ବହୁତ ଗର୍ବୀ ଅଟନ୍ତି Bollywood ର ଏହି 5 ଜଣ Hero, ଯିଏ ଶୁଟିଙ୍ଗ ସେଟରେ ହିଁ ଦେଖାନ୍ତି ବହୁତ ନଖରା, ନମ୍ବର 2 ଓ 4 ଙ୍କ ନାମ ଜାଣିଲେ ବିଶ୍ଵାସ ହେବ ନାହିଁ

ବନ୍ଧୁଗଣ ବର୍ତ୍ତମାନ ସାରା ଦୁନିଆରେ ବଲିଉଡକୁ ସବୁଠାରୁ ବଡ ଇଣ୍ଡଷ୍ଟ୍ରିର ମାନ୍ୟତା ଦିଆଯାଇଛି, କାରଣ ଏଠାରେ ସବୁଠାରୁ ବଡ ବଡ ଷ୍ଟାର ମାନେ କାମ କରୁଛନ୍ତି । ଏହି ଷ୍ଟାର ମାନଙ୍କ ଲୋକପ୍ରିୟତା ସମଗ୍ର ବିଶ୍ଵରେ ଚର୍ଚିତ ରହିଛି । ବଲିଉଡରେ ସଫଳତା ପାଇବା ପାଇଁ ସମସ୍ତ ଷ୍ଟାର ପ୍ରଥମେ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି ହେଲେ ଯେତେବେଳେ ସେମାନେ କରିଥିବା ଫିଲ୍ମ ସୁପର ହିଟ ହୋଇଯାଇଥାଏ ସେତେବେଳେ ଏହି ଷ୍ଟାର ମାନଙ୍କ ଡିମାଣ୍ଡ ମଧ୍ୟ ବଢିଯାଇଥାଏ । ଯାହା ଫଳରେ ଏହି ଷ୍ଟାର ମାନେ ବହୁତ ମାତ୍ରାରେ ଗର୍ବୀ ଓ ଅହଙ୍କାରୀ ହୋଇ ଯାଇଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ବଲିଉଡର ପାଞ୍ଚଟି ଗର୍ବୀ ଏବଂ ଅହଙ୍କାରୀ ଷ୍ଟାର ମାନଙ୍କ ବିଷୟରେ କହିବୁ, ଯେଉଁମାନଙ୍କୁ ଲୋକମାନେ ଅହଙ୍କାରୀ କହିଥାନ୍ତି ହେଲେ ମଧ୍ୟ ସେମାନଙ୍କ ଫିଲ୍ମକୁ ଦେଖିବା ପାଇଁ ସମସ୍ତ ଲୋକ ଅପେକ୍ଷା କରିଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଲିଉଡ ଷ୍ଟାର ମାନଙ୍କ ବିଷୟରେ ।

ଶାହାରୁଖ ଖାନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ବାଦସାହ ଶାହରୁଖ ଖାନଙ୍କୁ ନିଶ୍ଚୟ ଜାଣିଥିବେ । ଶାହରୁଖ ଖାନ ବହୁତ କଷ୍ଟକରି ବଲିଉଡରେ ସଫଳତା ପାଇଛନ୍ତି । ଶାହରୁଖ ଖାନଙ୍କୁ ଇଣ୍ଡଷ୍ଟ୍ରି ର ସବୁଠାରୁ ଧନୀ ବ୍ୟକ୍ତିର ମାନ୍ୟତା ମଧ୍ୟ ଦିଆଯାଇଛି । ହେଲେ ଶାହରୁଖ ଖାନଙ୍କୁ ଗର୍ବୀ ବା ଅହଙ୍କାରୀ କୁହାଯାଇଥାଏ । କାରଣ ଯେତେବେଳେ ଫିଲ୍ମର ନିର୍ଦେଶକ ମାନେ ଶାହରୁଖ ଖାନଙ୍କୁ ଡାକି ଥାନ୍ତି ସେତେବେଳେ କେବେ ହେଲେ ଶାହରୁଖ ଠିକ ସମୟରେ ପହଞ୍ଚି ନଥାନ୍ତି । ତାଙ୍କ ପାଇଁ ବହୁତ ଥର ଶୁଟିଙ୍ଗ କୁ ବନ୍ଦ କରାଯାଇଛି ।

ଅମିର ଖାନ

ବଲିଉଡର ଦିଗ୍ଗଜ ଅଭିନେତା ମାନଙ୍କ ମଧ୍ୟରେ ଅମିର ଖାନ ନାମ ରହିଛି । ଅମିର ଖାନ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ହେଲେ ବହୁତ ଲୋକ ଅମିରଙ୍କୁ ଗର୍ବୀ ବୋଲି କହିଛନ୍ତି, କାରଣ ବହୁତ ଥର ଅମିର ନିର୍ଦେଶକଙ୍କ କଥାରେ ଚାଲନ୍ତି ନାହିଁ । ଏହା ସହିତ ଅମିର ନିର୍ଦେଶକଙ୍କୁ ନିଜ ଅନୁସାରେ ଚଲାଇ ଥାନ୍ତି ।

ହ୍ରିତିକ ରୋସନ


ବଲିଉଡର ଲୋକପ୍ରିୟ ଅଭିନେତା ହ୍ରିତିକ ରୋସନଙ୍କୁ କିଏ ଅବା ନ ଜାଣିଥିବ । ହ୍ରିତିକ ବଲିଉଡରେ ବହୁତ କମ ଫିଲ୍ମ କରିଥିଲେ ମଧ୍ୟ ତାଙ୍କର ସମସ୍ତ ଫିଲ୍ମ ସୁପର ହିଟ ହୋଇଛି । ସାଧାରଣତଃ ହ୍ରିତିକଙ୍କୁ ଏଥିପାଇଁ ଗର୍ବୀ କୁହାଯାଉଛି କାରଣ ତାଙ୍କୁ ଏକ ଫିଲ୍ମ ପାଇଁ ଯେତିକି ଟଙ୍କା ଦିଆ ଯାଇଥାଏ ସେ ସେତିକି ପରିମାଣର କାମ କରିଥାନ୍ତି । ହ୍ରିତିକଙ୍କ ମତରେ ସେ କେବଳ ଆଠ ଘଣ୍ଟା ପର୍ଯ୍ୟନ୍ତ ଶୁଟିଙ୍ଗ କରିପାରିବେ ଯଦି ଅଧିକ ସମୟ ହେଲା ତା ହେଲେ ତାଙ୍କୁ ଅଧିକ ଟଙ୍କା ଦେବାକୁ ହେବ ।

ସଲମାନ ଖାନ

ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ସଲମାନ ବଲିଉଡରେ ବହୁତ ସାରା ଫିଲ୍ମ କରିସାରିଛନ୍ତି । ତାଙ୍କର ଲୋକପ୍ରିୟତା ବହୁତ ଅଧିକ ମଧ୍ୟ ଅଛି । ସଲମାନଙ୍କୁ ଗର୍ବୀ ଏଥିପାଇଁ କୁହାଯାଏ କାରଣ ଯେତେବେଳେ କୌଣସି କାମ ସଲମାନଙ୍କୁ ଅନୁଯାଇ ହୋଇନଥାଏ ସେ ବହୁତ କ୍ରୋଧ କରିଥାନ୍ତି ଏବଂ ଷ୍ଟାଫ ମାନଙ୍କ ଉପରେ ଚିଲାଇ ମଧ୍ୟ ଥାନ୍ତି ।

କପିଲ ଶର୍ମା

ବଲିଉଡ ଏବଂ ରିଆଲିଟି ସୋର ନମ୍ବର ୧ କମେଡିଆନ କପିଲଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । କପିଲ ୨୦୧୫ରେ ବଲିଉଡରେ ଡେବ୍ୟୁ କରିଥିଲେ । କପିଲଙ୍କୁ ଗର୍ବୀ ଏଥିପାଇଁ କୁହାଯାଏ କାରଣ ସେ ମଧ୍ୟ ବହୁତ ଅଧିକ କ୍ରୋଧ କରନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *