Gopal ଙ୍କ ଓକିଲ ସାଙ୍ଗ କହିଲେ ‘ଶାନ୍ତ, ସରଳ ଲୋକ ଏମିତି କାଣ୍ଡ କେମିତି କଲା, ମୁଁ ବି ଆବକ ହେଇଗଲି, କାରଣ ସେ ଜଣେ ଏତେ ଭଲ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ASI ଗୋପାଳ ଦାସ ସ୍ଵାସ୍ଥ ମନ୍ତ୍ରୀଙ୍କୁ guli ମାରିଥିବା ଅଭିଯୋଗରେ ଏକ ଅଭିଯୁକ୍ତ ହିସାବରେ ତାଙ୍କୁ ପୋଲିସଙ୍କ ଅଧୀନରେ ରଖି ପଚରା ଉଚରା କରି ତଦନ୍ତ ଆରମ୍ଭ କରାଯାଇଛି । ତେବେ ଗୋପାଳ ଦାସଙ୍କ ସାଙ୍ଗଙ୍କର କହିବା ଅନୁଯାଇ ଗୋପାଳ ଜଣେ ଶାନ୍ତ ଶିଷ୍ଠ ଓ ଜଣେ ବହୁତ ନିରୀହ କିସମର ପିଲାଟିଏ ଅଟେ । ତେବେ ଏଭଳି ଭାବରେ ଆମର ସାଙ୍ଗ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ guli mada କରିଛି  ବୋଲି ଯେତେବେଳେ ତାଙ୍କ ସାଙ୍ଗ ମାନେ ଖବର ପାଇଥିଲେ ।

ତାହା ସେମାନେ ଜମାରୁ ମଧ୍ୟ ବିଶ୍ବାସ କରିପାରିନଥିଲେ । ତେବେ ଗୋପାଳ ଦାସଙ୍କ ସାଙ୍ଗଙ୍କ କହିବା ଅନୁଯାଇ ଗୋପାଳ ଯେତେବେଳେ ନୂଆ କରି ASI ପୋଷ୍ଟରେ ଯଏନ କରିଥିଲେ । ସେତେବେଳେ ତାଙ୍କ ସହିତ ଗୋପାଳଙ୍କର ଦେଖା ହୋଇଥିଲା । ତେବେ ଗୋପାଳ ମଧ୍ୟ ତାଙ୍କ ସହିତ ବହୁତ ଭାବରେ କଥାବାର୍ତ୍ତା ହେଉଥିଲେ । ତେବେ ଗୋପାଳଙ୍କର ମାନସିକ ସ୍ଥିତି ବିଷୟରେ ମଧ୍ୟ ଗୋପାଳଙ୍କ ସାଙ୍ଗ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ତେବେ ଗୋପାଳଙ୍କ ସାଙ୍ଗଙ୍କ କହିବା ଅନୁଯାଇ ଗୋପାଳଙ୍କ ଆଗରୁ ସେପରି କିଛି ମାନସିକ ସ୍ଥିତି ଖରାପ ନଥିଲା । ସେ ସଂପୂର୍ଣ୍ଣ ଭଲ ତଥା ସୁସ୍ଥ ମଣିଷଟିଏ ଥିଲେ । ତେବେ ଅନେକ ଦିନ ହେବ ଗୋପାଳଙ୍କ ସହିତ ତାଙ୍କର ସାକ୍ଷାତ ହୋଇପାରିନହିଁ । ତେବେ ହୁଏତ ଏହି ସମୟରେ ତାଙ୍କର ମାନସିକ ସ୍ଥିତି ବିଗିଡି ଯାଇଥାଇପରେ ତାହା ଠିକ ଭାବରେ ଗୋପାଳଙ୍କ ସାଙ୍ଗ ସ୍ପଷ୍ଠ କରିପାରୁନାହାନ୍ତି । ତେବେ ଏହା ମଧ୍ୟ ଗୋପାଳଙ୍କ ସାଙ୍ଗ କହିଛନ୍ତି ।

ଯେ ମନୁଷ୍ୟ ପରିସ୍ଥିତି ଅନୁଯାଇ କିଛି ମଧ୍ୟ ହୋଇଯାଇପାରେ । ତେବେ ଜଣେ ମାନସିକ ରୋଗୀ କେବଳ ମନ୍ତ୍ରୀଙ୍କୁ ଟାର୍ଗେଟ କରି guli ଚାଳନା କରିବ ଏହା କେତେ ଦୂର ଠିକ ବୋଲି ଗୋପାଳଙ୍କ ସାଙ୍ଗଙ୍କୁ ପଚରା ଯାଇଥିଲା । ତେବେ ସେ କହିଥିଲେ ଯଦି ଜଣେ ବ୍ୟକ୍ତି ମାନସିକ ସ୍ଥିତି ମଧ୍ୟ ଅସନ୍ତୁଳନ ରହିଥାଏ । ତେବେ ତା’ ର ଯଦି ନିର୍ଦ୍ଧିଷ୍ଠ କେହି ଶତ୍ରୁ ରହିଥାନ୍ତି । ତେବେ ମଧ୍ୟ ସେ ଟାର୍ଗେଟ ରଖି ରଖି ତାଙ୍କୁ ଆକ୍ର-ଅମଣ କରିବାକୁ ହୁଏତ ଚେଷ୍ଟା କରିପାରେ ।

ତେବେ ଗୋପାଳ ଦାସଙ୍କ ସାଙ୍ଗଙ୍କ କହିବା ଆଧାରରେ ମନ୍ତ୍ରୀ ନବ ଦାସଙ୍କ ହତୟଆ ପଛରେ ରହିଥିବା ଅସଲ କାରଣଟି କିନ୍ତୁ ସଠିକ ତଦନ୍ତ ପରେ ହିଁ ଜଣାପଡିବ । କାରଣ ବିନା ତଦନ୍ତରେ ସଠିକ ତଥ୍ୟ ଠିକ ଭାବରେ ସାମ୍ନାକୁ ଆସିପାରିବ ନାହିଁ । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *