Odia Gk- ଗୋଟିଏ ନଦୀର ନାମ ? ଗୋଟିଏ ଫୁଲର ନାମ ? ଗୋଟିଏ ଫିଲ୍ମର ନାମ ? ଗୋଟିଏ ହିରୋଇନର ନାମ ? 4 ଟି ପ୍ରଶ୍ନର କେବଳ ଗୋଟିଏ ଉତ୍ତର, କୁହନ୍ତୁ ଦେଖି…

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ମଜାଦାର ଢଗ । ଯାହାକୁ ପଢିବା ପରେ ଆପଣ ନିଶ୍ଚୟ ଖୁସି ହେବେ । ଏହି ସବୁ ଢଗ ପଢିବାକୁ ଯେତିକି ମଜା ଲାଗିବ ଶୁଣିବାକୁ ମଧ୍ୟ ସେତିକି ଭଲ ଲାଗିବ । ଏହି ସବୁ ଢଗ ରେ କିଛି ଶିକ୍ଷା କରିଲା ଭଳି ମଧ୍ୟ ବିଷୟ ବସ୍ତୁ ରହିଛି । ତେବେ ଯାହାକୁ ପିଲା ମାନେ ସାଧାରଣ ଜ୍ଞାନ ଭାବେ ପଢି ପାରିବେ । ଆମେ ଆପଣ ମାନଙ୍କୁ କିଛି ଢଗ ପଚାରିବୁ ଆଉ ତା ପରେ ଏହାର ଉତ୍ତର ମଧ୍ୟ କହିବୁ ।

ଯଦି ଆପଣ ମାନେ ବି ଏହି ସବୁ ପ୍ରଶ୍ନ ର ଉତ୍ତର ଜାଣିଥିବେ ତେବେ ନିହାତି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ଢଗ । ୧- କୁହନ୍ତୁ ଯିଏ ଅଧ ରାତିରେ ଆସିଥାଏ ଆଉ ଅଧ ରାତିରେ ଚାଲି ଯାଇଥାଏ ?

ଉତ୍ତର- ତାରିଖ ବା ଡେଟ । କାରଣ ତାରିଖ ରାତି ର ଆରମ୍ଭ ଆସିଥାଏ ଆଉ ରାତି ସାରିବା ପରେ ଚାଲି ଯାଇଥାଏ ମାନେ ଆଉ ଏକ ନୂଆ ତାରିଖ ଆସିଥାଏ ।  

୨- ଯିଏ ବହୁତ ଅଧିକ କଷ୍ଟ ଦେଇଥାଏ ଛୁରୀ ରେ ବି କାଟିଥାଏ । ଆଉ କେବେ କେବେ କରେଣ୍ଟ ବି ଲଗାଇ ଥାଏ । ତଥାପି ଆମେ ତାକୁ ଭଗବାନ ମାନି ଥାଉ । କୁହନ୍ତୁ ସେ କିଏ ?

ଉତ୍ତର- ଡାକ୍ତର । ଡାକ୍ତର ଅମାକୁ ଛୁରୀ ବି ଲଗାଇ ଥାନ୍ତି ଆଉ ଦରକାର ପଡିଲେ କରେଣ୍ଟ ବି ଲଗାଇ ଥାନ୍ତି । ତଥାପି ସେ ଆମ ଜୀବନ ବଞ୍ଚାଇଥାନ୍ତି । ତେଣୁ ଆମେ ତାଙ୍କୁ ଭଗବାନ ବି କହିଥାଉ । 

୩- କୁହନ୍ତୁ ଏମିତି କେଉଁ ସ୍ଵାମୀ ଅଛି ଯିଏ ଜଙ୍ଗଲ ରେ ବି ରହିଥାଏ ଏବଂ ସହର ରେ ମଧ୍ୟ ରହିଥାଏ ?

ଉତ୍ତର- ବନସ୍ପତି ।

୪- ମୁଁ କାଳୀ ମୋର ଛୁଆ ଗୋରା ମୋତେ ଛାଡି ମୋ ପିଲା ଙ୍କୁ ଖାଇଥାନ୍ତି । କୁହ ତାହା କଣ ?

ଉତ୍ତର- ସିଙ୍ଗଡା । 

୫- ଏମିତି ଏକ ଉତ୍ତର କୁ ହନ୍ତୁ ଯେଉଁଥି ରେ ଏହି ୪ ଜଣଙ୍କର ଗୋଟିଏ ହିଁ ନାମ ଥିବା । ଗୋଟେ ନଦୀର ନାମ, ଗୋଟେ ଫୁଲର ନାମ, ଗୋଟେ ଫିଲ୍ମର ନାମ ଓ ଗୋଟେ ହିରୋଇନ ର ନାମ ଥିବା । କୁହନ୍ତୁ ଉତ୍ତର କଣ ?

ଉତ୍ତର- ମନ୍ଦାକିନୀ । 

ବନ୍ଧୁଗଣ ଆପଣ ମାନଙ୍କୁ ଏହି ମଜାଦାର ଢଗ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରିବା ପାଇଁ ଜମା ବି ଭୂଲିବେ ନାହି । ଆଗକୁ ଆମେ ଆପଣ ମାନଙ୍କ ଏଭଳି ମଜାଦାର ଢଗ ନେଇ କରି ଆସିବୁ, ଧନ୍ୟବାଦ ।                             

Leave a Reply

Your email address will not be published. Required fields are marked *