ସାମ୍ନାକୁ ଆସିଲା ଭୟଙ୍କର ସତ, Girl’s Hostel ରେ ଥିଲା ସିକ୍ରେଟ ରୁମ, ଏହି ସିକ୍ରେଟ ରୁମ ର ରାଜ ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ପ୍ରାୟ ୧୧ ଦିନ ହେବ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନ୍‌ସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନି-ଖୋ-ଜ ଥିବା ବେଳେ ତାଙ୍କ ପତ୍ତା ପାଇପାରୁନି ପୁଲିସ୍‌ ।  ମମିତାଙ୍କ ନି-ଖୋ-ଜ ମିଷ୍ଟ୍ରିକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌କୁ ଗତକାଲିଠୁ ସିଲ୍‌ କରିଛି କଳାହାଣ୍ଡି ପୁଲିସ୍‌ । ଉକ୍ତ ଷ୍ଟାଡିୟମ ଭିତରୁ ମମିତାଙ୍କ ନି-ଖୋ-ଜ ସମ୍ପର୍କୀତ କିଛି ଗୁଢ଼ ରହସ୍ୟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ଗତକାଲି ରାତିରୁ ଷ୍ଟାଡିଅମକୁ ସି-ଲ୍‌ କରାଯାଇଥିବା ବେଳେ ଆଜି ସକାଳେ  ସେଠାରେ ସାଇଣ୍ଟିଫିକ୍‌ ଟିମ୍‌,  ବରିଷ୍ଠ ପୁଲିସ୍‌ ଅଧିକାରୀ, ମାଜିଷ୍ଟ୍ରେଟ  ପହଞ୍ଚି ସାରିଛନ୍ତି । ସମ୍ପୂର୍ଣ୍ଣ ଷ୍ଟାଡିଅମକୁ  ଗୋଟିଏ ପ୍ଲାଟୁନ ଫୋର୍ସ ଜଗି ରହିଥିବା ବେଳେ ଭିତରକୁ କାହାକୁ ଛଡ଼ା ଯାଉନି  । ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀ ଯା-ଞ୍ଚ କରୁଥିବା ବେଳେ ଜେସିବି  ମେଶିନ ସାହାଯ୍ୟରେ ବେଳେ ଖୋ-ଳା-ଖୋ-ଳି  ଆରମ୍ଭ ହୋଇଛି ।

ମମିତାଙ୍କ ଜଣେ ସମ୍ପର୍କୀୟଙ୍କ ଉପସ୍ଥିତିରେ ପୁଲିସ୍‌ ଖୋ-ଳା-ଖୋ-ଳି କାମ ଆରମ୍ଭ କରିଛି । ନି-ଖୋ-ଜ ମମିତା ଙ୍କୁ ହ-ତ୍ୟା କରି ଏଠାରେ ପୋ-ତା-ଯାଇଥିବା ସ-ନ୍ଦେ-ହ-ରେ ପୁଲିସ୍‌ ଖୋ-ଳା-ଖୋ-ଳି ଆରମ୍ଭ କରିଛି । ଅପରପକ୍ଷେ, ଏହି ଘ-ଟ-ଣା-ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସନ୍‌ସାଇନ ପବ୍ଲିକ୍ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ପୁଲିସ୍‌ ୪ ଦିନ ଅ-ଟ-କ ରଖିଥିବା ବେଳେ ଗତ ରାତିରେ ଟିଟିଲାଗଡ଼ ପୁଲିସ୍ ହେପାଜତରୁ ସେ ଚ-ମ୍ପ-ଟ ମା-ରି-ଛ-ନ୍ତି ।

ଗୋବିନ୍ଦ ସାହୁ ଫେ-ରା-ର ହେବା ପରେ ତାଙ୍କୁ ଧରିବାକୁ କଳାହାଣ୍ଡି, ବଲାଙ୍ଗିର ପୁଲିସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚ-ଢ଼ା-ଉ କରାଯାଉଛି । ଏହି ଘଟଣାର ତ-ଦ-ନ୍ତ-କୁ ଜୋରଦାର କରିଥିବା ପୁଲିସ୍‌ ସ୍କୁଲର ଜଣେ କର୍ମଚାରୀଙ୍କୁ ଉଠାଇ ନେଇଛି । ସିନ୍ଧେକେଲାର ଜଣେ ଯୁବକଙ୍କୁ  ଉଠାଇ ୨ ଦିନ ପଚରାଉଚରା ପରେ ଛାଡ଼ି ଦେଇଛନ୍ତି ପୁଲିସ୍‌ ।   ଜଣେ ଯୁବତୀଙ୍କୁ ପୁଲିସ୍‌ ପଚରାଉଚରା କରୁଥିବା ବେଳେ ସେ ତ-ଦ-ନ୍ତ-ରେ ସହଯୋଗ କରୁଥିବା ଜଣାଯାଇଛି ।

ଏହା ବାଦ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ଗୋବିନ୍ଦ ସାହୁଙ୍କ ସହ ସମ୍ପର୍କ ଅ-ଭି-ଯୋ-ଗ-ରେ ପଚରା ଉଚରା କରୁଛି ପୁଲିସ୍‌ । ତେବେ ଗୋବିନ୍ଦ ସାହୁ ଙ୍କ ସେହି ଘରୋଇ କଲେଜ ଭିତରେ ଏକ ଗାର୍ଲସ ସିକ୍ରେଟ ରୁମ ମଧ୍ୟ ରହିଛି ଯାହାକୁ ବରିଷ୍ଠ ପୋଲିସ ଅଧିକାରୀ ଙ୍କ ସୂଚନା ରୁ ମିଳିଛି । ଏହା ସହ ଏହି କଲେଜ କୁ ସରକାର ତରଫରୁ ଲାଇବ୍ରେରୀ ହଲ ପାଇଁ ଦୁଇ ଲକ୍ଷ ଟଙ୍କା, ରିଡିଙ୍ଗ ରୁମ ପାଇଁ ଚାରି ଲକ୍ଷ ଟଙ୍କା, କ୍ଳାସ ରୁମ ପାଇଁ ଦୁଇ ଲକ୍ଷ ଚାଳିଶ ହଜାର ଟଙ୍କା,କମ୍ୟୁନିଟି ହଲ ପାଇଁ ଦୁଇ ଲକ୍ଷ ତେୟାଅଶୀ ଟଙ୍କା ଏବଂ ଗାର୍ଲସ କମନ ରୁମ ପାଇଁ ପାଞ୍ଚ ଲକ୍ଷ ଟଙ୍କା ।

ତେବେ ଏହା ସହ ଜଣା ପଡ଼ିଛି କି ଗୋବିନ୍ଦ ଙ୍କ ର ସରକାରୀ ଯୋଜନା ରେ ମଧ୍ୟ କିଛି ସହଯୋଗ ରହିଛି ଏବଂ ଏହି କଲେଜ ରେ ଏକ ସିକ୍ରେଟ ରୁମ ରହିଛି ଯାହା କି ବନ୍ଦ ଅଛି ଯେଉଁଠି ଏସି ବେଡ଼ ସବୁ ଆରାମ ଜିନିଷ ଅଛି । ତେବେ କଲେଜ ରେ ଏକ ବେସ୍ ମେଣ୍ଟ ଅଛି ଯାହାକି ସମ୍ପୂର୍ଣ୍ଣ ଭାବରେ ଅସଜଡା ହୋଇ ପଡିଛି ଯାହାକୁ ସି-କ୍ରେ-ଟ ରୁମ କୁହାଯିବ ନାହିଁ ।
ତେବେ ବିଦ୍ୟା ର ମନ୍ଦିର ରେ ଏଭଳି କାର୍ଯ୍ୟ କିପରି କରି ପାରିଥିଲେ ଏହା ସମସ୍ତ ଙ୍କ ପ୍ରଶ୍ନ । ତେବେ ମମିତା ଙ୍କୁ ଶୀଘ୍ର ନ୍ୟାୟ ମିଳୁ ବୋଲି ସମସ୍ତଙ୍କ ଆଶା ।

Leave a Reply

Your email address will not be published. Required fields are marked *