‘ମୁଁ ଲୋକ ଦେଖିବା ପରେ ହିଁ ବେପାର କରୁଥିଲି, ମୋ ନିଜ ଲୋକ କେବେ ବି ଆସି ନାହାଁନ୍ତି, ହେଲେ ଗୋଟିଏ ବୟସ୍କ ଲୋକ ସହ ମତେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ deha ବ୍ୟବସାୟ କରି ରାଜଲକ୍ଷ୍ମୀ ବର୍ତ୍ତମାନ ଏକ ସମାଜସେବୀ ଭାବରେ ପରିଚିତ ଅଟନ୍ତି । ବର୍ତ୍ତମାନ ସେ ତାଙ୍କ ଜୀବନରେ ଘଟିଯାଇଥିବା ସଂଘର୍ଷ ସମ୍ବନ୍ଧରେ କିଛି ବିଶେଷ କଥା କହିଛନ୍ତି । ତେବେ ଆସନ୍ତୁ ଜାଣିନେବା ସେ କ’ଣ କହିଛନ୍ତି ? ରାଜଲକ୍ଷ୍ମୀ କହିଥିଲେ ଯେ deha ବ୍ୟବସାୟ କରିବା ସମୟରେ କେହି ନିଜ ଲୋକ ଭୁଲ ବଶତ ତାଙ୍କ ପାଖକୁ ଆସିନାହାଁନ୍ତି ।

କାରଣ ସେ ସବୁବେଳେ ସବୁ ଚେକ କରି ଆଗକୁ ବଢିଥାନ୍ତି । ରାଜଲକ୍ଷ୍ମୀ କହିଥିଲେ ଆଜିଭଳି ଦିନରେ ସମସ୍ତଙ୍କର ପଇସା ଉପରେ ଲୋଭ । ବର୍ତ୍ତମାନ ରାଜଲକ୍ଷ୍ମୀ ଙ୍କ ପ୍ରାପ୍ତ ବୟସରେ ତାଙ୍କ ପାଖକୁ କେହି ଆସୁନାହାଁନ୍ତି କି ସେ ସେଭଳି କାମ ଆଉ କରୁନାହାଁନ୍ତି । କାନ୍ଦି କାନ୍ଦି ସେ କହିଥିଲେ ଯେ ଏହି ଦୁନିଆ ବହୁତ ସ୍ଵାର୍ଥପର ଏହି ଦୁନିଆରେ କେହି କାହାର ନୁହନ୍ତି । ଏଭଳିକି ନିଜ ପିଲା ମଧ୍ୟ ନିଜର ହେବେ ନାହିଁ ।

ଯଦି ପାଖରେ ପଇସା ଥିବ ଯଦି ସମସ୍ତଙ୍କୁ ପଇସା ଦଉଥିବ ତା’ ହେଲେ ସବୁ ଠିକ ନଚେତ କିଛି ନାହିଁ । ସ୍ଵାମୀ ଛାଡିବା ପରେ ରାଜଲକ୍ଷ୍ମୀ ଙ୍କ ବାପଘର, ଭଉଣୀ ମାନେ ମଧ୍ୟ ତାଙ୍କୁ ନିଜ ପାଖରେ ରଖି ନଥିଲେ । ମାତ୍ର ସେ ସବୁକିଛି ଭୁଲି ନିଜେ ନିଜକୁ ସାହାରା ହେଇ ଏହି ରାସ୍ତାରେ ଯାଇ ଆଜି ଭଳି ଦିନରେ ତାଙ୍କ ପିଲାଙ୍କୁ ମଣିଷ କରିଛନ୍ତି ।

ତାଙ୍କର ସବୁବେଳେ ବଡ ଆଶା ଥିଲା ଯେ ସେ ନିଜ ପିଲାଙ୍କୁ ମଣିଷ କରି ତାଙ୍କୁ କିଭଳି ଭଲରେ ପାଳିବେ । ୨୦୦ ଟଙ୍କା ତାଙ୍କୁ ଦିନେ ଏହି ରାସ୍ତା ଦେଖାଇ ଦେଇଥିଲା । ସ୍ଵାମୀ ଙ୍କ ମାଡ ଗାଳି ସହି ପିଲାଙ୍କ ମୁହଁ କୁ ଚାହିଁ ନିଜ ସ୍ଵାମୀ ପାଖରେ ପଡି ରହୁଥିଲେ । କିନ୍ତୁ ସ୍ଵାମୀ ନିଜ ଆଡୁ ଡିଭୋର୍ସ ଦେବାପରେ ତାଙ୍କର ଏତେ ବଡ ଦୁନିଆରେ ଚାଲିବା କଷ୍ଟକର ହୋଇଗଲା ଏବଂ ସେ ଏହି ବଦନାମ ଗଳିର ରାଣୀ ମହୁମାଛି ପାଲଟି ଗଲେ ।

କିନ୍ତୁ ଏହି ରାସ୍ତାରେ ଚାଲିବାକୁ ଚାହୁଁଥିବା ଅନେକ ଝିଅ ତଥା ସ୍ତ୍ରୀ ମାନଙ୍କୁ ସେ ଉଧାର କରି ତାଙ୍କୁ ସଠିକ ପଥରେ ଯିବା ପାଇଁ କହିଥିଲେ । ଆଜି ଦୁନିଆ ତାଙ୍କୁ dehaାଜୀବୀ ନାମରେ ଜାଣିଥିଲେ ମଧ୍ୟ ସେ ସମାଜ ପାଇଁ ବହୁତ ଭଲ କାମ କରିଥିବାର ସୂଚନା ମିଳିଛି । ତେବେ ସବୁ ଚେହେରା ପଛରେ ନିଶ୍ଚିତ ଭାବରେ ଗୋଟିଏ ଦୁଃଖଦ ପୂର୍ଣ୍ଣ କାହାଣୀ ଲୁଚି ରହିଥାଏ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *