GK- ଅମୃତଭଣ୍ଡା ଗଛ ଲଗାଇଲେ ଘରକୁ କଣ ଆସିଥାଏ ? ଏହା ସହ ଜାଣନ୍ତୁ 15+ GK ଓ ଏହାର ଉତ୍ତର

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ ।  ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।

1- ପୃଥିବୀ ବ୍ଯତୀତ ଅନ୍ୟ କେଉଁ ଗ୍ରହରେ ଜୀବନ ସମ୍ଭବ ହୋଇପାରେ ?

ଉତ୍ତର- ମଙ୍ଗଳ ଗ୍ରହ ।

2- ସବୁଠାରୁ ବୁଦ୍ଧିମାନ ଫଳର ନାମ କଣ ?

ଉତ୍ତର- ଚେରି ।

3- ଧୁଳି ପ୍ରଦ୍ଯୁଷଣ ରୋକିବାରେ କେଉଁ ବୃକ୍ଷ ସହାୟକ ହୋଇଥାଏ ?

ଉତ୍ତର- ଓସ୍ତ ଗଛ ।

4- ଭୋକ ଲାଗିଲେ କେଉଁ ପଶୁନିଜ ଶରୀରକୁ ଖାଇପାରେ ?

ଉତ୍ତର- ମୂଷା ।

5- କେଉଁ ପକ୍ଷୀ ମଣିଷର ମାଂସ ଖାଇଥାଏ ?

ଉତ୍ତର- ଶାଗୁଣା ।

6- କଣ ଖାଇଲେ ପାଟି ଘା ଗୋଟିଏ ଦିନରେ ଭଲ ହୋଇଯାଏ ?

ଉତ୍ତର- ଘିଅ ।

7- କେଉଁ ଗଛ ତଳେ ମଣିଷ ସୋଇଲେ ମଣିଷ ମରି ଯାଇପାରେ ?

ଉତ୍ତର- ନିମ ଗଛ ।

8- ହୀରା କୁ କାଟିବା ପାଇଁ କାହାର ବ୍ୟବହାର କରାଯାଏ ?

ଉତ୍ତର- ପାଣି ର ।

9- କେଉଁ ଦେଶରେ ଚା ପିଇବା ଆରମ୍ଭ ହୋଇଥିଲା ?

ଉତ୍ତର- ଚୀନ ।

10- ସିଝା ଆଳୁ ଖାଇଲେ କଣ ଜଲ୍ଦି ବଢିଥାଏ ?

ଉତ୍ତର- ଓଜନ ।

11- କେଉଁ ଦେଶରେ ଗୋଟିଏ ବି ପିମ୍ପୁଡି ନାହାନ୍ତି ?

ଉତ୍ତର- ଫିନଲ୍ୟାଣ୍ଡ ।

12- କେଉଁ ପ୍ରାଣୀ ଲୁହାକୁ ଖାଇଲେ ବି ହଜମ କରି ଦିଏ ?

ଉତ୍ତର- କୁମ୍ଭୀର ।

13- ଖାଇ ସାରିବା ପରେ ସଙ୍ଗେ ସଙ୍ଗେ କଣ କରିବା ଉଚିତ ନୁହେଁ ?

ଉତ୍ତର- ପାଣି ପିଇବା ।

14- କେଉଁ ପଶୁ ଛୋଟ ଛୁଆ ଙ୍କ ପରି କାନ୍ଦିଥାଏ ?

ଉତ୍ତର- ଭାଲୁ ।

15- କଣ ଖାଇଲେ ଶରୀରର କ୍ଷତ ଜଲ୍ଦି ଭଲ ହୋଇଥାଏ ?

ଉତ୍ତର- ବାଦାମ ।

16- ଦାନ୍ତ ମୂଳରେ କଣ ଲଗାଇଲେ ଦାନ୍ତ ରୁ ରକ୍ତ ବାହାରିବା କମିଯାଏ ?

ଉତ୍ତର- ହଳଦୀ ।

17- ଅମୃତଭଣ୍ଡା ଗଛ ଲଗାଇଲେ ଘରକୁ କଣ ଆସିଥାଏ ?

ଉତ୍ତର- ସାପ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *