ମହିଳାଙ୍କ ସ୍କୁଟି ଡିଭାଇଡରରେ ପିଟିହେଲେ ପରେ ,ଘାଟି ସେପଟକୁ ଗଳି ପଡିଲେ ମହିଳା…ଦେଖନ୍ତୁ ଭାଇରାଲ ଭିଡିଓ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗାଡି ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଯାହା ଯୋଗୁ ବହୁ ବ୍ୟକ୍ତି ନିଜର ଧନ ଓ ଜୀବନକୁ କ୍ଷୟ କ୍ଷତି କରାଇ ଥାନ୍ତି । ଏହିପରି ଘଟଣା ରାସ୍ତାର ଘାଟି ଏରିଆ ଠାରୁ ଆରମ୍ଭ କରି ସହରର ରାସ୍ତା ମାନଙ୍କରେ ବହୁ ସମୟରେ ଦେଖା ଯାଇଥାଏ । ସେହିଭଳି ଗାଡି ଚଲାଉଥିବା ସମୟରେ ଗାଡି ଡିଭାଇଡରଯାଇ ଏକ ମହିଳା ଜଣଙ୍କ ପିଟି ହୋଇଯାଇଥିଲା ।

ଏକ ସ୍କୁଟି ଚଲାଉଥିବା ମହିଳା ଜଣଙ୍କ ରାସ୍ତାରେ ଥିବା ଡିଭାଇଡରରେ ପିଟି ହୋଇ ରାସ୍ତା ସେପଟେ ଥିବା ଘାଇରେ ଗଳି ପଡିଥିଲେ । ସକାଳୁ ସକାଳୁ କିଛି ଲୋକ ଯେତେବେଳ ସେହି ରାସ୍ତା ଉପରେ ଥାଇ ସକାଳର ଦୃଶ୍ୟକୁ ନିଜ ଫୋନ କ୍ୟାମେରାରେ କଏଦ କରି ରଖିଥିଲେ । ସେତେବେଳେ ଜଣେ ମହିଳା ଗାଡି ଚଳାଇ ଯିବା ସମୟରେ ହଟାତ ଯାଇ ରାସ୍ତାରେ ଥିବା ଡିଭାଇଡ଼ରରେ ବାଡେଇ ହୋଇଗଲେ ।

ତାପରେ ରାସ୍ତା ସେପଟେ ଥିବା ଘାଇରେ ଗଳିପଡିଲେ । ଦୃଶ୍ୟଟି ବହୁତ ଭୟଙ୍କର ଥିଲା ।  ବିଶେଷ ବଡ କଥା ହେଉଛି । ପିଟି ହୋଇଯାଇଥିବା ମହିଳା ଜଣଙ୍କଙ୍କର ବହୁତ କିଛି କ୍ଷତି ହୋଇନାହିଁ । ସେ ଅଳ୍ପ ଅଳ୍ପକରେ ଏକ ବଡ ଦୁର୍ଘଟଣା ଜନିତ ବିପଦରୁ ରକ୍ଷା ପାଇଯାଇଥିଲେ । ଏହି ଦୃଶ୍ୟଟି ହେଉଛି ଗଞ୍ଜାମ ଜିଲ୍ଲା ଚିକିଟିବାଲକୁମାରୀ ଘାଟିର ଘଟଣା ।

ମହିଳା ଜଣଙ୍କ ନୂଆ ନୂଆ ଗାଡି ଶିଖିବାର ସୂଚନା ମିଳିଛି । ଯେହେତୁ ସେ ଗାଡି ନୂଆ ନୂଆ ଶିଖୁଥିଲେ । ତେଣୁ ସେ ଗାଡି ଚଳାଇବାରେ ଏକ୍ସପର୍ଟ ହୋଇନଥିଲେ । ତେଣୁ ଗାଡି ଚଳାଇ ଯିବା ସମୟରେ ଗାଡି ଉପରୁ ଭାରସାମ୍ୟ ହରାଇ ବସିଥିଲେ । ତାପରେ ସିଧା ଯାଇ ରାସ୍ତା ଶେଷ ହୋଇଥିବା ଡିଭାଇଡରରେ ପିଟି ହୋଇଯାଇଥିଲେ ।

ତାପରେ ସିଧା ବସିଥିବା ଗାଡି ଉପରୁ ଛିଟିକି ଯାଇ ଗାଡିରୁ ପଡିଯାଇଥିଲେ । ତାପରେ ଡିଭାଇଡରରେ ସେପଟେ ଥିବା ଘାଇ ପାଖରେ ଗଳିପଡିଥିଲେ । ତାପରେ ସେଠାରେ ଥିବା କିଛି ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଯାଇ ଗାଡିରୁ ପଡିଯାଇଥିବା ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ । ଶୌଭାଗ୍ୟ ବଶତଃ ମହିଳାଙ୍କର ସେପରି କିଛି ବିଶେଷ କ୍ଷତିଗ୍ରସ୍ତ ହୋଇନଥିଲେ । ତାପରେ ମହିଳାଙ୍କୁ ଘାଟିରୁ ଉଠାଇ କରି ତାଙ୍କର ସ୍ଵାସ୍ଥ ଅବସ୍ତା ବିଷୟରେ ପଚାରିଥିଲେ ।

ଯେହେତୁ ମହିଳାଙ୍କର ବିଶେଷ କିଛି ହୋଇନଥିଲା । ତାପରେ ତାଙ୍କ ଘରକୁ ଭଲ ଭାବରେ ଯିବା ପାଇଁ ବ୍ୟବସ୍ତା କରଯାଇଥିଲା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *