ତହସିଲଦାର ବାବୁ ନିଜକୁ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି କି ? ନିଜେ ଥରେ ଦେଖି ନିଅନ୍ତୁ…

ଦର୍ଶକ ବନ୍ଧୁ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସାଧାରଣତଃ ସମସ୍ତ ଲୋକ ଯେକୌଣସି ସ୍ଥାନରେ ରହି ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଆଉ ଖବର ଗୁଡିକ ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଘଟଣାର ଭିଡିଓ ଭାଇରାଲ ହେଉଛି ।

ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବା ସହ ନିଶ୍ଚୟ ରାଗିବେ । ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚହଳ ସୃଷ୍ଟି ହୋଇଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଦର୍ଶକ ବନ୍ଧୁ ବର୍ତ୍ତମାନର ସମୟରେ କ୍ୟାମେରା ଏକ ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରୁଛି ।

ଅନେକ ବଡ ବଡ ସରକାରୀ ଅଫିସର ମାନଙ୍କ କଳା କାର୍ଣ୍ଣମା ଯଦି କ୍ୟାମେରା ଆଗରେ ଆସେ ତା ହେଲେ ସେମାନଙ୍କର ପଦବୀ ବିପଦରେ ପଡିଥାଏ । ଏମିତିରେ ଏବେ ଏଭଳି ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏଠାରେ ଜଣେ ଗଣମାଧ୍ୟମ ପ୍ରତିନିଧି ଜଣେ ତହସିଲଦାରଙ୍କୁ କିଛି ପ୍ରଶ୍ନ ପଚାରୁ ଛନ୍ତି ।

ହେଲେ ତହସିଲଦାର ଜଣକ ରାଗରେ ଉକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଠେଲି ଦେଉଛନ୍ତି । କେବଳ ଏତିକି ବନ୍ଧୁଗଣ ଅଫିସ ଭିତରକୁ ଆସିବା ପାଇଁ ତମକୁ କିଏ ପର୍ମିସନ ଦେଲା ବୋଲି କହି ପ୍ରଶ୍ନ ମଧ୍ୟ କରୁଛନ୍ତି । ତହସିଲଦାରଙ୍କ ଏଭଳି ଅସଦାଚରଣକୁ ଲୋକ ମାନେ ଘୋର ନିନ୍ଦା କରିଛନ୍ତି । ତେବେ ମିଡିଆ ରିପୋର୍ଟସ ଅନୁସାରେ ଏ ହେଉଛନ୍ତି କୃଷ୍ଣ ପ୍ରସାଦ ତହସିଲଦାର । ଆପଣ ମାନେ ଜାଣିଥିବେ ଗତ କାଲି କୃଷ୍ଣ ପ୍ରସାଦରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଥିଲା ।

ସେହି ଅଗ୍ନିକାଣ୍ଡ କାରଣରୁ 60 ରୁ 70 ବସ୍ତା ଧାନ କହିବାକୁ ଗଲେ ବର୍ଷକର ଧାନ ନଷ୍ଟ ହେଇଯାଇଛି । ତେବେ ଏହି ଅଗ୍ନିକାଣ୍ଡକୁ ନେଇ ଉକ୍ତ ଗଣମାଧ୍ୟମ ପ୍ରତିନିଧି ଜଣକ ତହସିଲଦାରଙ୍କୁ ପଚରା ଉଚରା କରିବାରୁ ତହସିଲଦାର ଉକ୍ତ ପ୍ରତିନିଧିଙ୍କୁ ଅସଦାଚରଣ ପଦର୍ଶନ କରିଛନ୍ତି । ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *