Interesting Gk Questions- ଗୋଟିଏ ସାମ୍ପୋ ର ବି ନାମ, ଗୋଟିଏ ଗାଁ ର ବି ନାମ, ଗୋଟିଏ ହୀରୋ ର ବି ନାମ, ଗୋଟିଏ ପର୍ବତର ବି ନାମ, କୁହନ୍ତୁ ତାହା କଣ ?

ବନ୍ଧୁଗଣ ଏହି ଦୁନିଆ ସହ ଜଡିତ ଏମିତି ବହୁତ କିଛି ପ୍ରସନ୍ନ ଓ ଉତ୍ତର ରହିଛି ଯାହା ବିଷୟରେ ସମସ୍ତ ମଣିଷ ଜାଣିବା ନିହାତି ଆବଶ୍ୟକ । ଏହି ସାଧାରଣ ଜ୍ଞାନ ଆମକୁ କେତେକ ପରୀକ୍ଷା ଓ କେତେକ ସ୍ଥାନରେ ବହୁତ ଉପକାର କରିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ବନ୍ଧୁଗଣ ଏହି ସବୁ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଏମିତି କେଉଁ ଗଛ ଅଛି ଯାହା ଉପରେ ଆମେ ଚଢି ପାରିବା ନାହିଁ ?

ଉତ୍ତର- କଦଳୀ ଗଛ ଉପରେ ଆମେ ଚଢି ପାରିବା ନାହିଁ ।

୨. ଭାରତରେ ପ୍ରଥମେ କେଉଁ ରାଜ୍ୟରେ ଟ୍ୟାକ୍ସି ସେବା ଆରମ୍ଭ ହୋଇଥିଲା ?

ଉତ୍ତର- ବେଙ୍ଗାଲୁରୁରେ ପ୍ରଥମେ ଆରମ୍ଭ ହୋଇଥିଲା ।

୩. ହିନ୍ଦୀ କହୁଥିବା ରୋବଟର ନାମ କଣ ?

ଉତ୍ତର- ରେସମା

୪. ବିଶ୍ଵର କେଉଁ ଦେଶରେ ଗୋଟେ ହେଲେ ବି ନଦୀ ନାହିଁ ?

ଉତ୍ତର- ସାଉଦୀ ଆରବରେ

୫. ମଣିଷ ୨୪ ଘଣ୍ଟାରେ କେତେଥର ନିଶ୍ଵାସ ନେଇଥାଏ ?

ଉତ୍ତର- ୧୭ ରୁ ୩୦ ହଜାର ଥର ମଣିଷ ନିଶ୍ଵାସ ନେଇଥାଏ ।

୬. କେଉଁ ପକ୍ଷୀ କେବେ ହେଲେ କୌଣସି ଗଛ ଉପରେ ବସି ନଥାଏ ?

ଉତ୍ତର- ଟିଟୋନୀ ନାମକ ପକ୍ଷୀ

୭. ଏମିତି କେଉଁ ଦେଶ ଅଛି ଯେଉଁଠି କେବେହେଲେ ଭୂମି କମ୍ପ ହୁଏ ନାହିଁ ?

ଉତ୍ତର- ଇଣ୍ଡୋନେସିଆ ଓ ଭୁଟାନରେ

୮. କେଉଁ ଦେଶରେ ଗୋଟେ ହେଲେ ଛୁଆ ଜନ୍ମ ହୋଇନଥାଏ ?

ଉତ୍ତର- ବୋଟିକେନ ସିଟିରେ

୯. ମଣିଷର ପରମ ଶତ୍ରୁ କେଉଁ ଜୀବ ଅଟେ ?

ଉତ୍ତର- ମଶା ମାନେ ହେଉଛନ୍ତି ମଣିଷର ପରମ ଶତ୍ରୁ ।

୧୦. ଏହି ଦୁନିଆରେ ସବୁଠାରୁ ଦୁତ ଗତିରେ ଦଉଡି ଥିବା ମଣିଷର ନାମ କଣ ?

ଉତ୍ତର- ଉସେନ ବୋଲ୍ଟ

୧୧. ଦୁନିଆର ସବୁଠାରୁ ଛୋଟ ଦେଶର ନାମ କଣ ?

ଉତ୍ତର- ବୋଟିକେନ ସିଟି

୧୨. କେଉଁ ଦେଶରେ ସବୁଠାରୁ ଅଧିକ ଧନୀ ମଣିଷ ରହିଥାନ୍ତି ?

ଉତ୍ତର- ଲଣ୍ଡନ ଦେଶରେ ସବୁଠାରୁ ଅଧିକ ଧନୀ ବ୍ୟକ୍ତି ରହିଥାନ୍ତି ।

୧୩. କେଉଁ ଜୀବ କେବେହେଲେ ନିଜ ମାକୁ ଦେଖିପାରି ନଥାଏ ?

ଉତ୍ତର- ବିଛୁ

୧୪. ଏମିତି କେଉଁ ଜୀବ ଅଛି ଯିଏ ଅଣ୍ଡିରାରୁ ମାଇ ହୋଇପାରେ ?

ଉତ୍ତର- ଅକ୍ଟୋପସ

୧୫. ସବୁଠାରୁ ପ୍ରଥମେ ନୋଟ ବନ୍ଦୀ କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଧନା ଦେଶରେ ହୋଇଥିଲା ।

୧୬. ଭାରତର କେଉଁ ରାଜ୍ୟରେ ତିନୋଟି ଛୁଆ ଜନ୍ମ କରିଲେ ୧୦୦୦୦ ଟଙ୍କା ଜୋରିମାନା ଦେବାକୁ ପଡିଥାଏ ?

ଉତ୍ତର- କେରଳ ରାଜ୍ୟରେ

୧୭. କେଉଁ ଭିଟାମିନ ଘ୍ୟାତ ସ୍ଥାନକୁ ଭରିବାରେ ସବୁଠାରୁ ଅଧିକ ଲାଭଦାୟକ ହୋଇଥାଏ ?

ଉତ୍ତର- ଭିଟାମିନ K

୧୮. ଝିଅ ଓ ପୁଅ ମଧ୍ୟରୁ ସବୁଠାରୁ ଅଧିକ ଇଣ୍ଟର୍ନେଟର ବ୍ୟବହାର କିଏ କରନ୍ତି ?

ଉତ୍ତର- ଝିଅ ମାନେ

୧୯. ଏକ ସାମ୍ପୋର ନାମ—–

ଏକ ଗାଁର ନାମ—–

ଏକ ହିରୋର ନାମ—–

ଏକ ପର୍ବତର ନାମ—–

ଉତ୍ତର- ହିମାଳୟ

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *