Mee Puch Puch ଙ୍କ ବିବାହରେ ଯୋଗ ଦେଲେ ଅଭିନେତ୍ରୀ Kirti Mohanty, କହିଲେ ‘‘ମୁଁ ଗୋଟେ ଏମିତି ଶାଶୁ କି ମୁଁ ମୋ ଆଜି ବୋହୂର ବାହାଘର ଦେଖୁଛି…’

ଫ୍ରେଣ୍ଡ୍ସ ଆପଣ ମାନେ ତ ଅଭିନେତ୍ରୀ ତଥା କମେଡିଆନ ମୀ ପୁଚ ପୁଚ ଙ୍କୁ ତ ନିଶ୍ଚୟ ଭାବରେ ଜାଣିଥିବେ । ସେ ନିଜ କାମେଡି ମାଧ୍ୟମରେ ଓଡିଶାର ଘରେ ଘରେ ପରିଚିତ । ତାଙ୍କ ମୀ ପୁଚ ପୁଚ ନାମରେ ସବୁଥି ପରିଚିତ । ହେଲେ ଆପଣ ମାନଙ୍କ ମଧ୍ୟରୁ ବହୁତ କମ ଲୋକ ହିଁ ତାଙ୍କ ଅସଲି ନାମ ଜାଣିଥିବେ । ତାଙ୍କ ରିଅଲ ନେମ ହେଉଛି ଇତିକା । ବର୍ତ୍ତମାନ ଇତିକାଙ୍କର ବିବାହ ସରି ଯାଇଛି । ତେବେ ତାଙ୍କ ବିବାହରେ ଯୋଗ ଦେଇଛନ୍ତି ତାଙ୍କ ରିଲ ଲାଇଫ ଶାଶୁ କୀର୍ତ୍ତି ମହାନ୍ତି ।

ସେ କହିଛନ୍ତି କି ମୁଁ ଏମିତି ଏକ ଶାଶୁ ଯେ ମୋ ବୋହୁର ଆଜି ବାହାଘର ମୁଁ ଦେଖିବାକୁ ଆସିଛି । ଆଜ୍ଞା ହଁ ଓଡିଆ ସିରିଏଲ କଳାକାର କୀର୍ତ୍ତି କିଛି ଏମିତି ରୋମାଞ୍ଚକକର ମନ୍ତବ୍ୟ ଦେଇଛନ୍ତି ଯାହା ଆମେ ଆପଣ ମାନଙ୍କୁ କହିଛୁ। ତେବେ ତରଙ୍ଗ ଟିଭିର ଏକ ପ୍ରୋଗ୍ରାମ ଯାହାର ନାମ ମୋ ବହୁ ହାତ ରନ୍ଧାରେ ଉଭୟ କୀର୍ତ୍ତି ଓ ଇତିକା ପ୍ରିୟଦର୍ଶିନୀ ନଜର ଆସିଥିଲେ । ଯେଉଁଠାରେ କି ଏକ ରୋଷେଇ କାର୍ଯ୍ୟକ୍ରମରେ ଅଭିନେତ୍ରୀ କୀର୍ତ୍ତି ସାଜିଥିଲେ ଶାଶୁ ।

ଅପର ପକ୍ଷରେ ଇତିକା ବା ସମସ୍ତଙ୍କର ମି ପୁଚ୍ ପୁଚ୍ ବୋହୁ ସାଜି ଅନେକ ଦର୍ଶକଙ୍କ ମନୋରଞ୍ଜନ କରାଇଥାନ୍ତି । ତେବେ ତରଙ୍ଗ ଟିଭିର ଏହି ରୋଷେଇ ପ୍ରୋଗ୍ରାମକୁ ମଧ୍ୟ ଓଡିଶା ଦର୍ଶକଙ୍କର ବହୁ ଲୋକପ୍ରିୟତା ମିଳିପାରିଥିଲା । ତେବେ ଗତ କାଲି ଘରେ ଘରେ ପରିଚିତ ମି ପୁଚ୍ ପୁଚ୍ ତଥା ଇତିକାଙ୍କର ବାହାଘର ହୋଇଛି ।

ତେବେ ବହୁ ଧୂମଧାମ ସହ ଇତିକାଙ୍କ ବାହାଘର କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ତେବେ ଏହି ବାହାଘରରେ ଇତିକାଙ୍କ ଘର ପରିବାର, ବନ୍ଧୁ ପରିଜନ ତଥା ସାଙ୍ଗସାଥି ମାନେ ଯୋଗଦାନ ଦେଇଥିଲେ । ତେବେ କେବଳ ଇତିକାଙ୍କ ଘର ପରିବାର କାହିଁକି ଓଡିଆ ସିନେ ତଥା ସିରିଏଲ ଜଗତର ଅନେକ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ କମେଡି କୁଇନ ଇତିକାଙ୍କ ବାହାଘର ଏପରି କିଛି କୀର୍ତ୍ତି ମହାପାତ୍ରଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ତେବେ ଅଭିନେତ୍ରୀ କୀର୍ତ୍ତିଙ୍କ କହିବା ଅନୁଯାଇ ମୋ ବୋହୁ ଯାହା ଘରକୁ ମଧ୍ୟ ବୋହୁ ହୋଇକି ଜୀବ । ସେ ଘର ହସଖୁସିରେ ନାଚି ଉଠିବ । କାରଣ ଯିଏ ସବୁବେଳେ ନିଜର କମେଡି ପ୍ରୟାସ ଦ୍ଵାରା ଅନ୍ୟର ମୁହଁରେ ହସ ଫୁଟାଇ ପାରିଥାଏ । ସେଭଳି ଝିଅ ଯାହା ଘରକୁ ଜୀବ ତାଙ୍କ ମାନଙ୍କୁ ନିଶ୍ଚୟ ଆପଣାର କରିନେବ । ତେବେ କୀର୍ତ୍ତି ମହାପାତ୍ରଙ୍କ କହିବା ଆଧାରରେ ଇତିକାଙ୍କ ଉପରେ ସବୁବେଳେ ମୋର ଆଶ୍ରୀବାଦ ରହିଛି ।

Leave a Reply

Your email address will not be published. Required fields are marked *