କଣ ହେବ ଏବେ Gopal Das ଙ୍କ ଭବିଷ୍ୟତ ? ସତ କହିଲେ ଗୋପାଳ ମଲା ! ମୁହଁ ଖୋଲିବେ ନା .. ତାଙ୍କୁ ବି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସତ କହିଲେ ଗୋପାଳ ଜୀବନ ପ୍ରତି ରହିଛି କି ବିପଦ ! ତେବେ ଏପରି କିଛି କଥାକୁ ନେଇ ରାଜନୀତି ସମୀକ୍ଷକଙ୍କର ଏପରି କିଛି ମନ୍ତବ୍ୟ ରହୁଛି । ତେବେ ନିକଟ ଅତୀତରେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ ଗୁ-ଳିମା-ଡ ପରେ ହତୟଆ କରାଯିବା କଥାକୁ ନେଇ ବହୁ ତନାଘନା ଚାଲିଛି । ତେବେ ଗୋପାଳ ଦାସକୁ ମଧ୍ୟ ଅଭିଯୁକ୍ତ ହିସାବରେ ପୋଲିସ କାବୁ କରି ଝାରସୁଗୁଡ଼ା ବନ୍ଦର ଥାନାରେ କଏଦ କରି ରଖିଛି ।

ତେବେ ସତରେ ମନ୍ତ୍ରୀ ନବ ଦାସ ମୃ-ତ୍ୟୁ ପଛରେ ଗୋପାଳର ହାତ ରହିଛି ନା ଅନ୍ୟ କେଉଁ ଷ-ଅଡ-ଯଅନ୍ତ୍ର ଦଳ ଗୋପାଳ ଦାସକୁ ସାମାନ୍ୟ ଏକ ମୋହରା ବନାଇ ସବୁ କିଛି ନିଜେ ଯୋଜନା କରିଛି । ତେବେ ଗୋପାଳକୁ ଥାନାରେ ଅଟକ ରଖି ସବୁ କିଛି ପଚରାଉଚରା କ୍ରା-ଇ-ମବ୍ରା-ଞ୍ଚ ଟିମ କରୁଛି । ତେବେ ଗୋପାଳ ଦାସ ଯଦି ସତରେ କିଛି ମନ୍ତ୍ରୀ ନବ ଦାସଙ୍କ ହତୟଆକୁ ନେଇ ଏପରି କିଛି ଗୁମର କଥା ଖୋଲିଦିଏ ।

ତେବେ ଗୋପାଳ ଜୀବନ ଆଗାମୀ ସମୟରେ ବିପଦରେ ଅଛି ବୋଲି ଅନେକଙ୍କ ମତ ରହୁଛି । ତେବେ ବହୁ ଚର୍ଚିତ ମମିତା ମେହେରଙ୍କ ହତୟଆ ପଛରେ ଯେପରି ଗୋବିନ୍ଦର ହାତ ରହିଥିଲା । ହେଲେ ଠିକ ବେଳକୁ ଗୋବିନ୍ଦର ଯେଉଁ ଅବସ୍ଥା ହୋଇଥିଲା । ସେପରି କିଛି ଅବସ୍ଥା ଆଗାମୀ ସମୟରେ ଗୋପାଳର ହେବ ବୋଲି ଅନେକ କହୁଛନ୍ତି ।

ତେବେ ଯଦି ମନ୍ତ୍ରୀ ନବ ଦାସଙ୍କୁ ଷ-ଅଡ-ଯଅନ୍ତ୍ର କରି ଯୋଜନା ରଚି ଗୋପାଳକୁ ମୋହରା ବନାଇ ଏପରି କିଛି କାରନାମା କରିଥାଏ । ତେବେ ଯଦି ଗୋପାଳ ସବୁ କିଛି ସତ କହିଦିଏ । ତେବେ ଗୋପାଳ ଜୀବନ ପ୍ରତି ବିପଦ ରହୁଛି ବୋଲି ଚର୍ଚା ଉଠୁଛି । ତେବେ ଗୋପାଳ ମୁହଁ ଖୋଲି କିଛି ଗୁମର ଖୋଲି କହିବା ଆଗରୁ ସବୁ ଦିନ ପାଇଁ ଗୋପାଳକୁ ନୀରବ କରି ଆଉ ଦିଆଯିବ ନାହିଁ ତ !

ତେବେ ମନ୍ତ୍ରୀ ନବ ଦାସ ମୃ-ତ୍ୟୁ ସହ ଲିଙ୍କ ଥିବା ସମସ୍ତ ପ୍ରମାଣ ନଷ୍ଟ କରିଦେବା ପାଇଁ ମଧ୍ୟ ଚେଷ୍ଟା କରାଯାଉଛି । ତେବେ ଆଗାମୀ ସମୟରେ ମନ୍ତ୍ରୀ ନବ ଦାସ ମୃ-ତ୍ୟୁ ପଛରେ ଥିବା ରହସ୍ୟର ଉନ୍ମୋଚନ ହେଉଛି ନା ଏହା ସବୁଦିନ ପାଇଁ ଏକ ମିଷ୍ଟ୍ରି ହୋଇ ରହିଯିବ ତାହା କହିବା ସ୍ପଷ୍ଠ ହୋଇପାରୁନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *