‘ମନ୍ତ୍ରୀ ନବ ଦାସ୍ ମରିଗଲା, ମୁଁ ମଟନ ଭୋଜି ଦେଲି, ଗୋପାଳକୁ କୋଟି ନମସ୍କାର ସେ ଶ୍ରୀକୃଷ୍ଣଙ୍କ ରୂପ, ସେ ଯଦି ମାରି ନଥାନ୍ତା ତାହେଲେ ମୁଁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳ ଦାସ ହେଉଛି ମୋ ପାଇଁ ପ୍ରଭୁ ଶ୍ରୀ କୃଷ୍ଣ । ତାଙ୍କୁ ମୋର କୋଟି କୋଟି ନମସ୍କାର । ହଁ ବନ୍ଧୁଗଣ ଏପରି କିଛି ମନ୍ତବ୍ୟ ମିନତୀ ବହିଦାରଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀଙ୍କ gullee ମାଡ ପରେ ତାଙ୍କର ନିକଟ ଅତୀତରେ ପରଲୋକ ହୋଇଯାଇଥିଲା । ଯେଉଁ କଥାକୁ ନେଇ ନବ ଦାସଙ୍କର ଘର ପରିବାର ତଥା ନବ ଦାସଙ୍କ ଶୁଭ ଚିନ୍ତକ ମାନଙ୍କ ପାଇଁ ଏକ ଶୋକର ଛାୟା ଖେଳିଯାଇଥିଲା ।

ତେବେ ଏହାର ଅପର ପକ୍ଷରେ ନବ ଦାସଙ୍କ ମୃ-ତ୍ୟୁକୁ ନେଇ କିଏ ଦୁଃଖ ପ୍ରକାଶ କରୁଛନ୍ତି । ଆଉ କିଏ ନବ ଦାସଙ୍କ ପରଲୋକକୁ ଖୁସିର ସହ ପାଳନ କରୁଛନ୍ତି । ତେବେ ମିନତୀ ବହିଦାରଙ୍କ କହିବା ଅନୁଯାଇ ନବ ଦାସ ଜଣେ ବହୁତ ହିଁ ଖରାପ ପ୍ରକୃତିର ବ୍ୟକ୍ତିଟି ଥିଲା । ତେବେ ଯେଉଁ କାରଣରୁ ତାଙ୍କର କେବେ ପରଲୋକ ଘଟିବ । ତାହା ଦେଖିବା ପାଇଁ ମୁଁ ଚାତକ ସହ ଅନାଇ ବସିଥିଲି ।

ହେଲେ ଯେତେବେଳେ ମୋବାଇଲ ଫୋନରେ ନବ ଦାସକୁ gulleemada କରି httyaa  କରାଯାଇଛି ବୋଲି ଶୁଣିବାକୁ ପାଇଥିଲି । ସେତେବେଳେ ମୁଁ ବହୁତ ହିଁ ଖୁସି ହୋଇଯାଇଥିଲି । ତେବେ ମିନତୀ ବହିଦାରଙ୍କ କହିବା ଅନୁଯାଇ ମୁଁ ଚିକେନ ଖାଇବାକୁ ଏତେ ମାତ୍ରାରେ ଭଲ ପାଇନଥାଏ । ହେଲେ ନବ ଦାସର ମ-ଅରିବା ଖବର ଶୁଣି ମୁଁ ଏତେ ମାତ୍ରାରେ ଖୁସି ହୋଇଗଲି । ଯେ ବହୁ ସମୟ ପର୍ଯ୍ୟନ୍ତ ଚିକେନ, ମିଠା ଖାଇ ଖାଇ ଆରାମରେ ବସି ଟିଭି ଦେଖିଲି ।

ଏହା ସହିତ ନବ ଦାସର ମ-ଅରିବା ଖୁସିରେ ସାହି ଲୋକଙ୍କୁ ମଟନ ଭୋଜି କରି ମଧ୍ୟ ଖାଇବାକୁ ଦେଲି । ତେବେ ମିନତୀ ବହିଦାରଙ୍କ ଭାଇଙ୍କ httyaa ପଛରେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ହାତ ଥିଲା ବୋଲି ମିନତୀ ବହିଦାର ଅଭିଯୋଗ କରୁଛନ୍ତି । ତେବେ ତାଙ୍କ କହିବା ଅନୁଯାଇ ମୁଁ ଯଦି ପୁଅ ପିଲାଟି ହୋଇଥାନ୍ତି ।

ତେବେ କେବେ ଠାରୁ ନବ ଦାସ ଉପରେ ଆକ-ରଅମଣ କରିଦେଇଥାନ୍ତି । ତେବେ ଯାହା କୁହନ୍ତୁ ନବ ଦାସକୁ ଗୋପାଳ ଦାସ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାରରେ ଆସି ମ-ଆରିଛନ୍ତି । ତେବେ ଗୋପାଳକୁ କୋଟି କୋଟି ମୋ ତରଫରୁ ନମସ୍କାର ଜଣାଉଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *