ଗୋମାତାଙ୍କୁ ଆଉଁଷି ଥରେ କହି ଦିଅନ୍ତୁ ଏହି ଏକ ବିଶେଷ ମନ୍ତ୍ର ! ମନବାଞ୍ଛା ଶୀଘ୍ର ପୂରଣ ହେବ !

ବନ୍ଧୁଗଣ ଗାଈକୁ ହିନ୍ଦୁ ଧର୍ମରେ ଗୋମାତା ବୋଲି କୁହାଯାଇଥାଏ । ସେଥିପାଇଁ ହିନ୍ଦୁ ଧର୍ମରେ ଗାଈ ମାନଙ୍କୁ ମାତାର ସ୍ଥାନ ଦିଆଯାଇଛି । ତେଣୁ ଘର ପାଖକୁ ଗାଈ ଆସିବାକୁ ବହୁତ ଶୁଭ ମାନାଯାଇଥାଏ । ତେଣୁ ଯେଉଁ ବ୍ୟକ୍ତି ଗାଈକୁ ପ୍ରତ୍ଯେକ ଦିନ କିଛି ରୁଟି ଖାଇବାକୁ ଦେଇଥାନ୍ତି । ସେହି ବ୍ୟକ୍ତିର କାର୍ଯ୍ୟର କୌଣସି ବିଘ୍ନ ଆସିନଥାଏ । ଏଥିସହ ଗୋମାତାଙ୍କ ଆଶ୍ରୀବାଦ ମଧ୍ୟ ସେହି ବ୍ୟକ୍ତି ଓ ତା’ ର ପରିବାର ଉପରେ ରହିଥାଏ ।

ଯଦି ଗାଈକୁ କୌଣସି ବ୍ୟକ୍ତି ପ୍ରତ୍ଯେକ ଦିନ କିଛି ନା କିଛି ଖାଦ୍ୟ ଖାଇବାକୁ ଦେଇଥାଏ । ଏଥିସହ ଗାଈ ଉପରେ ହାତ ଦ୍ଵାରା ତା’ ର ପିଠିକୁ ଆଉଁଶି ଦେଇଥାଏ । ଏଥିଦ୍ବାରା ସେହି ମନୁଷ୍ୟ ପାଖକୁ ବଡ ବଡ ବେମାରୀ ମଧ୍ୟ ପାଖ ମାଡି ପାରିନଥାଏ । ଏହାଛଡା ଗାଈକୁ ଖାଇବାକୁ ଦେବା ସହ ତାକୁ ଆଉଁଶି ଦେବା ଦ୍ଵାରା ବହୁତ ଶୁଭ ଫଳ ମିଳିଥାଏ । ଏହା କରିବା ପାଇଁ କୌଣସି ଏକ ନିର୍ଦ୍ଧିଷ୍ଠ ସମୟ ନଥାଏ ।

ଯେଉଁ ସମୟରେ ମଧ୍ୟ ଘର ନିକଟକୁ କୌଣସି ଗାଈ, ବାଛୁରୀ ଆସିଥାଏ । ଆପଣ ତାହାକୁ ଘର ମୁହଁରୁ ନଫେରାଇ କିଛି ନା କିଛି ଖାଦ୍ୟର ଯୋଗାଡ କରି ତାହାକୁ ଅବଶ୍ୟ ଖାଇବାକୁ ଦିଅନ୍ତୁ । ବ୍ୟକ୍ତି ନିଜର ଡାହାଣ ହାତରେ ହିଁ ଗାଈ ଅର୍ଥାତ ଗୋମତାକୁ ଖୁଆଇଦେବା ଉଚିତ । କାରଣ ଗୋମାତାଙ୍କ ଶରୀରରେ ତେତିଶ କୋଟି ଦେବାଦେବୀଙ୍କର ବାସ ହୋଇଥାଏ । କେବେବି କୌଣସି ବ୍ୟକ୍ତି କୌଣସି ମଧ୍ୟ ଗାଈ ପ୍ରତି ନିଷ୍ଠୁର ହୋଇବା ଉଚିତ ନୁହେଁ ।

ସର୍ବଦା ଗାଈ ମାନଙ୍କ ପ୍ରତି ମନରେ ଦୟା ଭାବ ଓ ଆଦର ରଖିବା ଉଚିତ । ଯାହା ଦ୍ଵାରା ବ୍ୟକ୍ତିର ଅନେକ ମନୋସ୍କାମନା ମଧ୍ୟ ପୂରଣ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି କଥା କହିବା ପାଇଁ ଯାଉଛୁ । ଯଦି କୌଣସି ବ୍ୟକ୍ତି ଗାଈ ଉପରେ ହାତ ରଖି ଏହି ମନ୍ତ୍ରର ଉଚ୍ଚାରଣ କରିବେ । ତେବେ ତାହା ଅନେକ ପୂଣ୍ୟକର୍ମର ଫଳ ହୋଇଥାଏ ।

ତେବେ ସେହି ବିଶେଷ ମନ୍ତ୍ରଟି ହେଉଛି ଧେନୁ ତ୍ବଂ କାମଧେନୁ, ସର୍ବ ପାପ ନିବାରିଣୀ ମୋକ୍ଷ ଫଳ ପ୍ରଦାୟନୀ, ଚ ମାତ୍ର ଦେବି ନମୋସ୍ତୁତେ । ତେବେ କୌଣସି ଗାଈକୁ ଖାଇବାକୁ ଦେଇ ତାହାକୁ ଏହି ମନ୍ତ୍ର 7 ଥର କରି ଗାଈକୁ ହାତ ଦ୍ଵାରା ଆଉଁଶି ଦେବେ । ଏହା କରିବା ଦ୍ଵାରା ବ୍ୟକ୍ତିର ମନଇଚ୍ଛା ପୂରଣ ହୋଇଥାଏ । କାରଣ ଏହା କରିବା ଦ୍ଵାରା ସବୁ ଗାଈ ଆପଣଙ୍କ ପାଇଁ କାମଧେନୁ ଗାଈ ବନିପାରିବେ ।

ଏହି ଉପାୟକୁ ଆପଣ 40 ଦିନ ପର୍ଯ୍ୟନ୍ତ କରନ୍ତୁ ଏହା ଫଳଦାୟୀ ହୋଇଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ବନ୍ଧୁଗଣ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *