ଗୋଟିଏ ବେଶ୍ୟା କହିଲା ନିଜ ସହ ଘଟିଥିବା ଘଟଣା, ଲକଡାଉନ କାରଣରୁ ଏମିତି ବିତୁଛି ସେ-କ୍ସ ୱାର୍କର୍ସଙ୍କ ଜୀବନ

କରୋନା କାରଣରୁ ଦେଶ ବର୍ତ୍ତମାନ ଲକଡାଉନ ସ୍ଥିତିରେ ଅଛି । କିନ୍ତୁ ଏଥିରେ ସବୁଠୁ ଅସୁବିଧାର କଥା ଏହା ଅଟେ କି ଏହା ଦ୍ଵାରା ସମସ୍ତ ପ୍ରକାରର ବ୍ୟାପାର ବି ପ୍ରାୟତଃ ବନ୍ଦ ହୋଇ ଯାଇଛି । ସବୁଦିନ କାମ କରି ସବୁଦିନ ନିଜର ପେଟ ପାଳୁ ଥିବା ଲୋକମାନଙ୍କ ସ୍ଥିତି ଏହି ଲକଡାଉନ କାରଣରୁ ପୁରା ଖରାପ ହୋଇଯାଇଛି । ଏଥିରେ ସେ-କ୍ସ ୱାର୍କରମାନେ ବି ସାମିଲ ଅଛନ୍ତି । ଯେଉଁମାନଙ୍କ କାମ ବନ୍ଦ ହୋଇଯିବା କାରଣରୁ ତାଙ୍କୁ ଅଭାବର ସାମ୍ନା କରିବାକୁ ପଡୁଛି । କାରୋନା କାରଣରୁ ଦେଶରେ ଲକଡାଉନ ଘୋଷଣା ହୋଇଗଲା ଯାହା ପର ଠାରୁ ଏମାନଙ୍କ ପାଖରେ ଜଣେ ହେଲେ ବି ଗ୍ରାହକ ପହଞ୍ଚି ପାରୁ ନାହାନ୍ତି । ଏମିତିରେ ଏମାନଙ୍କର ଆମଦାନୀ ବିଲକୁଲ ବନ୍ଦ ହୋଇ ଯାଇଛି ।

ରାଜସ୍ଥାନର ଆଜମେର ଜିଲ୍ଲାର ଏକ ସେ-କ୍ସ ୱାର୍କର ନମିତା (ନାମ ବଦଳାଇ) ନିଜର ଅସୁବିଧା ବିଷୟରେ କହିଲେ କି – ଆମର ପରିସ୍ଥିତି ଏମିତି ଅଟେ ଯେଉଁଥିରେ ସବୁଦିନ କାମ କରିଲେ ସବୁଦିନ ଖାଇ ପାରିବୁ । ଘରେ କାହାକୁ ବି ଜଣା ନାହିଁ କି ସେମାନେ ସେ-କ୍ସ ୱାର୍କର ଅଟନ୍ତି । ସମସ୍ତଙ୍କୁ ଏହା ଲାଗିଥାଏ କି ସେମାନେ କୌଣସି ଅଫିସରେ କାମ କରୁଛନ୍ତି । କିନ୍ତୁ ଆମେ ବାଧ୍ୟ ଏହିଭଳି କାମ କରିବା ପାଇଁ । ଲକଡାଉନ କାରଣରୁ ଏହି କାମ ବନ୍ଦ ହୋଇ ଯାଇଛି ଓ ଆମର ଆମଦାନୀ ବି ବନ୍ଦ ହୋଇ ଯାଇଛି । କେବଳ ନମିତା ନୁହେଁ ଏହିଭଳି ଲକ୍ଷ ଲକ୍ଷ ସେ-କ୍ସ ୱାର୍କରଙ୍କ ଏହିଭଳି ସମସ୍ୟା ମଧ୍ୟରେ ଘେରି ଅଛନ୍ତି ।

ଏକ ରିପୋର୍ଟ ଅନୁସାରେ ଏହା ଜଣା ପଡିଛି କି ଭାରତରେ ୨ କୋଟିରୁ ବି ଅଧିକ ସେ-କ୍ସ ୱାର୍କର ଅଛନ୍ତି । ଦିଲ୍ଲୀର ଏକ ସେ-କ୍ସ ୱାର୍କରର କହିବା ଅଟେ କି ଯଦି ଜଲ୍ଦି ଏହି ଲକଡାଉନ ନ ଉଠିବ ତେବେ ଆମକୁ ଭୋକର ସାମ୍ନା କରିବାକୁ ପଡିପାରେ । ଏହା ଛଡା ଆମେ ଆପଣଙ୍କୁ କହଦେଉଛୁ କି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାରେ ବି ଏମାନେ ସାମିଲ ନାହାନ୍ତି । ଏମିତିରେ ଏମାନଙ୍କର ଆମଦାନୀର ମାଧ୍ୟମ କେବଳ ଏହି ଗୋଟିଏ କାମ ଅଟେ ।

କହିବାକୁ ଗଲେ ପଶ୍ଚିମବଙ୍ଗର ସୋନାଗାଛୀ ଏସିଆର ସବୁଠୁ ବଡ ରେଡ ଲାଇଟ ଅଞ୍ଚଳ ଅଟେ । ଏଠି ପାଖପାଖି ୩ ଲକ୍ଷ ମହିଳା ଏହି କମାରେ ଜଡିତ ଅଛନ୍ତି । ଏହା ଛଡା ଦେଶର ସମସ୍ତ କୋଣ ଅନୁକୋଣରେ ଏହିଭଳି ମହିଳାମାନେ ଅଛନ୍ତି । କିନ୍ତୁ କିଛି ସଂଗଠନ ଅଛି ଯେଉଁମାନେ ନିଜ କ୍ଷମତା ଅନୁସାରେ କିଛି ସେ-କ୍ସ ୱାର୍କର୍ସଙ୍କୁ ଖାଦ୍ୟ ସାମଗ୍ରୀ ଦେଉଛନ୍ତି । କିନ୍ତୁ ଏହା ବି ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିବ ନାହିଁ । ଏମିତିରେ ଯଦି ଏହି ସମସ୍ୟାର କୌଣସି ସମାଧାନ ନ ବାହାରେ ତେବେ ଆସନ୍ତା ସମୟରେ ପରିସ୍ଥିତି ଆହୁରି ବି ଖରାପ ହୋଇପାରେ । ତେବେ ଦେଶ ଦୁନିଆର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *