କୁକୁରକୁ କଷ୍ଟ ଦେଉଥିଲା ମଣିଷ, ତାକୁ ଆସି ବଞ୍ଚାଇ ଦେଲେ ଗୋମାତା, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି କଥା ତ ନିଶ୍ଚୟ ଶୁଣିଥିବେ, ଆପଣ ଯେମିତି କର୍ମ କରିବେ ସେହି ଅନୁସାରେ ଆପଣଙ୍କୁ ଫଳ ମିଳିବ । ଏହି କଥାର ଏକ ଉଦାହରଣ ବହୁତ ଦିନ ପରେ ଏବେ ସାମ୍ନାକୁ ଆସିଛି । କର୍ମ ଅନୁସାରେ ଫଳ ମିଳିବାର ଦୃଶ୍ୟ ସାଧାରଣତଃ ଆମେ ଫିଲ୍ମରେ ଦେଖିଥାଉ ହେଲେ ବାସ୍ତବ ଜୀବନରେ ଏହା ସମସ୍ତଙ୍କ ସହ ହୋଇଥାଏ ଅର୍ଥାତ ଯିଏ ଭଲ କାମ କରିବେ ତାକୁ ଭଲ ଫଳ ମିଳେ ଓ ଯିଏ ଖରାପ କାମ କରେ ତାକୁ ଖରାପ ଫଳ ମିଳେ ।

ତେବେ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଏହି ଭିଡିଓ ଦେଖିଲେ ଆପଣଙ୍କ ହୋ-ସ ଉ-ଡି-ଯିବ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭା-ଇ-ରା-ଲ ହେଉଥିବା ଭିଡିଓରେ ମୂର୍ଖ ବ୍ୟକ୍ତି ଗୋଟେ କୁ-କୁ-ର ଉପରେ ଅ-ତ୍ୟା-ଚା-ର କରୁଛି କୁ-କୁ-ରକୁ ଯ-ନ୍ତ୍ର-ଣା ଦେବା ଫଳରେ କୁ-କ-ର-ଟି ଚି-ତ୍କା-ର କରୁଛି ।

ହେଲେ ସେହି ସମୟରେ ଏକ ଗାଈ ଆସି ବ୍ୟକ୍ତିକୁ ସ-ବ-କ ଶିଖାଉଛି । ବନ୍ଧୁଗଣ ଗାଈଟି ଆସି ବ୍ୟକ୍ତିକୁ ଗୋଟେ ଭଲ ରକମ ଭୁ-ସା ମା-ରୁ-ଛି ଯାହାଫଳରେ ବ୍ୟକ୍ତି ତଳେ ପ-ଡି-ଯାଉଛି । ବନ୍ଧୁଗଣ ବ୍ୟକ୍ତିଟି ଅମଣିଷ ଭାବେ କୁକୁର ସହ ଯାହା କରୁଛି ତାହା ଦେଖିଲେ ଆପଣଙ୍କ ମୁଣ୍ଡରେ ରା-ଗ ଆସିଯିବ । ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି ହେଲେ ଏମିତି ଲୋକ ବହୁତ କମ ଅଛନ୍ତି କାରଣ ଏଭଳି ଲୋକ କୌଣସି ସ୍ଥାନରେ ରହିପାରନ୍ତି ନାହିଁ ।

ବ୍ୟକ୍ତିକୁ ଗାଈ ତା କର୍ମର ଫଳ ଦେଇଛି ଯାହା ଆପଣ ମାନେ ଭିଡିଓରେ ଦେଖିପାରିବେ। ଅନ୍ୟ ପକ୍ଷରେ ଘଟଣା ସ୍ଥଳରେ ଥିବା ଲୋକମାନଙ୍କ ମଧ୍ୟରେ ବି ମାନବିକତା ନାହିଁ । ହେଲେ ଗୋଟେ ପଶୁ ଅନ୍ୟ ପଶୁର କଷ୍ଟକୁ ବୁଝି ତାକୁ ବଞ୍ଚାଇବାକୁ ଆସିଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *