15 Interesting Gk Questions- ଜଣେ ଝିଅ ନେପାଳରେ ବାସ କରେ, ତା’ର ବୟସ 26 ବର୍ଷ, କିନ୍ତୁ ତା’ ମାଆର ବୟସ 25 ବର୍ଷ, ଏହା କିପରି ସମ୍ଭବ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ନିଜ ଜିଜ୍ଞାସାକୁ ବଢାଇବା ପାଇଁ ବହୁତ ପ୍ରକାରର ବହି ପଢିଥାଉ । ଆମ ଜୀବନରେ ପାଠର ବହୁତ ମହତ୍ଵ ରହିଛି । ଜୀବନର କୌଣସି ନା କୌଣସି କ୍ଷେତ୍ରରେ ବିଦ୍ୟା ସହାୟକ ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଢଗର ପ୍ରଶ୍ନ ଓ ତାର ଉତ୍ତର ନେଇ ଆସିଛୁ । ଏହି ସବୁ ଓଡିଆ ଢଗକୁ ପଢି ଆପଣ ଏହି ଦୁନିଆର ବହୁତ କିଛି କଥା ବିଷୟରେ ଜାଣିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. କେଉଁ ଦେଶର ନାମ ପୃଥିବୀର ଚତୁପାର୍ଶ୍ଵରେ ତିଆରି ହୋଇଥିବା ଏକ କାଳ୍ପନିକ ରେଖାର ନାମରୁ ନିଆ ଯାଇଛି ?

ଉତ୍ତର-ଇକ୍ୱାଡୋର

୨. ମାନବ ପାଚନ ତନ୍ତ୍ରର କେଉଁ ଭାଗ ସବୁଠାରୁ ଲମ୍ବା ଅଟେ ?

ଉତ୍ତର-ଛୋଟ ଅନ୍ତବୁଜୁଳା

୩. ମାର୍ଚ୍ଚ ୨୦୨୧ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦୦୦୦ ରନ୍ କରିଥିବା ପ୍ରଥମ ଭାରତୀୟ ମହିଳା କିଏ ହୋଇଥିଲେ ?

ଉତ୍ତର- ମିଥାଲୀ ରାଜ

୪. କେଉଁ କେନାଲ ଆଟଲାଣ୍ଟିକ ମହାସାଗରକୁ ପ୍ରଶାନ୍ତ ମହାସାଗର ସହିତ ଯୋଡିଥାଏ ?

ଉତ୍ତର- ପାନାମା କେନାଲ

୫. କେଉଁ ଭାରତୀୟ ବ୍ୟକ୍ତି ସର୍ବ ପ୍ରଥମେ ଇଙ୍ଗିଲିସ ଚାନେଲକୁ ସନ୍ତରଣ କରି ଅତିକ୍ରମ କରିଥିଲେ ?

ଉତ୍ତର- ମିହିର ସେନ

୬. ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଟାଇମ କେଉଁ ସହରର ସ୍ଥାନୀୟ ସମୟକୁ ସୁଚାଏ ?

ଉତ୍ତର- ଆଲହାବାଦ

୭. ଭାରତ ତଥା ଏସିଆ ମହାଦେଶର ସବୁଠାରୁ ସ୍ଵଚ୍ଛ ମାଲିନଙ୍ଗ କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର- ମେଘାଳୟ

୮. ୧୯୨୭ ମସିହାରେ କିଏ ପୁରୁଷତ୍ତମ ଦାସ ଠାକୁରଙ୍କ ସହିତ ‘federation of indian chambers of commerce & industry’ର ସ୍ଥାପନା କରିଥିଲେ ?

ଉତ୍ତର-ଜି ଡି ବିରଲା

୯. କେଉଁ ଭାରତୀୟ ନଦୀ ଉପତ୍ୟକାରୁ ମାଂସାହାରୀ ଡାଏନୋସରର ଜୀବାଶ୍ମ ମିଳିଥିଲା ଏବଂ ତାକୁ ‘ରାଜାସୌରସ’ ନାମ ଦିଆ ଯାଇଥିଲା ?

ଉତ୍ତର- ନର୍ମଦା ନଦୀ

୧୦. କେଉଁ ଦେଶର ଜାତୀୟ ପତାକା ବିଶ୍ଵର ସବୁଠାରୁ ପୁରାତନ ସମୟରୁ ଲଗାତର ପ୍ରୟୋଗ ହୋଇ ଆସୁଛି ?

ଉତ୍ତର- ଡେନମାର୍କ

୧୧. କେଉଁ ଅନ୍ତରାଷ୍ଟ୍ରୀୟ ସଂଗଠନର ସଦସ୍ୟ ଦେଶ ମାନଙ୍କ ସଂଖ୍ୟା ସବୁଠାରୁ କମ ଅଟେ ?

ଉତ୍ତର-SAARC

୧୨. ରାମାୟଣ କଥା ଅନୁସାରେ କେଉଁ ନଦୀ ତଟରେ ଭଗବାନ ଶ୍ରୀରାମ ଚନ୍ଦ୍ର ଜଟାୟୁର ଅନ୍ତିମ ସଂସ୍କାର କରିଥିଲେ ?

ଉତ୍ତର- ଗୋଦାବରୀ

୧୩. ରାମାୟଣ କଥା ଅନୁସାରେ ବାଳୀର ପିତା ତାକୁ କେଉଁ ଦିବ୍ୟ ଆଭୁଷଣ ଉପହାର ଦେଇଥିଲେ ?

ଉତ୍ତର- ସୁନାହାର

୧୪. ଜଣେ ଝିଅ ନେପାଳରେ ବାସ କରେ, ତା’ର ବୟସ 26 ବର୍ଷ, କିନ୍ତୁ ତା’ ମାଆର ବୟସ 25 ବର୍ଷ, ଏହା କିପରି ସମ୍ଭବ ?

ଉତ୍ତର- ଏହା ସମ୍ଭବ, କାରଣ ସେ ତାହାର ସାବତ ମା’ ।

Leave a Reply

Your email address will not be published. Required fields are marked *