‘ଗୋପାଳଙ୍କ ହସ ହସ ମୁଁହ ଦେଖିଲେ, ଲାଗେ ସେ ଶ୍ରୀ କୃଷ୍ଣଙ୍କ ଅବତାର, ତାଙ୍କ ପାଇଁ ମୁଁ ଆଜି…’ ଦେଖନ୍ତୁ କଣ କହିଲେ ବିଜେଡ଼ି ନେତ୍ରୀ Minati Bahidar

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନବ ଦାସଙ୍କୁ ଗୁଳିମାଡ କରାଯାଇ ହତୟଆ କରାଯିବା ପରେ ମୁଁ ସାହି ଲୋକଙ୍କୁ ମଟନ ଭୋଜି ଦେଇ ଖାଇବାକୁ ଦେଇଛି । ତେବେ ଏପରି କିଛି ସୂଚନା ମିଳିଛି । ଯେଉଁଥିରେ କି ବିଜେଡି ନେତ୍ରୀ ମିନତୀ ବହିଦାର କହିଛନ୍ତି । ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ଜଣେ ଅତି ଲମ୍ପଟ ତଥା ଖରାପ ଧରଣର ମଣିଷଟି ଥିଲା । ଜଣେ ନେତା ବା ମନ୍ତ୍ରୀ ସାଜି ଲୋକଙ୍କର ସେବା କରିବା କେତେ ପୂଣ୍ୟ କଥା ଅଟେ ।

ହେଲେ ନବ ଦାସ ମନ୍ତ୍ରୀ ହୋଇ ସେପରି କିଛି ମଧ୍ୟ ଭଲ କାମ କରେ ନାହିଁ । ନବ ଦାସକୁ ମୁଖ୍ୟମନ୍ତ୍ରୀ କେମିତି ସ୍ଵାସ୍ଥ ମନ୍ତ୍ରୀ ପାହ୍ୟା ଦେଇଥିଲେ କେଜାଣି ? ତେବେ ନବ ଦାସ ମୃ-ତ୍ୟୁ ଖବର ଯେତେବେଳେ ମୋ ଫୋନ ଫୋନ ଦେଖୁ ଦେଖୁ ଶୁଣିବାକୁ ପାଇଥିଲି । ସେତେବେଳେ ମୁଁ ଏତେ ମାତ୍ରାରେ ଖୁସି ହୋଇଯାଇଥିଲି କି ତାହା ବର୍ଣ୍ଣନା କରିବା ମୋ ପକ୍ଷେ ଅସମ୍ଭବ କଥା ।

ମିନତୀ ବହିଦାରଙ୍କ କହିବା ଆଧାରରେ ତେବେ ଯଦି ମୁଁ ପୁଅ ପିଲାଟି ହୋଇଥାନ୍ତି । ତେବେ କେଉଁ ସମୟ ପୂର୍ବରୁ ନବ ଦାସକୁ ମ-ଆରି ଟିକି ଟିକି କରି କୁକୁରକୁ ଖାଇବାକୁ ଦେଇଥାନ୍ତି । ତେବେ ମନ୍ତ୍ରୀ ନବ ଦାସଙ୍କ ଆତ୍ମୀୟ ସ୍ଵଜନ ତଥା ବନ୍ଧୁପରିଜନ ମନ୍ତ୍ରୀ ନବ ଦାସ ମୃ-ତ୍ୟୁ ପାଇଁ ଦୁଃଖ କରୁଥିବା ସମୟରେ ମିନତୀ ବହିଦାର ଖୁସି ହୋଇ ତାହାକୁ ପାଳନ କରୁଛନ୍ତି ।

ତେବେ ନବ ଦାସ ମ-ଅରିବା ପଛରେ ମିନତୀ ବହିଦାରଙ୍କ ଖୁସି ମନାଇବା ପାଇଁ ମଧ୍ୟ କିଛି ଖାସ୍ କାରଣ ରହିଛି । ଯେଉଁ କାରଣରୁ ସେ ମନ୍ତ୍ରୀ ନବ ଦାସଙ୍କ ବିୟୋଗକୁ ଖୁସିର ସହ ପାଳନ କରୁଛନ୍ତି । ତେବେ ତାଙ୍କ କହିବା ଅନୁଯାଇ ମୋ ଭାଇ ହତୟଆ ପଛରେ ମୂଳ ହାତ ମନ୍ତ୍ରୀ ନବ ଦାସର ହିଁ ଥିଲା । ଯେଉଁ କାରଣରୁ ୨୦୦୫ ମସିହାରେ ମିନତୀ ବହିଦାରଙ୍କ ଭାଇଙ୍କର ପରଲୋକ ଘଟିଥିଲା ।

ତେବେ ମନ୍ତ୍ରୀ ନବ ଦାସଙ୍କ ପରଲୋକରେ ସାହି ଲୋକଙ୍କ କହିବା ଅନୁଯାଇ ସମସ୍ତଙ୍କୁ ଖୁସି କରିବା ପାଇଁ ବିଜେଡି ନେତ୍ରୀ ମିନତୀ ବହିଦାର ଭୋଜି ଦେଇଥିଲେ । ଯେଉଁଥିରେ କି ମଟନ, ଲୁଚି, ମିଠା ଓ କୋଲଡ୍ରିଂକ୍ସ ମଧ୍ୟ ରହିଥିଲା । ତେବେ ନିଜେ ମଧ୍ୟ ଚିକେନ ଖାଇ ମନ୍ତ୍ରୀ ନବ ଦାସ ମୃ-ତ୍ୟୁ ଖୁସି ମନାଉଥିଲେ ମିନତୀ ବହିଦାର ।

ତେବେ ଏହି ସବୁ ଖୁସି ପାଇଁ ସେ ଗୋପାଳ ଦାସଙ୍କୁ ହିଁ କୃତଜ୍ଞତା ଜଣାଇଛନ୍ତି । ଗୋପାଳ ଜଣେ ମଣିଷ ନୁହନ୍ତି ସେ ସ୍ଵୟଂ ଶ୍ରୀ କୃଷ୍ଣ ଙ୍କ ଅବତାର ବୋଲି ମିନତୀ ବହିଦାର କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *