କେଉଁ ଜୀବ ତାର ଛୁଆକୁ ଦେଖିବା ମାତ୍ରେ ମରି ଯାଇଥାଏ ? ଏହା ସହ ଆହୁରି 10+ GK Questions

ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା । ଯାହା ଦ୍ଵାରା ଆପଣ ଏହାକୁ ଯାଣି ଅନ୍ୟ ସହ ଆଲୋଚନା କରି ତାଙ୍କୁ ମଧ୍ୟ ଜ୍ଞାନ ବାଣ୍ଟି ପାରିବେ । ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିଙ୍କ ପାଖରେ ଯେତେ ମଧ୍ୟ କୌଶଳ ବିଦ୍ୟା ରହିଥାଉ ।

ସେହି ବ୍ୟକ୍ତି ବିଶେଷକୁ ଜେନରାଲ ନଲେଜ ବା ସାଧାରଣ ଜ୍ଞାନର ମଧ୍ୟ ଆବଶ୍ୟକତା ରହିଥାଏ । କାରଣ ସାଧାରଣ ଜ୍ଞାନ ଜାଣିବା ଦ୍ଵାରା ଏହା ନୀତି ଦିନିଆ ଜୀବନ ଠାରୁ ଆରମ୍ଭ କରି ଚାକିରି କରିବା ସମୟରେ ମଧ୍ୟ ଦରକାରୀ ହୋଇଥାଏ । ତେବେ ଚାଲନ୍ତୁ କିଛି ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିବା । ଏହି ସବୁ ଜ୍ଞାନ ପୂର୍ବକ ସାଧାରଣ ଜ୍ଞାନ ପ୍ରଶ୍ନ ଛାତ୍ର ଛାତ୍ରୀ ମାନଙ୍କ କାମରେ ନିଶ୍ଚୟ ଆସିବ । ଏହାକୁ ଅଧ୍ୟୟନ କରି ପାରିଲେ ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ନିଶ୍ଚୟ କୃତକାର୍ଯ୍ୟ ହେବେ ।

1- ଗୋଟିଏ ଓଡିଆ ଶବ୍ଦ କୁହନ୍ତୁ ଯେଉଁଥି ରେ ସମସ୍ତ ଓଡିଆ ଅକ୍ଷର ଥିବ ?

ଉତ୍ତର- ବର୍ଣ୍ଣମାଳା ।

2- କେଉଁ ଜୀବ ତାର ନାକ ଦ୍ଵାରା ସବୁ କାମ କରିଥାଏ ?

ଉତ୍ତର- ହାତୀ ।

3- କେଉଁ ଫଳ ଉପରେ ପତ୍ର ଥାଏ ?

ଉତ୍ତର- ସପୁରି ।

4- ତାହା କଣ ଯାହା ଦେଲେ ବଢିଥାଏ ?

ଉତ୍ତର- ଜ୍ଞାନ ।

5- ହାତ ନାହିଁ ଗୋଡ ନାହିଁ କିନ୍ତୁ ସେ ସବୁଆଡେ ବୁଲିପାରେ । ତାହା କଣ ?

ଉତ୍ତର- ଖବରକାଗଜ ।

6- କେଉଁ ହାଣ୍ଡି ରେ ଭାତ ହୁଏ ନାହିଁ ?

ଉତ୍ତର- କଳାହାଣ୍ଡି ।

7- କେଉଁ ଜୀବ ଦିନ ରାତି ସୁଏ ନାହିଁ ?

ଉତ୍ତର- ମାଛ ।

8- ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନ ରାତି ଛିଡା ହୋଇଥାଏ ?

ଉତ୍ତର- ନଡିଆ ଗଛ ।

9- ରାତି ରେ ଅଛି କିନ୍ତୁ ଦିନରେ ନାହିଁ । ତାହା କଣ ?

ଉତ୍ତର- ଅନ୍ଧାର ।

10- କେଉଁ ଜୀବ ତାର ଛୁଆକୁ ଦେଖିବା ମାତ୍ରେ ମରି ଯାଇଥାଏ ?

ଉତ୍ତର- ପ୍ରଜାପତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *