନେତା ଜଣକ ଆଉ କେହି ନୁହନ୍ତି ବନ୍ଧୁଗଣ ସେ ହେଉଛନ୍ତି ରଣବିର ସିଂହ । ଆପଣ ମାନେ ସମସ୍ତେ ରଣବିରଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ରଣବିର ହେଉଛନ୍ତି ଏକ ଏପରି ଅଭିନେତା ଯିଏ ବହୁତ କମ ସମୟ ମଧ୍ୟରେ ବଲିଉଡରେ ସଫଳତା ପାଇଛନ୍ତି । ରଣବିରଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ବନ୍ଧୁଗଣ ରଣବିର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ୭ ବର୍ଷ ରିଲେସନରେ ରହିଥିଲେ ଓ ୧୪ ନଭେମ୍ବର ୨୦୧୮ରେ ଏହି ଦୁଇଜଣ ବିବାହ କରିଥିଲେ । ବର୍ତ୍ତମାନ ରଣବିର ଓ ଦୀପିକା ନିଜ ଜୀବନରେ ବହୁତ ଅଧିକ ଖୁସିରେ ରହୁଛନ୍ତି । ହେଲେ ବନ୍ଧୁଗଣ ଦୀପିକାଙ୍କ ପୂର୍ବରୁ ରଣବିର ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମାଙ୍କ ସହ ରିଲେସନରେ ଥିଲେ ।

ଏହି ଦୁଇଜଣ ଏକା ସହ କେତେକ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ରଣବିର ନିଜ ଜୀବନରେ ବହୁତ ଅଭିନେତ୍ରୀଙ୍କ ସହ ରିଲେସନରେ ରହିଛନ୍ତି ହେଲେ ବନ୍ଧୁଗଣ ଆପଣ ମାନେ କଣ ତାଙ୍କର ପ୍ରଥମ ଗାର୍ଲଫ୍ରେଣ୍ଡଙ୍କ ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ରଣବିରଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ରଣବିର ସିଂହଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ ହେଉଛନ୍ତି ଆହାନା ଦେଓଲ । ଆହାନ ହେଉଛନ୍ତି ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଝିଅ ଏବଂ ସନି ଦେଓଲଙ୍କର ଭଉଣୀ । କଲେଜ ସମୟରେ ରଣବିର ଓ ଆହାନ ଲଭ ରିଲେସନରେ ଥିଲେ ହେଲେ ଏହି ଦୁଇଜଣଙ୍କର ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା । ଏହାର କାରଣ ହେଉଛନ୍ତି ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର । ଏହି ଦୁଇଜଣଙ୍କ ମଧ୍ୟରେ ଆଦିତ୍ୟ ରୟ କପୁର ଆସିଯାଇଥିଲେ ଯେଉଁଥି ପାଇଁ ଏମାନଙ୍କର ସମ୍ପର୍କ ଭାଙ୍ଗି ଯାଇଥିଲା ।

ହେଲେ ବନ୍ଧୁଗଣ ଏହାପରେ ଆହାନା ୨୦୧୬ ମସିହାରେ ବିଜନେସ ମ୍ୟାନ ବୈବଭ ବୋରାଙ୍କ ସହ ବିବାହ କରିଥିଲେ । ବର୍ତ୍ତମାନ ରଣବିର ଓ ଦୀପିକା ନିଜ ଜୀବନରେ ବହୁତ ଖୁସିରେ ଅଛନ୍ତି । ଅନ୍ୟ ପକ୍ଷରେ ଆଦିତ୍ୟ ନିଜ କାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *