ରାଶିଫଳ 14 ଏପ୍ରିଲ 2020, ଆଜି ଭୋଳାନାଥଙ୍କ କୃପାରୁ ଏହି ତିନୋଟି ରାଶିର ଭାଗ୍ୟ ହୀରା ମୋତି ଭଳି ଚମକିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହଙ୍କ ଚଳନ ଉପରେ ଆଧାରିତ ହୋଇ ଥାଏ । ଦୈନଦିନ ରାଶିଫଳକୁ ଦେଖି ଆମେ ଆମର କାମରେ ସଫଳ ପାଇବା ପାଇଁ ଚେଷ୍ଟା କରିଥାଉ । ଆଜି କିଛି ରାଶି ଉପରେ ହନୁମାନଙ୍କର କୃପାଦୃଷ୍ଟି ରହିବ । ତାଙ୍କ କୃପାରୁ ତିନୋଟି ଭାଗ୍ୟଶାଳୀ ରାଶିକୁ ଆଜି ଖୁସି ଖବର ମିଳିବ । ତେବେ ଆସନ୍ତୁ ଜାଣିବା କଣ ରହିଛି ଆଜିର ବାରଟି ରାଶିର ରାଶିଫଳ ଓ କେମିତି କଟିବ ଆପଣଙ୍କ ଦିନ ।

ମେଷ

ଏହି ରାଶିର ଲୋକଙ୍କ ସାମାନାକୁ ଆଜି ପାରିବାରିକ ସମସ୍ୟା ଆସିପାରେ ଆପଣ ଏହା ପାଇଁ ପ୍ରସ୍ତୁତ ରୁହନ୍ତୁ । ଆଜି ଆପଣ କିଛି ନୂଆ ଶିଖିବା ପାଇଁ ଇଚ୍ଛା କରିବେ । ଆଜି ବ୍ୟବସାୟରେ ନୂଆ ମୋଡ ଆସିବା କାରଣରୁ ଆପଣଙ୍କର ଆତ୍ମବିଶ୍ଵାସ ବଢିବ । ସାମାଜିକ କ୍ଷେତ୍ରରେ ଆପଣ ଖ୍ୟାତି ଏବଂ ପ୍ରତିଷ୍ଠା ପାଇ ପାରନ୍ତି । ଧନ ପାଇନା ପାଇଁ କୋଣସି ନୂଆ ଜାଗାରେ ନିବେଶ କରି ପାରନ୍ତି । ଆଜି ଆପଣ ସୁସ୍ଥ ରହିବେ ।

ବୃଷ

ଏହି ରାଶିର ଲୋକମାନେ ସଫଳତା ପାଇବା ପାଇଁ ଦିନ ରାତି ପରିଶ୍ରମ କରି ପାରନ୍ତି । ଆପଣ ନିଜର ସବୁ କଷ୍ଟ ଦୂର କରିବା ସହିତ ପରିବାରକୁ ଖୁସି ଆଣିବା ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ । ଆଜି ଆପଣଙ୍କୁ ନିଜ ଜୀବନସାଥୀଙ୍କର ସହଯୋଗ ମିଳିବ କିନ୍ତୁ ଆପଣ ତାଙ୍କ ସହିତ ଝଗଡା କରନ୍ତୁ ନାହିଁ । ଆୟରେ ବୃଦ୍ଧି ହୋଇପାରେ । ପରିଶ୍ରମ ଏବଂ କାର୍ଯ୍ୟକୁଶଳତା ପାଇଁ ଭଲ ଫଳ ମିଳିପାରେ ।

ମିଥୁନ

ଆଜି ହନୁମାନଙ୍କ କୃପାରୁ ଆପଣଙ୍କର ବିଗିଡି ଯାଇଥିବା କାମ ପୁରା ହେବ । ଆଜି ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ହେବା ସହିତ ଦିନଟି ବହୁତ ଲାଭକାରୀ ରହିବ । କିଛି ଭଲ ଖବର ଆପଣଙ୍କୁ ମିଳିପାରେ । ଚାକିରିରେ ଅଧିକାରୀ ଆପଣଙ୍କ ଉପରେ ଖୁସି ହୋଇ ପାରନ୍ତି । ଆୟରେ ବୃଦ୍ଧି ହେବା ସହିତ ଭାଗୀଦାରୀ ରେ ବି ଲାଭ ହେବ । ଘରେ ବହୁତ ଖୁସି ରହିବ । ଚାକିରି କରିଥିବା ଲକଙ୍କୁ ଅଫିସରେ ଅନୁକୂଳ ବାତାବରଣ ମିଳିବ ।

କର୍କଟ

ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ଆଜି ବ୍ୟବସାୟରେ କିଛି ପରିବର୍ତନ ହୋଇ ପାରେ । ବନ୍ଧୁଙ୍କ ସହିତ ଆଜି ମତଭେଦ ହୋଇ ପାରେ । ବହୁତ ସମୟ ପରେ ଶାରୀରିକ ଏବଂ ମାନସିକ ଶାନ୍ତି ଅନୁଭବ ହେବ । ଆପଣଙ୍କୁ ଆଜି ପ୍ରତିକୂଳର ସାମନା କରିବାକୁ ପଡିବ । ପ୍ରଗତିର ପଥ ଭୁଲିବେ, ପାର୍ଟନର ଙ୍କ କଥାକୁ ଖରାପ ଭାବନ୍ତୁ ନାହିଁ ।

ସିଂହ

ମାନସିକ ଚିନ୍ତାକୁ ଦୂର କରିବା ପାଇ ଆଜି ଆଧ୍ୟାତ୍ମିକ ର ସାହାଯ୍ୟ ନିଅନ୍ତୁ । ଆଜି ଆପଣଙ୍କୁ ସବୁ କାମ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ପିଲା ମାନଙ୍କ ଠାରୁ କିଛି ଖୁସି ଖବର ମିଳିବ । ନୂଆ ବ୍ୟବସାୟ କରିବା ପାଇଁ ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ଅଟେ । ଯୋଗ୍ୟ ଜାଗାରେ ପୁଞ୍ଜି ନିବେଶ କରିବା ଦ୍ଵାରା ଆପଣଙ୍କୁ ଲାଭ ମିଳିପାରେ ।

କନ୍ୟା

ଏହି ରାଶି ଲୋକଙ୍କର ସବନ୍ଧ ଦୃଢ ରହିବ । ଯେଉଁଥିରେ ଆପଣ ସବନ୍ଧକୁ ମଧୁରତା କରିବା ସହିତ ବିଶ୍ଵାସ ବଢାଇ ପାରିବେ । ସାମାଜିକ ଗତିବିଧି ଉପରେ ରୁଚି ବଢିବ । ନିଜର କଠିନ ପରିଶ୍ରମ ଦ୍ଵାରା ଆପଣ ନିଜର ବ୍ୟବସାୟକୁ ଆଗକୁ ନେବାରେ ସଫଳ ହେବେ । ଜୀବନସାଥୀଙ୍କ ସହିତ ଝଗଡା ପାଇଁ ଆପଣ ମାନସିକ ଚିନ୍ତାରେ ରହିବେ । ଅଯୋଥା ଚିନ୍ତା କରନ୍ତୁ ନାହିଁ । କୌଣସି ଜାଗାକୁ ତୀର୍ଥ ଯାତ୍ରା କରି ପାରନ୍ତି ।

ତୁଳା

ହନୁମାନଙ୍କ କୃପାରୁ ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟ ପାଇଁ ନେଇଥିବା ନିଷ୍ପତ୍ତି ଲାଭକାରୀ ହେବ । ଜୀବନସାଥୀଙ୍କୁ ଅଣଦେଖା କରିବା ଦ୍ଵାରା ଝଗଡା ହୋଇ ପାରେ । କାର୍ଯ୍ୟକ୍ଷେତ୍ର ରେ ଆପଣ ଉର୍ଣ୍ଣତି କରିବେ । ଆଜି ଆପଣଙ୍କର ଶତ୍ରୁ ଆପଣଙ୍କର କ୍ଷତି କରିବା ପାଇଁ ଚେଷ୍ଟା କରି ପାରନ୍ତି କିନ୍ତୁ ସେ ଆପଣଙ୍କର କିଛି କରି ପାରିବ ନାହିଁ । ସେ ନିଜେ ହାରିଯିବ । ପଇସା ସହିତ ଯୋଡି ହୋଇଥିବା ମାମଲାରେ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

ବିଛା

ଆଜି ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଅନେକ ସଫଳତା ମିଳିବା ସହିତ ଲଭ ଲାଇଫରେ ମଧ୍ୟ ସଫଳତା ମିଳିବ । ଆପଣଙ୍କର ଭଲ ପାଇବା ଆଜି ଆପଣଙ୍କୁ ମିଳିବ । ବ୍ୟବସାୟୀ ମାନଙ୍କୁ କିଛି ବାଧାର ସାମାନା କରିବାକୁ ପଡିପାରେ । ପରିବାରରେ ଖୁସିର ମାହୋଲ ରହିବ । କାମରେ ସଫଳତା ମିଳିବା ସହିତ ମିଛ ଆରୋପ ଲାଗି ପାରେ ।

ଧନୁ

ଆଜି ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବ । ଏହି ସମୟରେ ଆପନ୍ନକୁ ନିଜ ଜୀବନସାଥୀଙ୍କ ଠାରୁ ବହୁତ ଭଲ ପାଇବା ମିଳିବ । ଯଦି ଆପଣ ଲୋକଙ୍କ ପାଇଁ କିଛି ଭଲ କାମ କରିବେ ତାହେଲେ କେଉଁଠି ନା କେଉଁଠି ଆପଣଙ୍କୁ ବହୁତ ଲାଭ ହୋଇପାରେ । ଆଜି ଆପଣ ମାନସିକ ଚିନ୍ତାରେ ରହି ପାରନ୍ତି । ହନୁମାନଙ୍କ କୃପାରୁ ବ୍ୟବସାୟରେ ଆପଣଙ୍କୁ ବହୁତ ଲାଭ ମିଳିବ ।

ମକର

ଆଜି ହନୁମାନଙ୍କୁ ସ୍ମରଣ କରି ଆପଣ ଆରମ୍ଭ କରିଥିବା ସବୁ କାମରେ ଆପଣଙ୍କୁ ସଫଳତା ମିଳିବ । ଆପଙ୍କ ଜୀବନ ଖୁସିରେ ଭାରି ଯିବ । ଆପଣଙ୍କର କ୍ଷମତାର ପ୍ରଶଂସା କରାଯିବ । ଆଜି ସବୁ କାମର ଫଳ ଆପଣଙ୍କୁ ମିଳିବ । ନିଜ ଜୀବନ ପାଇଁ ସତର୍କ ରୁହନ୍ତୁ । ଜୀବନସାଥୀଙ୍କ ସହଯୋଗରେ ଆପଣ କୌଣସି ବଡ କାମ କରି ପାରନ୍ତି ।

କୁମ୍ଭ

ଏହି ରାଶିର ଲୋକଙ୍କୁ ନିଜର ପରିବାର ଏବଂ ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ । ଆଜି ନୂଆ ଲୋକଙ୍କ ସହିତ ଦେଖା ହୋଇ ପାରେ । କିଛି ପରିସ୍ଥିତିରେ ଆପଣ ନେତୃତକାରୀ ଅଧିକାର ତୁଲାଇ ପାରନ୍ତି । ସରକାର ଙ୍କ ତରଫରୁ ଲାଭ ହେବ । କିଛି ଖାସ ନିଷ୍ପତ୍ତି ଆପଣଙ୍କୁ ନେବା ପାଇଁ ପଡିପାରେ । ମନରେ ଖରାପ ଭାବନା ଆସିପାରେ ।

ମୀନ

ଏହି ରାଶିର ଲୋକମାନେ ସତର୍କତା ର ସହିତ ବ୍ୟବସାୟରେ କାମ କରନ୍ତୁ । ପରିବାରରେ ଖୁସି ଏବଂ ଶାନ୍ତି ରହିବ । କାମ ପାଇଁ କୌଣସି ଜାଗାକୁ ଯାଇ ପାରନ୍ତି । ଉର୍ଣ୍ଣତିର ସଂଯୋଗ ବଢିବ । ପଇସା କୁ ନେଇ ଆପଣଙ୍କର ଚିନ୍ତା ବଢି ପାରେ । କିଛି ଲୋକ ଆପଣଙ୍କ ଠାରୁ ଦୂରେଇ ଯାଇ ପାରନ୍ତି । ଆଜି ଆପଣଙ୍କ ସାମନାକୁ ଆସିଥିବା ଭଲ ଅବସରକୁ ଚିହ୍ନି ସେଥିରେ ଆଗକୁ ବଢନ୍ତୁ ।

ବଜାରଙ୍ଗବଲୀଙ୍କ କୃପାରୁ ଆପଣଙ୍କ ଦିନଟି ଆଜି ବହୁତ ଭଲରେ କଟୁ, ଏତିକି ହିଁ ଆମର କାମନା । କମେଣ୍ଟ ରେ ଜୟ ହନୁମାନ ଲେଖିଦିଅନ୍ତୁ । ଆଗକୁ ଦୈନିକ ରାଶି ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *