ଇଏ ବି ବିଧାୟକ ସିଏ ବି ବିଧାୟକ ! କିନ୍ତୁ 2 ଜଣଙ୍କ ମଧ୍ୟରେ ରହିଛି ଆକାଶ ପାତାଳ ଅନ୍ତର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଇଏ ବି ବିଧାୟକ ଓ ସିଏ ବି ବିଧାୟକ । ତେବେ ଉଭୟଙ୍କ ମଧ୍ୟରେ କିନ୍ତୁ ରହିଛି ଆକାଶ ପାତାଳର ଫରକ । ତେବେ ଗତ କିଛି ମାସ ପୂର୍ବେ ନିର୍ବାଚନରେ କାନ୍ଦି କାନ୍ଦି ଭୋଟ ମାଗିଥିଲେ ଉଭୟ ବର୍ଷା ଓ ସିଙ୍ଘ ବରିହା ଓ ସୂରଜ ସୂର୍ଯ୍ୟବଂଶୀ । ତେବେ ଗାଁ ଗାଁ ଓ ଘର ଘର ବୁଲି ଲୋକଙ୍କ ପାଖରେ ଅନୁକମ୍ପା ମାଗି ଭୋଟ ମାଗିଥିଲେ । ତେବେ ଜଣେ ବିଜେଡିର ପଦ୍ମପୁର ବିଧାୟିକା ହୋଇଥିଲେ । ଅପର ପକ୍ଷରେ ଅନ୍ୟ ଜଣେ ବିଜେପି ଦଳର ଧାମନଗର ବିଧାୟକ ହୋଇଥିଲେ ।

ତେବେ ହାତକୁ ପାୱାର ଆସିଗଲା ପରେ କିଏ କିପରି ଭାବରେ ପରିବର୍ତ୍ତନ ହୋଇ ଜୀବ ତାହା ଜଣଙ୍କର ଆଚରଣ ଓ ବ୍ୟବହାର ଦେଖିବା ପରେ ହିଁ ଜଣା ପଡିଥାଏ । ତେବେ ଯେଉଁ ବର୍ଷା ଦିନେ ଲୋକଙ୍କ ଘର ଘର ବୁଲି କାନ୍ଦିକି ଲୁହ ଝର ଝର ହୋଇ ଲୋକଙ୍କୁ ବିନତୀ କରି ଭୋଟ ମାଗିଥିଲା । ତାପରେ ଲୋକଙ୍କ ଭୋଟ ପାଇଁ ବିଜୟ ଲାଭ କରି ପଦ୍ମପୁରର ବିଧୟିକା ମଧ୍ୟ ହୋଇପାରିଥିଲା । ସେହି ବର୍ଷା ଏପରି ଭାବରେ ବଦଳିଗଲେ ଗଲେ ଯେ ଯେଉଁ ଲୋକଙ୍କ ଠାରୁ ଭୋଟ ଆଣି ଜିତିଥିଲେ ।

ସେହି ଲୋକଙ୍କ ନିଜର କଥା କହିବା ଶୈଳୀରେ ତାଶ୍ଚଲ୍ୟ କରୁ କହୁଛନ୍ତି । ତେବେ ଗତ କିଛି ଦିନ ତଳେ ପଦ୍ମପୁର ବ୍ଲକ ମହୁଲିପାଲି ଗ୍ରାମକୁ ବିଧୟିକା ବର୍ଷା ସିଙ୍ଘ ବାରିହା ଯାଇଥିଲେ । ସେତେବେଳେ ଗ୍ରାମର ଲୋକ ଯେତେବେଳେ ବିଧୟିକା ବର୍ଷାଙ୍କୁ ନିଜର ସମସ୍ଯା ଜଣାଇବା ପାଇଁ ଧାଇଁ ଆସିଥିଲେ । ସେହି ଲୋକ ମାନଙ୍କର ସମସ୍ଯା ନଶୁଣି ଓଲଟା ବର୍ଷା କହିଥିଲେ । ସରପଞ୍ଚକୁ ଭୋଟ ଦେଇଥିଲା କାହିଁକି ତାଙ୍କୁ ଯାଇ ନିଜର ସମସ୍ଯା ଜଣାଅ ।

ତେବେ ଅପର ପକ୍ଷରେ ବିଜେପିର ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ବିଧାୟକ ହେଲା ପରେ ନିଜର ନମ୍ର ସ୍ଵଭାବରେ କୌଣସି ମଧ୍ୟ ପରିବର୍ତ୍ତନ କରିନାହାନ୍ତି । ବିରୋଧୀ ଦଳ ହୋଇଥିବାରୁ ସରକାରଙ୍କୁ କୌଣସି ପାଇଁ କଟାକ୍ଷ କରି କହୁଥାନ୍ତି । ସତ କିନ୍ତୁ ଲୋକଙ୍କ ପାଇଁ ସେପରି ଭାବରେ ଭଲ ଓ ନମ୍ର ଆଜି ପର୍ଯ୍ୟନ୍ତ ମଧ୍ୟ ସେ ଅଛନ୍ତି ।

ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଏକ ବୈଠକ ଅନୁଷ୍ଟିତ ହେଉଥିବା ସମୟରେ ସେଠାରେ କୌଣସି କାରଣରୁ ଝଗଡା ଲାଗିବା କାରଣରୁ ବିଜେଡି ବିଧାୟକ ମାନେ ହୋହାଲା କରି ସେଠାରୁ ଚାଲି ଆସିଥିଲେ । ହେଲେ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ନମ୍ର ସହକାରେ ବସି ଲୋକଙ୍କ ସମସ୍ଯା ବିଷୟରେ ବୁଝିଥିଲେ । ତେବେ ଏହା ହେଉଛି ଉଭୟ ବିଧାୟକଙ୍କ ମଧ୍ୟରେ ଥିବା ଫରକ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *