ଗୋଟେ ଶବ୍ଦ ରେ କୁହନ୍ତୁ – କଣ ଆପଣ ଜାଣିଛନ୍ତି କି ସେକେଣ୍ଡ କୁ ହିନ୍ଦୀ ରେ କଣ କୁହାଯାଏ ?

ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ଜ୍ଞାନ ର ଆବଶ୍ୟକତା ଜରୁରୀ ଅଟେ । ପ୍ରତେକ ମଣିଷ ଜ୍ଞାନ ଆହରଣ ପାଇଁ ଅନେକ ପାଠ ପଢିଥାଏ । କିନ୍ତୁ କିଛି ଏମିତି ପାଠ ଅଛି ଯାହା ବହି ରେ ନ ଥାଏ । ଯାହାକୁ ଆମେ ସାଧାରଣ ଜ୍ଞାନ କହିଥାଉ । ଏହି ସବୁ ସାଧାରଣ ଜ୍ଞାନ ଆମ ଆଖ ପାଖରେ ଘଟୁଥିବା କିଛି ଘଟଣାମାନ କୁ ନେଇ ଆଧାରିତ ହୋଇଥାଏ । ଯାହା ବିଷୟରେ କିଛି ଲୋକ ଜାଣିଥିଲେ ମଧ୍ୟ ଠିକ ସମୟରେ ଉତ୍ତର ଦେଇ ପାରନ୍ତି ନାହିଁ ।

ଏହି ସବୁ ଜ୍ଞାନ କୁ ନିଜର ବୁଦ୍ଧି ଖର୍ଚ୍ଚ କରି କହିବାକୁ ପଡିଥାଏ । ଏହି ସବୁ ସାଧାରଣ ପ୍ରଶ୍ନ ବିଷୟରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜଣାଇବା ନିହାତି ଜରୁରୀ ହୋଇଥାଏ । ଯାହା ଦ୍ୱାରା ସେମାନେ ଦରକାର ସମୟରେ ଅତି ସହଜରେ କେଉଁଠି ବି ଉତ୍ତର ଦେଇ ପାରିବେ । ଆସନ୍ତୁ ଜାଣିବା ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ।

1- ଏମିତି କଣ ଅଛି ଯାହା ଗରମ ହେଉ କି ଶୀତ ସବୁବେଳେ ଗରମ ରହିଥାଏ ?

ଉତ୍ତର- ଗରମ ମସାଲା ।

2- ଏମିତି କେଉଁ ଜିନିଷ ଅଛି ଯାହା ଥଣ୍ଡାରେ ମଧ୍ୟ ତରଳିଥାଏ ?

ଉତ୍ତର- ମହମବତୀ ।

3- ଲୋକେ ଶୀତରେ ଆଳୁ ପରଟା କାହିଁକି ଖାଇଥାନ୍ତି ?

ଉତ୍ତର- ମୋଟା ହେବା କାରଣରୁ ।

4- କଣ ସାପ ନିଜ ଅଣ୍ଡା ନିଜେ ଖାଇଥାନ୍ତି ?

ଉତ୍ତର- ହଁ ।

5- ଗଛରେ ଧଳା ରଙ୍ଗ କାହିଁକି ଲଗାଯାଏ ?

ଉତ୍ତର- ସାର୍ବଜନୀକ ହେବା କାରଣରୁ ।

6- ସାର୍ବଜନୀକ ଗଛ କାଟିଲେ କଣ ହୋଇଥାଏ ?

ଉତ୍ତର- ଜୋରିମାନା ଲାଗିଥାଏ ।

7- ରକ୍ତଦାନ କରିଲେ କେଉଁ ଫାଇଦା ମିଳିଥାଏ ?

ଉତ୍ତର- ଶରୀରରେ ନୂଆ ରକ୍ତ ହୋଇଥାଏ ।

8- ମୋବାଇଲ ଡାଟା ସବୁବେଳେ ଅନ ରହିଲେ କଣ କ୍ଷତି ହୋଇଥାଏ ?

ଉତ୍ତର- ଫୋନ ହ୍ୟାଙ୍ଗ ହୋଇଯାଏ ।

9- ହୱାଇ ଜାହାଜ ରେ କର୍ମଚାରୀ ପାଇଁ କାହାକୁ ରଖାଯାଏ ?

ଉତ୍ତର- ମହିଳାଙ୍କୁ ।

10- ଛୋଟ ପିଲା ଶୋଇବା ସମୟରେ କାହିଁକି ହସିଥାନ୍ତି ?

ଉତ୍ତର- କାରଣ ସେମାନେ ଭଗବାନଙ୍କ ରୂପ ହୋଇଥାନ୍ତି ।

11- ଚୋରୀ କରିଲେ ଦଣ୍ଡ କାହିଁକି ଶୁଣାଯାଏ ?

ଉତ୍ତର- କମଜୋରି ଆସିପାରେ ।

12- କେଉଁ ରାଜ୍ୟର ଲୋକେ ସବୁଠୁ ଅଧିକ ମଦ ପିଇଥାନ୍ତି ?

ଉତ୍ତର- ବିହାର ।

13- କେଉଁ ଦେଶରେ ସବୁଠୁ ଅଧିକ ସିନେମା ହଲ ଅଛି ?

ଉତ୍ତର- ଚୀନ ।

14- ଏମିତି କଣ ଅଛି ଯାହାକୁ ଅଧା ଖାଇଲେ ମଧ୍ୟ ତାହା ପୁରା ଲାଗିଥାଏ ?

ଉତ୍ତର- ପୁରୀ ।

15- ପେଟ୍ରୋଲ ପମ୍ପରେ ମୋବାଇଲ ବ୍ୟବହାର କରିବା କାହିଁଙ୍କି ମନା ହୋଇଥାଏ ?

ଉତ୍ତର- ନିଆଁ ଲାଗିଯିବା କାରଣରୁ ।

16- ଭାରତରେ 5G ଆସିଲେ କଣ କ୍ଷତି ହୋଇପାରେ ?

ଉତ୍ତର- ରେଡିସିୟାନ ବଢିଯିବ ।

17- କଣ ଆପଣ ଜାଣିଛନ୍ତି କି ସେକେଣ୍ଡ କୁ ହିନ୍ଦୀ ରେ କଣ କୁହାଯାଏ ?

ଉତ୍ତର- ସମୟ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *