ଓଡିଆ ଜୋକ୍ସ- ଗୋଟିଏ ଝିଅର ବାହାଘର ପେଟ୍ରୋଲ ଭରୁଥିବା ଲୋକ ସହ ହୋଇଗଲା, ଝିଅର ସାଙ୍ଗମାନେ ପଚାରିଲେ ଚଉଠି ରାତି କେମିତି ଥିଲା ? ଝିଅ କହିଲା- ବୋକା, ସାରା ରାତି ହାତରେ ଧରି…

ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଜୀବନରେ ଟଙ୍କା ପଇସା ଯେତିକି ଜରୁରୀ ଭଲ ସ୍ୱାସ୍ଥ୍ୟ ତା ଠାରୁ ଅଧିକ ଜରୁରୀ ଅଟେ, ଆଉ ଗୋଟିଏ ଭଲ ସ୍ୱାସ୍ଥ୍ୟ ପାଇଁ ହସିବା କେତେ ଜରୁରୀ ଆପଣମାନେ ତ ଜାଣିଥିବେ । କିନ୍ତୁ ଆଜି କାଲିର ଦୁନିଆରେ ଲୋକ ପଇସା ଅଧିକ କମାଇବା ଚକରରେ ନିଜକୁ ସମୟ ଦେଇ ପାରୁ ନାହାଁନ୍ତି ଓ ତାଙ୍କ ଜୀବନରୁ ଯେମିତି ହସ ଖୁସି ଗାଯାବ ହିଁ ହେଇ ଯାଇଛି ଓ ସେମାନେ ମାନସିକ ଚିନ୍ତାରେ ରହିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଆଜି ଏମିତି କିଛି ଜୋକ୍ସ ଆଣିଛୁ ଯାହାକୁ ପଢିଲେ ଆପଣ ଖୁବ ହସିବେ ।

jokes.1

ସାନ୍ତା ଡାକ୍ତରଙ୍କ ପାଖକୁ ଗଲା…

ସାନ୍ତା- ଚଷମା ଲଗେଇବା ପରେ ମୁଁ ପଢି ତ ପାରିବି ନା ?

ଡାକ୍ତର- ହଁ, ବିଲକୁଲ ପଢି ପାରିବ

ସାନ୍ତା- ତ ଠିକ ଅଛି ଡକ୍ଟର, ନ ହେଲେ ଅପାଠୁଆ ଲୋକର ଜୀବନ କଣ ଜୀବନ ଅଟେ….!!!

jokes.2

ମହିଳା(ଡାକ୍ତରଙ୍କୁ)- ୟାଙ୍କ ରୋଗକୁ ଠିକ କର,

ସେ ରାତିରେ ଜୋର-ଜୋରରେ ମୋ ନାଁ ଧରି ଡାକୁଛନ୍ତି

ଡାକ୍ତର- ତ ଆପଣ ବହୁତ ଲକି ଅଟନ୍ତି

ମହିଳା- ନା, କାଲି ତାଙ୍କ ସ୍ତ୍ରୀ ବାପ ଘରୁ ଫେରିବେ ତ….

jokes.3

ପୁଅ- ହ୍ଵାଟ୍ସଆପ ଅପଡେଟ କରିନିଅ….

ଝିଅ- କେମିତି କରନ୍ତି…?

ପୁଅ- Pkay Store କୁ ଯାଆ ଓ ସେଉଠୁ କରିନେ

ଝିଅ- ଆମ ଗାଁ ରେ ତ ନାହିଁ Play Store

jokes.4

ପପୁ ନିଜ ଗର୍ଲ ଫ୍ରେଣ୍ଡକୁ ଗାର୍ଡେନ ରେ ଦେଖା କଲା …

ଗର୍ଲଫ୍ରେଣ୍ଡ- ଜାନୁ ! ଗୋଟିଏ କଥା କୁହ…

ପ୍ରେମ, ବାହାଘର ପୂର୍ବରୁ କରିବା ଦରକାର ନା ବାହାଘର ପରେ

ପପୁ- କେବେ ବି କର କିନ୍ତୁ ସ୍ତ୍ରୀ କୁ ଯେମିତି ଜଣା ନ ପଡେ

jokes.5

ଗୋଟିଏ ସ୍ତ୍ରୀ ଲୋକ ଚାକରକୁ କହିଲା- ମୁଁ ଆରାମ କରିବାକୁ ଯାଉଛି !

ଗ୍ଯାସ ରେ କୁକର ବସିଛି, 3 ଟା ସିଟି ଶୁଣିବା ମାତ୍ରେ ଗ୍ଯାସ ବନ୍ଦ କରିଦେବୁ !

ଚାକର- ଆଜ୍ଞା, ମେମସାହାବ

ସ୍ତ୍ରୀ ଲୋକଟି ଯାଇ ଆରାମ କରିବା ଆରମ୍ଭ କରିଥିଲା କି ଚାକର କବାଟ ବାଡେଇଲା !

ସ୍ତ୍ରୀ ଲୋକ- କଣ ହେଲା ?

ଚାକର- ମେମ ସାହାବ,

ସିଟି ଆପଣ ବଜାଇବେ ନା ସାହାବ ?

jokes.6

ଗୋଟିଏ ଝିଅର ବାହାଘର ପେଟ୍ରୋଲ ଭରୁଥିବା ଲୋକ ସହ ହୋଇଗଲା,

ଚଉଠି ରାତି ପରେ ଝିଅ ର ସାଙ୍ଗମାନେ ପଚାରିଲେ

ଚଉଠି ରାତି କେମିତି ଥିଲା ?

ମଜା ଆସିଲା ନା….

ଝିଅ କହିଲା- ବୋକା, ସାରା ରାତି ପେଟ୍ରୋଲ ପାଇପ ଧରି ଘୁରି ବୁଲିଲା କି,

କେତେ ପେଟ୍ରୋଲ ପକେଇବି….!!!!

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *