11 ଦିନ ହେବ ନିଖୋଜ ଥିଲେ ଶିକ୍ଷୟିତ୍ରୀ, ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ରେ ଗଳିତ ମୃତଦେହ ମିଳିବା ପରେ ଦେଖନ୍ତୁ କଣ କହୁଛନ୍ତି Mamita ଙ୍କ ବାପା, ଦେଖନ୍ତୁ Video

ନମସ୍କାର ତେବେ ବର୍ତ୍ତମାନ ର ବଡ଼ ଖବର ବିଷୟ ରେ ଜାଣିଥିବେ କଳାହାଣ୍ଡି ରେ ଜଣେ ଶିକ୍ଷୟତ୍ରୀ ଙ୍କ ମୃ-ତ୍ୟୁ ର ଖବର ଖୁବ ଚର୍ଚ୍ଚା ରେ ରହିଛି । ତେବେ କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ରୁ ଆଜି ସକାଳେ ଖୋ-ଳା-ଖୋ-ଳି ଆରମ୍ଭ  ହୋଇଥିବା ବେଳେ ମାତ୍ର ୩ ଘଣ୍ଟା ପରେ ଉଦ୍ଧାର ହେଲା ଏକ ଦ-ଗ୍ଧ ମୃ-ତ-ଦେ-ହ । ମୃ-ତ-ଦେ-ହ-ଟି ନ-ଷ୍ଟ ହୋଇ ଯାଇଥିବା ବେଳେ ଏହା କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ ।

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ଗତ ୧୧ ଦିନ ହେବ ନି-ଖୋ-ଜ ଥିବା ବେଳେ ଏହି ଘ-ଟ-ଣା-ର ତ-ଦ-ନ୍ତ କରିବାକୁ ଯାଇ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ରେ ଆଜି ସକାଳେ ଜେସିବି ସାହାଯ୍ୟରେ ଖୋ-ଳା-ଖୋ-ଳି ଆରମ୍ଭ ହୋଇଥିଲା । ଘଟଣାର ମାତ୍ର ୩ ଘଣ୍ଟା ପରେ ଜେସିବି ଖୋଳୁ ଖୋଳୁ ମାତ୍ର ୮-୧୦ ଫୁଟ ତଳୁ ଏକ ପୋ-ଡ଼ି ଯାଇଥିବା ମୃ-ତ-ଦେ-ହ ଉ-ଦ୍ଧା-ର ହୋଇଛି ।

ମୃ-ତ-ଦେ-ହ-ଟି ପୋ-ଡ଼ି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇ ପଡ଼ିଛି । ଉକ୍ତ ସ୍ଥାନକୁ ପୁଲିସ୍‌ ଚାରିପଟୁ ସିଲ୍‌ କରି ଦେଇଛି ।  ଘ-ଟ-ଣା ସ୍ଥଳରୁ ମୃ-ତ-ଦେ-ହ ବା-ଦ ଏକ ଧୂପକାଠି, ପାଉଁଜି, ସୁନା ଚେନ୍‌, ବ୍ରେସଲେଟ୍‌, ମୁଦି ଓ ଆହୁରି କିଛି ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି ।ପାରିପାର୍ଶ୍ୱିକ ସ୍ଥିତିରୁ ଏହା ମମିତାଙ୍କ ମୃତଦେହ ବୋଲି ଜଣା ପଡ଼ୁଥିବା ବେଳେ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି ।

ଘଟଣାସ୍ଥଳରେ ମମିତାଙ୍କ ସମ୍ପର୍କୀୟ ଉପସ୍ଥିତ ଥିଲେ ମଧ୍ୟ ପୁଲିସ୍‌  ତରଫରୁ ସେମାନଙ୍କୁ କୌଣସି ସହଯୋଗ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ପରିବାର ଲୋକଙ୍କୁ ମୃ-ତ-ଦେ-ହ କିମ୍ବା ସେଠାରୁ ମିଳିଥିବା କୌଣସି ସାମଗ୍ରୀ ଦେଖାଯାଇ ନ ଥିବା ପରି ସଙ୍ଗିନ ଅ-ଭି-ଯୋ-ଗ ଆଣିଛନ୍ତି ତାଙ୍କ ବଡ଼ ବାପା । ଷ୍ଟାଡିୟମ ଭିତରେ ମୃ-ତ-ଦେ-ହ ବାହାରିଥିବା ଶୁଣି ଶହ ଶହ ଲୋକ ଧ-ସେ-ଇ ପଶିବା ସମୟରେ ସେମାନେ ମଧ୍ୟ ଭିତରକୁ ପଶିଥିଲେ ।

ହେଲେ ପୁଲିସ୍‌ ନିକଟରୁ ସେମାନଙ୍କୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ବୋଲି ପରିବାର ଲୋକ କହିଛନ୍ତି । ତେବେ ତାଙ୍କ ପାଖରେ ସେ ଗୋବିନ୍ଦ ସାହୁ ଙ୍କ ସହ ଥିବା ଫୋନ ରେକର୍ଡ଼ ମଧ୍ୟ ସେ ରଖିଛନ୍ତି । ଖବର  ପ୍ରଚାରିତ ହେବା ପରେ ଘ-ଟ-ଣା-ସ୍ଥଳରେ ପ୍ରବଳ ଉ-ତ୍ତେ-ଜ-ନା ଦେଖା ଦେଇଛି । ଷ୍ଟାଡିୟମଟି ପୁଲିସ୍‌ ଛାଉଣୀରେ  ପରିଣତ ହୋଇଥିବା ସତ୍ତ୍ୱେ ଶହ ଶହ ଲୋକ ଷ୍ଟାଡିୟମ ଭିତରକୁ ଧ-ସି ପଶି ଯାଇଛନ୍ତି ।

ସ୍ଥିତିକୁ ନି-ୟ-ନ୍ତ୍ର-ଣ-କୁ ଆଣିବାକୁ ପୁଲିସ୍‌ ଲୋକଙ୍କୁ ଘଉଡ଼ାଇବାକୁ ଆରମ୍ଭ କରିଛି ।  ମୃ-ତ-ଦେ-ହଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ତାହାର ଡିଏନ୍‌ଏ ଟେଷ୍ଟ ହେବ ବୋଲି ବଲାଙ୍ଗିର ପୁଲିସ୍‌ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ଏହି ଘଟଣାର ମୁଖ୍ୟ ଅ-ଭି-ଯୁ-କ୍ତ କୁହାଯାଉଥିବା ସନ୍‌ସାଇନ ପବ୍ଲିକ୍ ସ୍କୁଲ  ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଗତକାଲିଠୁ ଫେ-ରା-ର ହୋଇଯାଇଥିବା ବେଳେ ଆଜି ପୁଲିସ୍‌ ତାଙ୍କ କାର୍‌ ଜ-ବ-ତ କରିଛି । ଏହାବାଦ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ର ଠିକାଦାରୀ କାମ ଗୋବିନ୍ଦ ସାହୁ କରୁଥିବା ବେଳେ ଏହା ତାଙ୍କ ନିୟନ୍ତ୍ରଣରେ ଥିଲା ।

Leave a Reply

Your email address will not be published. Required fields are marked *