ଘରକୁ ପାରା ଆସିବା ଶୁଭ ନା ଅଶୁଭ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ ! କଣ ଆପଣ ପାଳିଛନ୍ତି ପାରା ? ତ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆମ ଘରକୁ ପ୍ରାୟ ସମୟ ରେ ପାରା ମାନେ ଆସିଥାନ୍ତି । ଅଥବା ସେମାନଂକୁ ଆମେ ପାଳିଥାଉ ମଧ୍ୟ । ଏହା କଣ ଦୁଃଖ ର ସଙ୍କେତ ଅଥବା ସମସ୍ୟା ର ସଙ୍କେତ । ଘରେ ପାରା ଆସିବା କିମ୍ବା ପାଳିବା ଶୁଭ ହୋଇଥାଏ । କିମ୍ବା ଅଶୁଭ ଚାଲନ୍ତୁଜାଣିନେବା । ଶାସ୍ତ୍ର ଅନୁସାରେ ସମସ୍ତ ପକ୍ଷୀ ମାନେ ବୁଧ ଗ୍ରହ ସହ ଯୋଡି ହୋଇ ରହିଥାନ୍ତି । ବୁଧ ଗ୍ରହ ସମସ୍ତ ପକ୍ଷୀର ପ୍ରତି ନିଧିତ୍ୱ ମଧ୍ୟ କରିଥାଏ । ପାରା ଏକ ଏଭଳି ପକ୍ଷୀ ଆତ୍ମା ଭୂତ ଆଦି ଙ୍କର ଭଲ ଗୁଣ ଏବଂ ଖରାପ ଗୁଣ ଦୁଇଙ୍କୁ ଏକାଠି କରି ଚାଲିଥାଏ ।

ଶାସ୍ତ୍ର ରେ ଏହା ସ୍ପଷ୍ଟ କରାଯାଇଛି କି ଯେବେ ବୁଧ ଗ୍ରହ ନିଜର ଖରାପ ଚଳନ ଦେଖାଏ । ସେତେବେଳେ ରାହୁ କେତୁ ବ୍ୟକ୍ତି ର ବଞ୍ଚିବା ବହୁତ କଷ୍ଟ କରି ଦେଇଥାନ୍ତି । ଆପଣ ମାନେ ଦେଖିଥିବେ କି ଯେବେ ପାରା ଆପଣଙ୍କ ଘରେ ନିଜର ବସା ବନାଇ ଥାଏ । ତ ସେତେବେଳେ ଘରର ବଡ଼ ଲୋକ କୁହନ୍ତି କି ତାକୁ ଘରୁ ହଟେଇ ଦିଅନ୍ତୁ ।

ନଚେତ ଆପଣଙ୍କ ଘର ଏକଦମ ଖାଲି ହୋଇଯିବ ଶୋକାକୁଳ ପରିବେଶ ଗଢି ଉଠିବ । କିମ୍ବା କେହି ମରିଯିବେ ଏବଂ ଆପଣ କାଙ୍ଗାଳ ହୋଇ ଯିବେ । ପାରା ଏକ ଏଭଳି ପକ୍ଷୀ ଯିଏ ଆପଣଙ୍କ ର ନକରାତ୍ମକ କି ନଷ୍ଟ କରିବାର କ୍ଷମତା ରଖିଥାଏ । ଏବଂ ସୁଖ ସମୃଦ୍ଧି ଲକ୍ଷ୍ମୀ ଙ୍କୁ ଆପଣଙ୍କ ପ୍ରତି ଆକର୍ଷିତ କରିଥାଏ ।  ଆପଣଙ୍କ ଜୀବନରେ ସୁଖ ଖୁସି ର ଲହରୀ ଆସିଥାଏ । କିନ୍ତୁ ଶର୍ତଅବଳି ଏହା କି ଆପଣଂକୁ ପାରା ମାନଙ୍କ ସହ ବ୍ୟବହାର ସେଭଳି କରିବେ ଯେଉଁଭଳି ତାଙ୍କୁ ଦରକାର ।

ତାଙ୍କ ଇଚ୍ଛା ଯେବେ ଆପଣ ନିଜେ ପାରାଙ୍କୁ ଡାକନ୍ତି ଏବଂ ତାଙ୍କୁ ନିଜ ଘରେ ଭରପୁର ଖାଦ୍ୟ ଦିଅନ୍ତି । କିମ୍ବା ସେମାନଙ୍କ ର କ୍ଷତ କୁ ସଠିକ କରନ୍ତି ସେତେବେଳେ ଆପଣ ବୁଧ ଗ୍ରହ କୁ ମଧ୍ୟ ପରୋକ୍ଷ ଭାବେ ପ୍ରସନ୍ନ ମଧ୍ୟ କରି ଥାଆନ୍ତି । ଏବଂ ବୁଧ ଗ୍ରହ ଖୁସି ହୋଇ ଆପଣଙ୍କୁ ବରଦାନ ମଧ୍ୟ ଦେଇଥାନ୍ତି । କିନ୍ତୁ ଯେବେ ପାରା ଘରେ ରୁହନ୍ତି କିମ୍ବା ଆସନ୍ତି ଏବଂ ତାଙ୍କ ମଳ କିମ୍ବା ଆବର୍ଜନା ସେଠାରେ ପକାନ୍ତି ତେବେ ସେହିଥିରୁ ଆପଣ ଙ୍କୁ ଅନେକ ରୋଗ ହୋଇଥାଏ ଏବଂ ରାହୁ ଭାରି ହୋଇଥାଏ ।

ତେଣୁ ଆପଣ ସେହାକୁ ସଫା ପରିଷ୍କାର କରିଦେବା ଉଚିତ । ଏହା ନ କଲେ ବୁଧ ରାଗି ଯାଆନ୍ତି ଏବଂ ଘର ବର୍ବାଦ ହୋଇଯାଏ । ତେଣୁ ସର୍ଵଦା ପରିଷ୍କାର ରଖିବା ଉଚିତ । ଯଦି ଆପଣଙ୍କ ଘରେ କିମ୍ବା ଝରକା ରେ ଆଦି ସ୍ଥାନରେ ଯଦି ପାରା ନିଜର ବସା ବନେଇ ସେଠାରେ ନିଜ ଅଣ୍ଡା ଦେଇ ଦିଏ ତେବେ ତାହା ଆପଣ ଙ୍କ ପାଇଁ ବିଲକୁଲ ଭି ନକରାତ୍ମକ ଜିନିଷ ନୁହେଁ । ଏହି ସବୁ କଥାରେ କେବେବି ଡ଼ରନ୍ତୁ ନାହିଁ । କାରଣ ଘରେ ପାରା ଆସିବା ବହୁତ ଶୁଭ ସଙ୍କେତ ।

ବୁଧ ଙ୍କୁ ଖୁସି କରିବା ପାଇଁ ନିଜ ଘରେ ସଫା ରଖିବା ଆବଶ୍ୟକ । ଅନେକ ଲୋକ କୁହନ୍ତି କି ପାରା ଙ୍କୁ ବିରାନା ସ୍ଥାନ କିମ୍ବା ଘର ପସନ୍ଦ କିନ୍ତୁ ଏହା ସତ୍ୟ ନୁହେଁ ପାରା ମାନେ ସର୍ଵଦା ମନୁଷ୍ୟ ଙ୍କ ଭିତରେ ରହିବା ପସନ୍ଦ କରିଥାନ୍ତି । ଏବଂ ଘରେ ଏକ ଯୋଡ଼ା ଧଳା ପାରା ନିଶ୍ଚୟ ପାଳିବା ଉଚିତ । ଏହା ବହୁତ ଶୁଭ ବୋଲି ମାନ୍ୟତା ରହିଛି । ଘରେ ସୁଖ ଶାନ୍ତି ଆଣିଥାଏ । ମାନ୍ୟତା ରହିଛି କି ଯଦି ପାଳିତ ପଶୁ କିମ୍ବା ପକ୍ଷୀ ହଠାତ ମ-ରି-ଯାଏ ତେବେ ଜାଣିବେ କିଛି ବଡ଼ ବିପଦ ଟଳି ଗଲା । ତେଣୁ ଆପଣ ପକ୍ଷୀ ପଶୁ ଆଦି ଙ୍କୁ ଭଲ ପାଆନ୍ତୁ ଆଦର କରନ୍ତୁ ଏବଂ ତାଙ୍କ ସେବା କରି ସ୍ୱର୍ଗ ପ୍ରାପ୍ତ କରନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *