ଗୋପାଳ ପୁଅ ହେବ ପୋଲିସ ଅଫିସର !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳ ପୁଅ ହେବ କି ପୋଲିସ ଅଫିସର ! ତେବେ ଅଭିଯୁକ୍ତ ବହିଷ୍କୃତ ASI ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତୟଆ କରିବା ପରେ ଏହି ଘଟଣା ଜନସାଧାରଣ ନିକଟ ଠାରୁ ଆରମ୍ଭ କରି ବଡ ବଡ ନେତା ଓ ମନ୍ତ୍ରୀଙ୍କ ପାଖରେ ଖୁବ ଜୋରସେ ଚର୍ଚା ଧରିବାରେ ଲାଗିଛି । ତେବେ ଚା’ ଖଟି ଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଏବେ ସବୁଆଡେ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଚର୍ଚା ହେବାରେ ଲାଗିଛି ।

ତେବେ ସେହି ଆଲୋଚନାଟି ହେଉଛି । ଗୋପାଳ ପରି ଆହୁରି ମଧ୍ୟ ପୋଲିସ ଅଫିସର ଦରକାର ପଡୁଛି । ତେବେ ଗୋପାଳ ପରି ୧୦, ୧୨ ଟି ନିହାତି ଭାବରେ ପୋଲିସ ଅଫିସର ଓଡିଶା ପ୍ରତି ଦରକାର ପଡୁଛି । ତେବେ ଏପରି ପୋଲିସ ଅଫିସର ଯଦି ବାହାରିବେ । ତେବେ କୌଣସି ନେତା ମନ୍ତ୍ରୀ କିମ୍ବା ଯେତେ ବଡ ଯିଏ ପଦବୀରେ ଅଧିଷ୍ଟିତ ରହିଥାନ୍ତୁ ।

ହେଲେ କୌଣସି ପ୍ରକାର ଅନ୍ୟାୟ କାର୍ଯ୍ୟ ଯେପରି କରିବାକୁ ସାହସ କରିବା ପାଇଁ ଆଗେଇବେ ନାହିଁ । ତେବେ ଗୋପାଳ ଦାସ ପରି ପୋଲିସ କର୍ମଚାରୀ ଯଦି ଏତେ ବଡ ଟାଣୁଆ ତଥା ପ୍ରଭାବସାଳୀ ନେତାଙ୍କୁ ଯଦି ଗୋପାଳ ମାରିବା ପାଇଁ ସାହସ କରିପାରୁଛି । ତେବେ ଏଠାରେ ଗୋପାଳର ସାହସକୁ ମାନିବାକୁ ପଡିବ ବୋଲି ଆମେ କହୁନାହୁଁ । ବଂର ସବୁ ଲୋକ ମୁଖରେ ଏବେ ଖାଲି ଗୋପାଳ ଦାସର ପ୍ରଶଂଷା ।

ତେବେ ସାଧାରଣ ଲୋକଙ୍କ କହିବ ଅନୁସାରେ ରାଜ୍ୟରେ ଚୋର, ଖଣ୍ଟ ଠାରୁ ଆରମ୍ଭ କରି ବଡ ବଡ ନେତା ମନ୍ତ୍ରୀ ମାନଙ୍କର କୌଣସି ପ୍ରକାର ବେଆଇନ କାମ କରିବା ପାଇଁ ଶହେ ଥର ଭାବିବେ । ତେବେ ଗୋପାଳ ପରି ଏପରି ଯଦି ଗୋଟେ ଗୋଟେ ପୋଲିସ ଅଫିସର ବାହାରିବେ । ତେବେ ଲୋକ ଭୁଲ କରିବା ଆଗରୁ ଶହେ ଥର ଭାବିବେ ।

ନହେଲେ ତାଙ୍କ ଜୀବନ ମଧ୍ୟ ତାଙ୍କ ପାଇଁ ପିତା ହୋଇଯିବ । ତେବେ ଗୋପାଳ ଦାସର ନିଜ ପୁଅ ଆଗାମୀ ସମୟରେ ପୋଲିସ ହୋଇ ବାହାରିବ କି ତାହାକୁ ନେଇ ଚର୍ଚା ସରଗରମ ହେବାରେ ଲାଗିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *