କରୋନା ର ଟେଷ୍ଟ କର କି ନ କର, କିନ୍ତୁ ଏହି 1 କାମ କରିବାକୁ ବିଲକୁଲ ଭୁଲନ୍ତୁ ନାହିଁ, ଥଣ୍ଡା, ଜ୍ଵର, କାଶ ଓ ବନ୍ଦ ନାକ ରୁ ମିଳିବ ମୁକ୍ତି- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏଭଳି ଏକ ଆୟୁର୍ବେଦ ଉପଚାର ସମ୍ବନ୍ଧରେ ଯାହାର ପ୍ରୟୋଗ ଦ୍ବାରା ଆପଣ କାଶ ଓ କଫ ଭଳି ସମସ୍ୟା ରୁ ମୁକ୍ତି ପାଇ ପାରିବେ ।

ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଛାତି ରେ କଫ ଜମି ଥିବା ସମସ୍ୟା ଦେଖାଯାଏ ଏବଂ ସେମାନେ ବିଭିନ୍ନ ପ୍ରକାର ଔଷଧ ର ସେବନ ମଧ୍ୟ କରିଥାନ୍ତି । କିନ୍ତୁ ତାଙ୍କୁ କୌଣସି ଲାଭ ହୋଇନଥାଏ । ବନ୍ଧୁଗଣ ଯଦି ଆପଣଙ୍କ ମଧ୍ୟରେ ବି ଏହି ସମସ୍ୟା ରହିଛି . ତେବେ ଆମେ ଆପଣ ମାନଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତା’ର ପ୍ରୟୋଗ ଦ୍ବାରା ଆପଣ ଏହି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ । ଏହି ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ଆୟୁର୍ବେଦ ଏବଂ ବହୁତ ସହଜ ଅଟେ । ତେବେ ଆସନ୍ତୁ ଏହି ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର କୁ ଆପଣଙ୍କୁ ରାତି ସମୟରେ ପ୍ରୟୋଗ କରିବାର ଅଛି । ଆପଣ ପ୍ରଥମେ ଏକ ପାତ୍ର ରେ କ୍ଷୀର ନିଅନ୍ତୁ ଏବଂ ସେଥିରେ ଅଦା ର ଶୁଖିଲା ଅଂଶ କୁ ପକାନ୍ତୁ । ଏହାକୁ ଗ୍ୟାସ ରେ ଚଢାଇ ଭଲ ଭାବରେ ଫୁଟାଇ ଦିଅନ୍ତୁ ।

ଏହାପରେ ଆପଣ ସେହି କ୍ଷୀର କୁ ଏକ ଗ୍ଲାସ ରେ ଭଲ ଭାବରେ ଛାଣି ରଖନ୍ତୁ । ଏହାକୁ ଆପଣ ସେବନ କରିବା ଦ୍ୱାରା ଆପଣଙ୍କ ଛାତି ରେ ଜମି ରହିଥିବା କଫ ବାହାରି ଯିବ । ଯଦି ଆପଣ ଛୋଟ ଛୁଆ ଙ୍କୁ ଏହି ଉପଚାର ଟି ଦେବାକୁ ଚାହାନ୍ତି ତେବେ ଆପଣ କ୍ଷୀର ସହିତ ନ ଦେଇ, ଅଦା ରସ କୁ ବାହାର କରି ଦିଅନ୍ତୁ ଏବଂ ସେଥିରେ ଅଧ ଚାମଚ ମହୁ ମିଶାଇ ୪ ଚାମଚ ଦିଅନ୍ତୁ ।

ଏହାଦ୍ବାରା ଛୁଆ ମାନଙ୍କ ଶରୀରରେ ଯଦି କଫ ଜମି ରହୁଛି ତେବେ ତାହା ତୁରନ୍ତ ବାହାରି ଯିବ । ଅଦା ରେ ଏଭଳି ପୋଷକ ତତ୍ତ୍ୱ ରହିଛି ଯାହା ଆମ ଶରୀରରେ ଥିବା ଥଣ୍ଡା କାଶ ଓ କଫ କୁ ଦୂର କରିଥାଏ । ଏହା ଆମ ଶରୀର ପାଅ ଅତ୍ୟନ୍ତ ଲାଭ ଦାୟକ ଅଟେ ।

ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଘରୋଇ ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହାଦ୍ବାରା ଆପଣଙ୍କ ଥଣ୍ଡା , କାଶ ଓ କଫ ଜମିବା ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *