ଦୁନିଆକୁ ପ୍ରଥମେ ଅଣ୍ଡା ଆସିଥିଲା ନା କୁକୁଡା ? ଏହିଭଳି ଆହୁରି 15+ Interesting GK question with answer

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବ୍ୟ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।

1- କେଉଁ ଗଛକୁ କେବେ ଘରେ ଲଗାଇବା ଉଚିତ ନୁହେଁ ?

ଉତ୍ତର- ଓସ୍ତ ଗଛକୁ କେବେ ଘରେ ଲଗାଇବା ଉଚିତ ନୁହେଁ ।

2-କେଉଁ ପକ୍ଷୀ ନିଜେ ନିଜକୁ ଆଇନା ମଧ୍ୟରେ ଚିହ୍ନି ଦେଇଥାଏ ?

ଉତ୍ତର- ପାରା ନିଜକୁ ଆଇନାରେ ଚିହ୍ନି ଦେଇଥାଏ ।

3-ଦୁନିଆରେ ସବୁଠାରୁ ମହଙ୍ଗା ରକ୍ତ କାହାର ହୋଇଥାଏ ?

ଉତ୍ତର- କଙ୍କଡାର ରକ୍ତ ବହୁତ ମହଙ୍ଗା ହୋଇଥାଏ ।

4-ଭାରତର ସବୁଠାରୁ ପୁରୁଣା ନଦୀ କଣ ଅଟେ ?

ଉତ୍ତର- ଭାରତର ସବୁଠାରୁ ପୁରୁଣା ନଦୀ ସିନ୍ଧୁ ନଦୀ ଅଟେ ।

5-ଦୁନିଆର ସବୁଠାରୁ ମହଙ୍ଗା ବସ୍ତୁ କଣ ଅଟେ ?

ଉତ୍ତର- ଦୁନିଆର ସବୁଠାରୁ ମହଙ୍ଗା ବସ୍ତୁ ୟୂରାନିୟମ ଅଟେ ।

6-କେଉଁ ଦେଶରେ ବାହା ହେବ ପୂର୍ବରୁ କାନ୍ଦିବାକୁ ପଡିଥାଏ ?

ଉତ୍ତର-ଚୀନ ଦେଶରେ ବାହା ହେବା ପୂର୍ବରୁ କାନ୍ଦିବାକୁ ପଡିଥାଏ ।

7-କଳା ସୁନା କାହାକୁ କୁହାଯାଇଥାଏ ?

ଉତ୍ତର-କଳା ସୁନା କୋଇଲାକୁ କୁହାଯାଇଥାଏ ।

8-କେଉଁ ଜୀବକୁ କୋରୋନା ଭାଇରସ ହୋଇନଥାଏ ?

ଉତ୍ତର-ମୂଷାକୁ କୋରୋନା ଭାଇରସ ହୋଇନଥାଏ ।

9-ସବୁଠାରୁ ଶସ୍ତା ସୁନା କେଉଁ ଦେଶରେ ମିଳିଥାଏ ?

ଉତ୍ତର-ସବୁଠାରୁ ଶସ୍ତା ସୁନା ଦୁବାଇରେ ମିଲିଟାଏ ।

10-ରାଣୀ ଲକ୍ଷ୍ମୀବାଇଙ୍କର ଜନ୍ମ କେଉଁଠାରେ ହୋଇଥିଲା ?

ଉତ୍ତର- ରାଣୀ ଲକ୍ଷ୍ମୀବାଇଙ୍କର ଜନ୍ମ ବାରଣାସୀ ଠାରେ ହୋଇଥିଲା ।

11-ଭାରତକୁ କେଉଁ ମସିହାରେ ସ୍ଵାଧୀନତା ମିଳିଥିଲା ?

ଉତ୍ତର;- ଭାରତକୁ 1947 ମସିହାରେ ସ୍ଵାଧୀନତା ମିଳିଥିଲା ।

12-ଭାରତରେ ସବୁଠାରୁ ପ୍ରଥମେ ସୂର୍ଯ୍ୟ କେଉଁଠାରୁ ବାହାରିଥାଏ ?

ଉତ୍ତର-ଭାରତରେ ସୂର୍ଯ୍ୟ ସର୍ବ ପ୍ରଥମେ ଅରୁଣାଚଳ ପ୍ରଦେଶରୁ ବାହାରିଥାଏ ।

13-ଚନ୍ଦ୍ରଶେଖର ଆଜାଦଙ୍କର ଜନ୍ମ କେଉଁ ରାଜ୍ୟରେ ହୋଇଥିଲା ?

ଉତ୍ତର- ଚନ୍ଦ୍ରଶେଖରଙ୍କର ଆଜାଦ ମଧ୍ୟପ୍ରଦେଶ ଠାରେ ଜନ୍ମ ହୋଇଥିଲା ।

14-ପୃଥିବୀ ଠାରୁ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିବାକୁ କେତେ ସମୟ ଲାଗିଥାଏ ?

ଉତ୍ତର;- ପୃଥିବୀ ଠାରୁ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିବାକୁ 3 ଦିନ ସମୟ ଲାଗିଥାଏ ।

15-ଦୁନିଆରେ ପ୍ରଥମେ କୁକୁଡା ନା ଅଣ୍ଡା ଆସିଥିଲା ?

 

ଉତ୍ତର- ଦୁନିଆରେ ପ୍ରଥମେ କୁକୁଡା ଆସିଥିଲା ।

ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଏହିଭଳି ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *