ପଣା ସଂକ୍ରାନ୍ତି ପର ଠାରୁ ସୁନା ଠାରୁ ବି ଅଧିକ ଚମକିବ ଏହି ୫ଟି ରାଶିର ଭାଗ୍ୟ, ମିଳିବ ବିଡା ବିଡା ଟଙ୍କା, ଆପଣଙ୍କ ରାଶି ଅଛି କି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ହେଉଛି ପବିତ୍ର ପର୍ବ ପଣା ସଂକ୍ରାନ୍ତି । ଏହି ପର୍ବ ଓଡ଼ିଶା ବାସୀ ଙ୍କ ମୁଖ୍ୟ ପର୍ବ ଅଟେ । ପଣା ସଂକ୍ରାନ୍ତି ଅଥବା ବିଷୁବ ସଂକ୍ରାନ୍ତି କୁ ଲୋକମାନେ ଖୁବ ଧୁମଧାମ ରେ ପାଳନ କରିଥାନ୍ତି । ଏହି ପର୍ବ ପ୍ରଭୁ ହନୁମାନ ଙ୍କ ପର୍ବ ଅଟେ । ଏହି ପର୍ବ ରେ ଘରେ ଘରେ ଲୋକମାନେ ପଣା ତିଆରି କରି ପିଇଥାନ୍ତି ଏବଂ ଉତ୍ସାହ ର ସହିତ ଏହି ପର୍ବ କୁ ପାଳନ କରିଥାନ୍ତି । ଏହି ପବିତ୍ର ପର୍ବ କୁ ଉତ୍ତର ଓଡ଼ିଶା ରେ ମଧ୍ୟ ଲୋକମାନେ ପାଳନ କରାଯାଇଥାଏ । ଏହି ପର୍ବ ଦିନ ପ୍ରଭୁ ହନୁମାନ ଙ୍କୁ ପୂଜା ଆରାଧନା କରାଯାଏ ଏବଂ ବଜରଙ୍ଗବଲୀ ଙ୍କୁ ଧୂପ ଦୀପ ପୁଷ୍ପ ଆଦି ଅର୍ପଣ କରାଯାଇଥାଏ । ଏହି ପର୍ବ ସାଧାରଣତଃ ପ୍ରତି ବର୍ଷ ଏପ୍ରିଲ ମାସ ୧୪ ତାରିଖ ରେ ପଡ଼ିଥାଏ ।

ଏହି ବର୍ଷ ମଧ୍ୟ ସେହି ଦିନ ରେ ପଡୁଛି । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହି ପଵିତ୍ର ପଣା ସଂକ୍ରାନ୍ତି ପର୍ବ ଟି କିଛି ରାଶି ମାନଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିଛି । ଏହି ପର୍ବ ପର ଠାରୁ ୫ ଟି ରାଶିର ଗ୍ରହ ପରିବର୍ତ୍ତନ ଏବଂ ବଜରଙ୍ଗବଲୀ ଙ୍କ କୃପା ଯୋଗୁଁ ସେମାନଙ୍କ ଜୀବନ ରେ ନୂତନ ପରିବର୍ତ୍ତନ ର ଆଗମନ ହେବାକୁ ଯାଉଛି । ତେବେ ଆସନ୍ତୁ ସେହି ରାଶି ଗୁଡ଼ିକ କଣ ଏବଂ ସେମାନଙ୍କ ଜୀବନ ରେ କଣ ସବୁ ପରିବର୍ତ୍ତନ ହେବ ।

୧. କନ୍ୟା ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି ‘କନ୍ୟା ରାଶି’ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କୁ ବଜରଙ୍ଗବଲୀ ଙ୍କ ବିଶେଷ କୃପାଦୃଷ୍ଟି ଲାଭ ହେବାକୁ ଯାଉଛି । ଏହି ରାଶି ମାନଙ୍କ ଜୀବନ ରେ ଯେ କୌଣସି କାର୍ଯ୍ୟ ଅଟକି ରହିଥିବ ତାହା ପୂର୍ଣ୍ଣ ହେବ । ଏହି ସମୟ ଏହି ରାଶି ଙ୍କ ପାଇଁ ଅନୁକୂଳ ରହିବ । ଏମାନଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ର ଅନ୍ତ ଘଟିବାକୁ ଯାଉଛି । ଅର୍ଥାତ ଯଦି ଆମେ ସଂକ୍ଷେପରେ କହିବାକୁ ଯିବା ତେବେ ଏହି ରାଶି ମାନଙ୍କ ଉପରେ ପ୍ରଭୁ ହନୁମାନ ଙ୍କ ଶୁଭ ଦୃଷ୍ଟି ପଡ଼ିବାକୁ ଯାଉଛି । ଏହା ସହିତ ଏହି ରାଶି ମାନଙ୍କ ଜୀବନ ରେ ଥିବା ସମସ୍ତ ଆର୍ଥିକ ସମସ୍ୟା ମଧ୍ୟ ଦୁର ହେବ ।

୨. ବୃଷ ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି ‘ବୃଷ ରାଶି’ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଥିବା ସମସ୍ତ ଆର୍ଥିକ ସମସ୍ୟା ଦୂର ହେବାକୁ ଯାଉଛି । ବ୍ୟାପାର ଓ ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବାର ସମ୍ଭାବନା ରହିଛି ଏବଂ ଯେଉଁମାନେ ଦୀର୍ଘ ଦିନ ଧରି ଚାକିରୀ ପାଇଁ ଅପେକ୍ଷା କରି ରହିଛନ୍ତି ସେମାନଙ୍କୁ ଭଲ ଚାକିରୀ ମଧ୍ୟ ମିଳିବ । ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ । ସଂକ୍ଷେପରେ କହିବାକୁ ଗଲେ ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଭଲ ସମୟର ଆଗମନ ହେବାକୁ ଯାଉଛି ।

୩. ତୁଳା ରାଶି- ବନ୍ଧୁଗଣ ତୃତୀୟ ରାଶିଟି ହେଉଛି ‘ତୁଳା ରାଶି’ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଥିବା ଧନର ସମସ୍ୟା ଦୂର ହେବ । ଯେଉଁମାନେ ଚାକିରୀ କ୍ଷେତ୍ରରେ ନିୟୋଜିତ ଅଛନ୍ତି ସେମାନଙ୍କୁ ବିଶେଷ କରି ଉନ୍ନତି ହାସଲ ହେବ ଏବଂ ବ୍ୟାପାରୀ ମାନଙ୍କ ପାଇଁ ମଧ୍ୟ ଏହି ସମୟ ଅନୁକୂଳ ରହିବ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳତା ହାସଲ କରିବେ । ଆୟର ବୃଦ୍ଧି ଘଟିବ । ସଂକ୍ଷେପରେ କହିବାକୁ ଗଲେ ଏହି ରାଶି ଙ୍କ ଜୀବନ ରେ ବଡ଼ ପରିବର୍ତ୍ତନ ର ଆଗମନ ହେବାକୁ ଯାଉଛି ।

୪. ମିଥୁନ ରାଶି- ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି ‘ମିଥୁନ ରାଶି’ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଉପରେ ପ୍ରଭୁ ହନୁମାନ ଙ୍କ ଅଶେଷ କୃପାଦୃଷ୍ଟି ରହିବ । ଏମାନଙ୍କ ଜୀବନ ରେ ଶୁଭ ପରିବର୍ତ୍ତନ ର ଆଗମନ ହେବାକୁ ଯାଉଛି । ଏମାନଙ୍କ ଜୀବନ ରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଉର୍ଜା ର ଅନ୍ତ ଘଟିବ ଏବଂ ଜୀବନ ରେ ସକାରାତ୍ମକ ଉର୍ଜା ର ସୃଷ୍ଟି ହେବ । ଏମାନେ ସମସ୍ତ କାର୍ଯ୍ୟ କୁ ସକରାତ୍ମକତା ସହିତ ଆରମ୍ଭ କରିବେ ଏବଂ ସଫଳତା ହାସଲ କରିବେ । ସଂକ୍ଷେପରେ କହିବାକୁ ଗଲେ ଏହି ରାଶିର ବ୍ୟକ୍ତି ମାନଙ୍କ ସଫଳତା ମାର୍ଗ କୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ ।

୫. ମେଷ ରାଶି- ବନ୍ଧୁଗଣ ପଞ୍ଚମ ରାଶିଟି ହେଉଛି ‘ମେଷ ରାଶି’ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଉପରେ ବଜରଙ୍ଗବଲୀ ଙ୍କ ଅପାର କୃପାଦୃଷ୍ଟି ରହିବ । ଏମାନେ କୌଣସି ମୂଲ୍ୟବାନ ବସ୍ତୁ କ୍ରୟ କରିବେ । ସ୍ୱାସ୍ଥ୍ୟ ରେ ଉନ୍ନତି ଘଟିବ । ପାରିବାରିକ ସୁଖ ବୃଦ୍ଧି ହେବ । ସନ୍ତାନ ପକ୍ଷ ରୁ ଖୁସି ଖବର ମିଳିବ । କାର୍ଯ୍ୟ ଦକ୍ଷତା ରେ ବୃଦ୍ଧି ହେବ ଏବଂ କାର୍ଯ୍ୟ ରେ ସଫଳତା ହାସଲ କରିବେ । ସଂକ୍ଷେପରେ ଯଦି କହିବା ତେବେ ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ବିଶେଷ ପ୍ରଭୁ ହନୁମାନ ଙ୍କ କୃପା ରୁ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ସମାଜ ରେ ସମ୍ମାନିତ ଓ ପ୍ରତିଷ୍ଠିତ ହେବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *