ପବିତ୍ର ଅକ୍ଷୟ ତୃତୀୟା ରେ ବନୁଛି ଧନଯୋଗ, କରନ୍ତୁ ଏହି ଉପାୟ, ମା’ ଲକ୍ଷ୍ମୀ ଧନ ଦୌଲତ ରେ ଭରିଦେବେ ଆପଣଙ୍କ ଭଣ୍ଡାର

ବନ୍ଧୁଗଣ ୧୪ ମେରେ ଅକ୍ଷୟ ତୃତୀୟା ପର୍ବ ଆସିବାକୁ ଯାଉଛି । ଏହି ପର୍ବଟି ହେଉଛି ହିନ୍ଦୁଧର୍ମର ଏକ ପବିତ୍ର ପର୍ବ ଓ ଏହି ପର୍ବକୁ ସମସ୍ତ ଲୋକ ବହୁତ ଧୁମଧାମରେ ପାଳନ କରନ୍ତି ।

ଏହି ପର୍ବକୁ ବହୁତ ଶୁଭ ମାନା ଯାଇଛି ଓ ଏହି ଦିନରେ ଧନର ଦେବୀ ମା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ । ପୌରାଣିକ ମାନ୍ୟତା ଅନୁସାରେ ଅକ୍ଷୟ ତୃତୀୟା ଦିନ କୌଣସି ସୁନା ଜିନିଷ କିଣିବା ବହୁତ ଶୁଭ ହୋଇଥାଏ । ଯେଉଁ ଲୋକ ମାନେ ଏହି ପବିତ୍ର ଦିନରେ ସୁନା କିଣି ଥାନ୍ତି ସେହି ଲୋକଙ୍କ ଘରେ ମା ଲକ୍ଷ୍ମୀଙ୍କର ବସ ରହିଥାଏ । ଏହା ସହିତ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

ବନ୍ଧୁଗଣ ଅକ୍ଷୟ ତୃତୀୟା ଏହି ବର୍ଷ ଶୁକ୍ରବାର ଦିନ ପଡିବାକୁ ଯାଉଛି । ଅକ୍ଷୟ ତୃତୀୟା ଦିନରେ ରୋହିଣୀ ନକ୍ଷତ୍ରରେ ସୁକର୍ମା ଓ ଦ୍ଧୁତି ଯୋଗ ହେବାକୁ ଯାଉଛି । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏହି ଦିନକୁ ବହୁତ ଶୁଭ ମାନା ଯାଇଛି ।

୧୪ ମେ ରାତି ୧୨ଟା ୧୫ ମିନିଟ ରୁ ରାତି ୧.୪୬ ମିନିଟ ପର୍ଯ୍ୟନ୍ତ ଏହି ସୁକର୍ମା ଯୋଗ ରହିବ ଓ ଏହାପରେ ଦ୍ଧୁତି ଯୋଗ ମଧ୍ୟ ଆରମ୍ଭ ହୋଇଯିବ । ବନ୍ଧୁଗଣ ଏହି ଦିନରେ କିଛି ଶୁଭ କାମ କରିବା ଦ୍ଵାରା ଆପଣ ମାନେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ନେଇ ପାରିବେ ଓ ଆପଣ ନିଜ ଭାଗ୍ୟକୁ ସଂପୂର୍ଣ୍ଣ ବଦଳାଇ ପାରିବେ । ବନ୍ଧୁଗଣ ଏହି ଦିନରେ ଆପଣ ମାନଙ୍କୁ କିଛି ଜିନିଷ ଗରିବ ଲୋକ ମାନଙ୍କୁ ଦାନ କରିବାକୁ ପଡିବ । ଦାନ କରିବା ଦ୍ଵାରା ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିବ ଓ ଆପଣ ପୂଣ୍ୟ ଅର୍ଜନ ମଧ୍ୟ କରିବେ ।


ରାଶି ମୁତବକ ଦାନ କରନ୍ତୁ-

ମେଷ- ଏହି ରାଶିର ଲୋକମାନେ ଅକ୍ଷୟ ତୃତୀୟା ଦିନ ମସୁର ଡାଲିର ଦାନ କରନ୍ତୁ ।

ବୃଷ ରାଶି- ଏହି ରାଶିର ଲୋକମାନେ ଅକ୍ଷୟ ତୃତୀୟା ଚାଉଳ ଓ ବାଜରା ଦାନ କରନ୍ତୁ ।

ମିଥୁନ- ଏହି ରାଶିର ଲୋକମାନେ ଅକ୍ଷୟ ତୃତୀୟା ଦିନ ମୁଗ, ଧନିଆ ଓ ବସ୍ତ୍ର ଆଦି ଦାନ କରନ୍ତୁ ।

କର୍କଟ ରାଶି- ଏହି ରାଶିର ଲୋକମାନେ ଅକ୍ଷୟ ତୃତୀୟା ଦିନ କ୍ଷୀର ଓ ଚାଉଳ ଦାନ କରନ୍ତୁ ।

ସିଂହ ରାଶି- ଏହି ରାଶିର ଲୋକମାନେ ଅକ୍ଷୟ ତୃତୀୟା ଦିନ ନାଲି ରଙ୍ଗର କୌଣସି ଫଳ ଗରିବ ଲୋକଙ୍କୁ ଦାନ କରନ୍ତୁ ।

କନ୍ୟା ରାଶି- ଏହି ରାଶିର ଲୋକମାନେ ଅକ୍ଷୟ ତୃତୀୟା ଦିନ ମୁଗ ଓ ଡାଲି ଆଦି ଗରିବ ଲୋକଙ୍କୁ ଦାନ କରନ୍ତୁ ।

ତୁଳା ରାଶି- ଏହି ରାଶିର ଲୋକମାନେ ଅକ୍ଷୟ ତୃତୀୟା ଦିନ ଚିନୀ ଓ ଚାଉଳ ଦାନ କରନ୍ତୁ ।


ବିଛା ରାଶି- ଏହି ରାଶିର ଲୋକମାନେ ଅକ୍ଷୟ ତୃତୀୟା ଦିନ ପାଣି ଓ ଗୁଡ ଆଦି ଗରିବ ଲୋକଙ୍କୁ ଦାନ କରନ୍ତୁ ।

ଧନୁ ରାଶି- ଏହି ରାଶିର ଲୋକମାନେ ଅକ୍ଷୟ ତୃତୀୟା ଦିନ କଦଳୀ ଓ ହଳଦିଆ ଚାଉଳ ଗରିବ ଲୋକଙ୍କୁ ଦାନ କରନ୍ତୁ ।

ମକର ରାଶି- ଏହି ରାଶିର ଲୋକମାନେ ଅକ୍ଷୟ ତୃତୀୟା ଦିନ କଳା ଡାଲି ଓ ଦହି ଆଦିର ଦାନ ଅବଶ୍ୟ କରନ୍ତୁ ।


କୁମ୍ଭ ରାଶି- ଏହି ରାଶିର ଲୋକମାନେ ଅକ୍ଷୟ ତୃତୀୟା ଦିନ କଳା ରାଶି ଓ ବସ୍ତ୍ର ଗରିବ ଲୋକଙ୍କୁ ଦାନ କରନ୍ତୁ ।

ମୀନ ରାଶି- ଏହି ରାଶିର ଲୋକମାନେ ଅକ୍ଷୟ ତୃତୀୟା ଦିନ ହଳଦୀ ଓ ଚଣା ଆଦି ଦାନ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *