ଦୁଆର ବନ୍ଧରେ ବସୁଥିବା ମହିଳାମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Vastu Tips

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାଏ । ସେଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାଏ କାରଣ ବନ୍ଧୁଗଣ ଏହି ଜୀବନକୁ ଅତିବାହିତ କରିବାକୁ ହେଲେ ଅଧିକ ରୁ ଅଧିକ ଧନର ଆବଶ୍ୟକତା ରହିଥାଏ । ହେଲେ ବନ୍ଧୁଗଣ ମଣିଷକୁ କଷ୍ଟ କରିବା ସହ ତାର ଭାଗ୍ୟର ମଧ୍ୟ ସହାୟତା ମିଳିବା ଅତି ଆବଶ୍ୟକ । କାରଣ ଏହି ଦୁନିଆରେ ସମସ୍ତ ଲୋକ ବହୁତ କଷ୍ଟ କରୁଛନ୍ତି ହେଲେ ସଫଳତା ବହୁତ କମ ଲୋକ ହାସଲ କରୁଛନ୍ତି ।

କିନ୍ତୁ ବନ୍ଧୁଗଣ ଜଣା ଅଜଣାତରେ ମଣିଷ ନିଜ ଜୀବନରେ ଏପରି କିଛି ଭୁଲ କରିଥାଏ ଯାହାଦ୍ୱାରା ସେ ସବୁବେଳେ ଦୁଃଖରେ ରହିଥାଏ ଓ ନିଜ ଜୀବନରେ ସବୁବେଳେ ଦରିଦ୍ରତା ଭୋଗ କରିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସବୁ ଭୁଲ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଭୁଲ କାର୍ଯ୍ୟ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଘର ମଧ୍ୟରେ ସମସ୍ତ ପ୍ରକାରର ଧାର୍ମିକ କାର୍ଯ୍ୟ କରୁଥିବା ସମୟରେ ପବିତ୍ରତା ଓ ଶୁଦ୍ଧତାର ମାନ ରଖିବା ବୁଚିତ । ଯଦି କୌଣସି ମଣିଷ ମାଂସ, ମଦ୍ୟ ଓ ଗୁଟୁକା ପାନ ଆଦି ସେବନ କରି କୌଣସି ଧାର୍ମିକ କାର୍ଯ୍ୟ କରିବ ତା ହେଲେ ସେହି ଧାର୍ମିକ କାର୍ଯ୍ୟର କୌଣସି ଫଳ ସେହି ମଣିଷକୁ ମିଳିବ ନାହିଁ ଓ ସେହି ବ୍ୟକ୍ତିକୁ ନିଜ ଜୀବନରେ କେବେହେଲେ ସୁଖ ପ୍ରାପ୍ତ ହେବ ନାହିଁ । ତେଣୁ ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତିଙ୍କୁ ଏହି କଥାର ବିଶେଷ ଧ୍ୟାନ ରଖିବା ନିହାତି ଆବଶ୍ୟକ ।

୨. ବନ୍ଧୁଗଣ ଆମ ଶାସ୍ତ୍ରରେ ନଖ ସହ ଜଡିତ କେତେକ ନିୟମ ରହିଛି । ରାତିରେ ନଖ କାଟିବା, ନଖକୁ ଦାନ୍ତରେ କାଟିବା ଓ ଘର ମଧ୍ୟରେ ପକାଇବା ଆଦି ଅନୁଚିତ ଅଟେ । ଏହି ସବୁ ଭୁଲ କାର୍ଯ୍ୟ କରିବା ଦ୍ଵାରା ରାହୁ ଓ କେତୁ ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି । ଏହା ସହିତ ରାହୁ କେତୁ ଆମ ଜୀବନରେ ନକରାତ୍ମକ ପ୍ରଭାବ ପକାଇଥାନ୍ତି । ଯାହାଦ୍ୱାରା ଏହାର ପ୍ରଭାବ ଆମର ଆର୍ଥିକ ସ୍ଥିତି ଉପେରେ ପଡିଥାଏ ।

୩. ବନ୍ଧୁଗଣ ଘରର ମୁଖ୍ୟ ଦ୍ଵାରାକୁ ସବୁବେଳେ ସଫା ସୁତୁରା କରି ରଖିବା ଉଚିତ । କାରଣ ଘରର ମୁଖ୍ୟ ଦ୍ଵାରରୁ ମା ଲକ୍ଷ୍ମୀ ଆସିଥାନ୍ତି । ଯେଉଁ ଘରର ମୁଖ୍ୟ ଦ୍ଵାରାରେ ଅଳିଆ ଆବର୍ଜନା ଆଦି ପଡି ରହିଥାଏ ସେହି ଘରକୁ ମା ଲକ୍ଷ୍ମୀ ଆସିନଥାନ୍ତି ଓ ସେହି ଘରକୁ ଅନେକ ପ୍ରକାରର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ବନ୍ଧୁଗଣ ଘରର ମୁଖ୍ୟ ଦ୍ଵାରକୁ ସବୁବେଳେ ସଫା ସୁତୁରା କରି ରଖନ୍ତୁ ।

୪. ବନ୍ଧୁଗଣ ଘରର ବରଣ୍ଡା ଉପରେ କେବେହେଲେ ମହିଳା ମାନଙ୍କୁ ବସିବା ଉଚିତ ନୁହେ । ଏହା ସହିତ କୌଣସି ବ୍ୟକ୍ତିଙ୍କୁ ଘରର ବରଣ୍ଡା ଉପରେ ବସି ଭୋଜନ କରିବା ଉଚିତ ନୁହେଁ । ବନ୍ଧୁଗଣ ଘରର ମୁଖ୍ୟ ଅଙ୍ଗ ହେଉଛି ଘରର ବରଣ୍ଡା । ମା ଲକ୍ଷ୍ମୀ ଏହି ବାଟ ଦେଇ ଘର ମଧ୍ୟକୁ ପ୍ରବେଶ କରିଥାନ୍ତି । ଯଦି କୌଣସି ମଣିଷ ଘର ବରଣ୍ଡା ଉପରେ ବସିଥାଏ ବା କିଛି ଭୁଲ କାର୍ଯ୍ୟ କରିଥାଏ ତା ହେଲେ ସେହି ଘରେ କେବେହେଲେ ମା ଲକ୍ଷ୍ମୀଙ୍କର ବାସ ରହିନଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *