ଘରର ଏହି ସ୍ଥାନରେ ଘଣ୍ଟା ଟାଙ୍ଗିଛନ୍ତି କି ! ତୁରନ୍ତ ହଟାଇ ଦିଅନ୍ତୁ… ନଚେତ ଶୀଘ୍ର ହୋଇପାରେ ମୃତ୍ୟୁ ! Vastu Shastra

ବନ୍ଧୁଗଣ ସମୟ ହେଉଛି ବହୁତ ମୂଲ୍ୟବାନ । ସମୟ ଥରେ ବିତିଗଲେ ଆଉ କେବେବି ଫେରିକି ଆସିନଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘର ମଧ୍ୟରେ ଥିବା ପ୍ରତ୍ଯେକଟି ଜିନିଷର ପ୍ରଭାବ ସେହି ଘରେ ରହୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ପଡିଥାଏ । ତେବେ ସେହି ସବୁ ବାସ୍ତୁ ଗୁଡିକ ମଧ୍ୟରେ ରହିଛି ଘଡି । ଘଣ୍ଟା ମଧ୍ୟ ଆମ ଜୀବନର ଏକ ମହତ୍ଵପୂର୍ଣ୍ଣ ବାସ୍ତୁ । ଯାହା ଆମକୁ ସଠିକ ସମୟରେ ସଠିକ କାର୍ଯ୍ୟ କରିବାକୁ ସମୟ ଦର୍ଶାଇଥାଏ ।

ତେବେ ଘଣ୍ଟା ଆମ ସମସ୍ତଙ୍କ ପାଇଁ ଭଲ ଆଉ ଖରାପ ସମୟ ମଧ୍ୟ ନେଇକି ଆସିଥାଏ । ତେବେ ଘଣ୍ଟାକୁ ଜଡିତ କିଛି ବାସ୍ତୁ ଟିପ୍ସ ବିଷୟରେ ଚାଲନ୍ତୁ ଜାଣିବା । 1- ଯେଉଁ ଘଣ୍ଟା ଚାଲୁନଥିବ । ସେପରି ଘଣ୍ଟାକୁ ଘରର କାନ୍ଥରେ ଟଙ୍ଗାଇ ରଖନ୍ତୁ ନାହିଁ । କାରଣ ଚାଳୁନଥିବା ଘଣ୍ଟା ଘରେ ନକରାତ୍ମକ ଊର୍ଜାକୁ ବଢାଇଥାଏ । ଯାହାକି ଘରର କୌଣସି ଉନ୍ନତି ହେବାକୁ ଦେଇନଥାଏ । ତେଣୁ ଘରେ କେବଳ ଚାଲୁଥିବା ଘଣ୍ଟାକୁ ହିଁ ଆପଣ ମାନେ ଲଗାନ୍ତୁ ।

2- ଘଣ୍ଟାକୁ ଉତ୍ତର, ପୂର୍ବ ଓ ପଶ୍ଚିମ ଦିଗରେ ହିଁ ଲଗାଇବା ଉଚିତ । ହେଲେ ଘଣ୍ଟାକୁ କେବେବି ଦକ୍ଷିଣ ଦିଗର କାନ୍ଥରେ ଟଙ୍ଗାନ୍ତୁ ନାହିଁ କି ସେହି ଦିଗରେ ରଖନ୍ତୁ ନାହିଁ । କାରଣ ଦକ୍ଷିଣ ଦିଗକୁ ଯମରାଜାଙ୍କ ଦିଗ ବୋଲି ମାନାଯାଇଥାଏ । ତେଣୁ ଏହି ଦକ୍ଷିଣ ଦିଗରେ ଘଣ୍ଟା ଟଙ୍ଗାଇବାକୁ ଶୁଭ ମାନାଯାଇନଥାଏ । କାରଣ ଏହି ଦିଗରେ ଘଣ୍ଟା ଟାଙ୍ଗିବା ଦ୍ଵାରା ପରିବାରର ଆୟୁ, ସ୍ଵାସ୍ଥ ଏସବୁ ଉପରେ ଖରାପ ପ୍ରଭାବ ପକାଇଥାଏ ।

3- ଘରର ମୁଖ୍ୟ ଦ୍ଵାରରେ ବା ମୁଖ୍ୟଦ୍ଵାରର କବାଟ ଉପରେ ଘଣ୍ଟା ଲଗାନ୍ତୁ ନହିଁ । କାରଣ ଏପରି କରିବା ଦ୍ଵାରା ଘରେ ଅଶାନ୍ତି ବଢିଥାଏ । 4- ଘରେ ଥିବା ଘଣ୍ଟାକୁ ସବୁବେଳେ ପରିଷ୍କାର କରି ରଖନ୍ତୁ । ଭାଙ୍ଗିଯାଇଥିବା ବା କାମ କରୁନଥିବା ଘଣ୍ଟାକୁ ଘରେ ରଖନ୍ତୁ ନାହିଁ ।

5- ଘଣ୍ଟାର ସମୟକୁ ସବୁବେଳେ ଠିକ କରି ରଖନ୍ତୁ । ଯଦି ଦରକାର ପଡେ ତେବେ ଘଣ୍ଟାରେ ଚାଲୁଥିବା ସମୟରେ କିଛି ମିନିଟ ଆଗକୁ କରିଦେଇପାରନ୍ତି । ହେଲେ ଘଣ୍ଟାରେ କେବେବି ସମୟ ପଛୁଆ କରନ୍ତୁ ନାହିଁ । କି ସମୟ ଅନୁସାରେ ଅତି ଧୀର ଚାଲୁଥିବା ଘଣ୍ଟାକୁ ମଧ୍ୟ ଘରେ ରଖନ୍ତୁ ନାହିଁ ।

ନଚେତ ସେହି ଘରର ପ୍ରତ୍ଯେକଟି କାର୍ଯ୍ୟରେ ବାଧା ଆସିପାରେ । ଏଥିସହ ଘରର ଉନ୍ନତି କ୍ଷେତ୍ରରେ ମଧ୍ୟ ସେହି ଘରର ସଦସ୍ୟ ସବୁବେଳେ ପଛୁଆ ରହିଯାଇଥାନ୍ତି । ପୋଷ୍ଟଟି କିପରି ଲାଗିଲା ? ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ନିହାତି ଭାବେ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *