Papu Pom Pom ଙ୍କୁ ପଥର ଫୋପାଡିଥିଲା, ସତ କହିଲେ ବୋଲି ବେକ କା-ଟି-ଲା ଓ ମୁଣ୍ଡକୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯିଏ ପକାଇଥିଲା ପଥର ସିଏ ପୁଣି ତଣ୍ଟିକୁ କ-ଆଟି ଦେଇ ପ-ଥ-ର ମୁଣ୍ଡରେ ଛେ-ଚି-ଦେଲା । ତେବେ ଏପରି ଏକ ସାଂଘାତିକ ଘଟଣା ଗଞ୍ଜାମ ଜିଲ୍ଲା ସୁରଳ ଗ୍ରାମରେ ଦେଖିବାକୁ ମିଳିଛି । ତେବେ ଯେଉଁଠାରେ ଜାଗର ସମୟରେ ଜାଗର ଉପଲକ୍ଷେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ଅନୁଷ୍ଠିତ କରଯାଇଥିଲା । ତେବେ ସେଠାକୁ କଳା ପଦର୍ଶନ କରିବା ପାଇଁ ଅନେକ କଳାକାରଙ୍କ ସହିତ ମୁଖ୍ୟ ଅତିଥି ହିସାବରେ ହାସ୍ୟ ଅଭିନେତା ପପୁ ପମ୍ ପମ୍ ମଧ୍ୟ ଯାଇଥିଲେ ।

ତେବେ ସେଠାରେ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଗୋଟିଏ ପରେ ଗୋଟିଏ ୩ ତିନୋଟି ପଥର ପପୁ ପମ୍ ପମ୍ ଉପରକୁ ଫିଙ୍ଗା ଯାଇଥିଲା । ତେବେ ଏହି ଢେ-ଲା ମ-ଆ-ଡରେ ପପୁଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଅତିଷ୍ଠ ହୋଇଯାଇଥିଲେ । ତେବେ କିଛି ସମୟ ପାଇଁ ମଧ୍ୟ ଏହି ଢେ-ଲା ପ-ଥ-ର ମ-ଆ-ଡ ପାଇଁ କାର୍ଯ୍ୟକ୍ରମରେ ଅଶାନ୍ତିର ମହୋଲ ସୃଷ୍ଟି ହୋଇଯାଇଥିଲା । ତେବେ ସେହି ସମୟରେ ପମୁ ପମ୍ ପମ୍ କିଏ ସେହି ଢେ-ଲା ମ-ଆ-ଡ କରୁଛି କିଏ ଜାଣିଛ ଯଦି କୁହ ବୋଲି କହିଥିଲେ ।

ତେବେ କାର୍ଯ୍ୟକ୍ରମ ସାରି ପପୁ ପମ୍ ପମ୍ ସ୍ଟେଜ ତଳେ ଥିବା ସମୟରେ ଢେଲା ମ-ଆ-ଡ କରିଥିବା ଲୋକକୁ ଦେଖିଥିବା ଜଣେ ପ୍ରତ୍ଯେକ୍ଷଦର୍ଶୀ ପପୂଙ୍କ ନିକଟରେ କହିଦେଇଥିଲା । ତାପରେ ସେହି ଢେ-ଲା ମ-ଆ-ଡ କରିଥିବା ଅଭିଯୁକ୍ତଙ୍କ ନାମରେ ଆଜି ଗାଁରେ ଏକ ସଭା ବସି ଅଭିଯୁକ୍ତକୁ ଦଣ୍ଡ ଦିଆଯାଇଥାନ୍ତା । ତେବେ ଢେ-ଲା ମ-ଆ-ଡ କରିଥିବା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଟୁନା ବେହେରା ।

ଢେ-ଲା ମ-ଆ ରୁଥିବା ସମୟରେ ତାକୁ ଦେଖିଥିବା ପ୍ରତେକ୍ଷଦର୍ଶୀ ଜଣଙ୍କ ହେଉଛନ୍ତି ଗୋପାଳ ବେହେରା । ତେବେ ଅଭିଯୁକ୍ତ ଟୁନା ବେହେରା ସଭା ବସିବା ପୂର୍ବ ରାତିରେ ଗୋପାଳ ବେହେରା ଘରକୁ ଯାଇ ଗୋପାଳକୁ ମୋ ନାମ ସଭାରେ ନକହିବା ପାଇଁ କହିଥିଲା । ତେବେ ଗୋପାଳ ଏହି କଥାରେ ରାଜି ନହୋଇ ସବୁ ସତ କଥା ଗାଁ ଲୋକଙ୍କ ଆଗରେ କହିଦେବ ବୋଲି କହିଥିଲା ।

ତାପରେ ଏହି ରାଗ ରଖି ଟୁନା ବେହେରା ଗୋପାଳ ବେହେରାର ତ-ଣ୍ଟି-କୁ ଛୁ-ରୀ-ରେ କ-ଆ-ଟିଦେଇଥିଲା । ତାପରେ ନେଇ ପାଖ ଏକ କୂଅରେ ପକା-ଇ-ଦେଇ ମନ ଶାନ୍ତ ହୋଇନଥିଲା । ଯେ ବଡ ଏକ ପଥର ଆଣି ସେହି କୂଅ ଭିତରେ ପକେଇ ଦେଇଥିଲା । ତାପରେ ଗୋପାଳର ଘର ଲୋକ ଏହାର ଖବର ପାଇ ଗୋପାଳକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ ।

Leave a Reply

Your email address will not be published. Required fields are marked *