ପୁରା ପରିବାର ସହିତ ଗୋଟିଏ ହିଁ ଘରେ ରହୁଥିଲା ବିଷଧର ନାଗସାପ, ଦେଖନ୍ତୁ ହଠାତ ରାତି ଅଧରେ କଣ ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ଏହି ଦୁନିଆରେ ସାପର ଅନେକ ପ୍ରଜାତି ଅଛି ହେଲେ ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ପୁରାତନ କାଳରୁ ନାଗ ସାପକୁ ପୂଜା କରାଯାଏ କାରଣ ନାଗ ସାପକୁ ଭଗବାନ ଶିବ ସବୁବେଳେ ନିଜ ବେକରେ ଧାରଣ କରନ୍ତି । ନାଗ ସାପ ସହ ଜଡିତ ଅନେକ ଘଟଣା ଓ ଖବର ବିଷୟରେ ଆପଣ ମାନେ ଜାଣିଥିବେ ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋ-ସ ଉଡିଯିବ ।

ବନ୍ଧୁଗଣ ଗତ କିଛି ସମୟ ହେବ ଏହି ଘଟଣାର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛି ଓ ଲୋକମାନେ ଏହି ଘଟଣା ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଗୋଟେ ଘର ଭିତରେ ଏକ ବି-ଶ-ଧ-ର ନାଗ ସାପ ବହୁତ ସମୟ ପର୍ଯ୍ୟନ୍ତ ରହିଥିଲା । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ସେହି ନାଗ ସାପଟି ଗୋଟିଏ ଘର ଭିତରେ ଏକ ପରିବାର ସହ ରହିଥିଲା  ।

କିନ୍ତୁ ପରିବାର ଲୋକଙ୍କୁ ନାଗ ସାପ ବିଷୟରେ ବହୁତ ଡେରିରେ ଜଣା ପଡିଥିଲା । ନାଗ ସାପ ବିଷୟରେ ଜଣା ପଡିବା ପରେ ପରିବାର ଲୋକ ଘରୁ ବାହାରକୁ ଆସିଯାଇଥିଲେ ଓ ବନ ବିଭାଗକୁ ସାପ ବିଷୟରେ ସୂଚନା ଦେଇଥିଲେ । ବନ୍ଧୁଗଣ ସୌଭାଗ୍ୟ ବଶତଃ ନାଗ ସାପଟି କାହାର କିଛି କ୍ଷତି କରିନଥିଲା ।

ସଠିକ ସମୟରେ ଏକ ସାପ ଧରାଳି ଆସି ସାପକୁ ଉଧାର କରିଥିଲେ । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘ-ଟ-ଣା-ର ଭିଡିଓ ବର୍ତ୍ତମାନ ବହୁତ ଚର୍ଚାରେ ଅଛି ଓ ଲୋକମାନେ ଏହି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *