ପ୍ରଧାନମନ୍ତ୍ରୀଙ୍କ କ୍ଲୋଜ ପ୍ରୋଟେକ୍ସନରେ ଥିଲେ ସାଲିନି, ହେଲେ ଏବେ କଣ ହେଲା କି ତାମିଲନାଡୁ ପୋଲିସର କନେଷ୍ଟବଳ

ପ୍ରଧାନମନ୍ତ୍ରୀ ମୋଦୀ ଙ୍କର କ୍ଳୋଜ ପ୍ରୋଟେକ୍ସନ ଟିମ ରେ ଥିବା 36 ବର୍ଷ ର ସାଲିନି ବର୍ତ୍ତମାନ ନିଜ ଭାଗ୍ୟ ଓ ନିଜର ପ୍ରଚୁର ପରିଶ୍ରମ ର ବଳ ରେ ତାମିଲନାଡୁ ସ୍ପେଶାଲ ପୋଲିସ ର ୧୦ମ ବାଟାଲିଅନ ରେ ହେଡ୍ କନେଷ୍ଟବଳ ହୋଇ ଯାଇଛନ୍ତି । କିନ୍ତୁ ସାଲିନୀ ଯେଉଁ ସମୟ ରେ ଆଖିରେ କଳା ଚଷମା ଓ ହାତ ରେ ପି-୯୦ ମେଶିନ ଗନ, ସଫରୀ ସୁଟର ବର୍ଦି ପିନ୍ଧି ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ ସେହି ସମୟ କୁ ଭୁଲିବା ତାଙ୍କ ପକ୍ଷେ କେବେ ମଧ୍ୟ ସମ୍ଭବ ନୁହେଁ ।

କାରଣ ସେହି ସ୍ମାୟ ରେ ସାଲିଣି ଙ୍କ ପାଇଁ ଦୁନିଆ କୁଇଛି ଅଲଗା ଥିଲା । କାରଣ ସେହି ସମୟ ରେ ମୋଦୀ ଯେଉଁ ଠାକୁ ମଧ୍ୟ ଯାଉଥିଲେ ସେଟାକୁ ସେ ତାଙ୍କ ସହ ସୁରକ୍ଷା ଦେବାକୁ ଯାଇ ଚାଲୁଥିଲେ । ବର୍ତ୍ତମାନ ଏହି ସମୟ ରେ ସେ ସବୁକିଛି ସାଲିନୀ ଙ୍କ ପାଇଁ ଏକ ସ୍ମୃତି ପାଲଟି ଯାଇଛି ।

କିଛି ବର୍ଷ ପୂର୍ବ ତାଙ୍କ ହାତ ରେ ଯେଉଁ ଗନ ଟି ରହିଥିଲା ବର୍ତ୍ତମାନ ସେ ଗନ ର ପରିବର୍ତ୍ତେ ତାଙ୍କ ହାତ ରେ ଏକ ଲାଠି ଟିଏ ମାତ୍ର ରହି ଯାଇଛି । ଦୀର୍ଘ ୨୦୧୫ ରୁ ଧରି ୨୦୧୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଙ୍କ ସିପିଟିର ଅଂଶବିଶେଷ ରହିଥିଲେ । ସେହି ସମୟ ରେ ସାଲିଣି ଙ୍କର ଟ୍ରେନି॰ ମଧ୍ୟ ଏକ ସିପିଟି ଙ୍କ ଭଳି ହୋଇଥିଲା ।

ସାଲିନୀ ସେ ସମୟ ରେ ଏକ ଦୃଢ ମହିଳା ଅଫିସର ଭାବେ ପରିଚିତ ଥିଲେ। ଏକ ସମୟ ରେ ସାଲିଣି କ୍ୟାଡେଟ ଙ୍କୁ ପ୍ରଶିକ୍ଷିଣ ଦେଉଥିଲେ ସେହି ସମୟ ରେ ସାଲିନୀ ଙ୍କର ଭାଗ୍ୟ ବଦଳି ଯାଇଥିଲା । କାରଣ ସେହି ସମୟ ରେ ସାଲିନୀ ଙ୍କ ଉପରେ କିଛି ଏସପିଜି ଅଧିକାରୀ ଙ୍କର ନଜର ପଡି ଯାଇଥିଲା ।

ସେହି ସମୟ ରେ ତାଙ୍କର କିଛି ପରୀକ୍ଷା କରାଯିବା ସହ ଶାରୀରିକ ପରୀକ୍ଷା ମଧ୍ୟ କରାଯାଇଥିଲା । ସାଲିନୀ ଏସପିଜି ରେ ଚୟନ ହେବା ପରେ ପ୍ରଥମ ଥର ପାଇଁ ତାଙ୍କର ପୋଷ୍ଟିଂ ସୋନିଆ ଗାନ୍ଧୀ ଙ୍କ ଘରେ ହୋଇ ଥିଲା । କିଛି ଦିନ ପରେ ତାଙ୍କୁ ତାଙ୍କ ସିନିୟର ଙ୍କ ଠାରୁ ଶୁଣିବାକୁ ମିଳିଥିଲା କି ପ୍ରଧାନମନ୍ତ୍ରୀ ଙ୍କର ସିପିଟିରେ ସାମିଲ ହେବା ପାଇଁ ଲୋକ ଙ୍କ ଚୟନ କରାଯାଉଛି ।

ଏହା ଶୁଣି ସାଲିନୀ ଏହା ପାଇଁ ନିଜର ଇଛା ବ୍ୟକ୍ତ କରିଥିଲେ । ଏହା ଶୁଣି ତାଙ୍କ ସିନିଯର କହିକଥିଲେ କି ଏହା ବହୁତ କଠିନ ଡିଉଟି । କିନ୍ତୁ ସାଲିନୀ କହିଥିଲେ କି ମୁଁ ଏହା କରି ଦେଖାଇବି । ସାଲିନୀ ଙ୍କର କଠିନ ପରିଶ୍ରମ ଆଜି ତାଙ୍କୁ ଜୀବନ ର ଏହି ସ୍ଥାନରେ ପହଁଞ୍ଚାଇଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା ତାହ ଆପଣ ଆମକୁ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ   

Leave a Reply

Your email address will not be published. Required fields are marked *