Vastu Tips- ମା ଲକ୍ଷ୍ମୀ କହିଛନ୍ତି ଘରେ ପାଳନ କରନ୍ତୁ କେବଳ ଏହି 1 ନିୟମ, ଘରେ କେବେ ବି ହେବ ନାହିଁ ଧନର ଅଭାବ, ହେଇଯିବେ କୋଟିପତି

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ପାଇବା ପାଇଁ ଇଛା କରିଥାନ୍ତି । ମା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଲୋକମାନେ ବହୁତ କିଛି ଉପାୟ କରିଥାନ୍ତି, ହେଲେ ବନ୍ଧୁଗଣ ଘରର ଏପରି କିଛି ନିୟମ ରହିଛି ଯାହାକୁ ପାଳନ କରି ମଧ୍ୟ ଆପଣ ମାନେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପାଇପାରିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ନିୟମ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣ ମାନେ ଏହି ନିୟମକୁ କରି ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ପାଇପାରିବେ ।

ବନ୍ଧୁଗଣ ଏହି ସମସ୍ତ ନିୟମକୁ କରିଲେ ଆପଣଙ୍କ ଘରେ କେବେହେଲେ ଧନର ଅଭାବ ହେବ ନାହିଁ । ବନ୍ଧୁଗଣ ସମସ୍ତ ନିୟମ ବା ଉପାୟ ବହୁତ ସହଜ ଅଟେ, ଯାହାକୁ ଆପଣ ବହୁତ ସହଜରେ ପାଳନ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ ।


୧. ବନ୍ଧୁଗଣ ଆମର ପ୍ରଥମ ନିୟମ ବା ଉପାୟକୁ ଆପଣ ରବିବାର ଦିନ କରିପାରିବେ । ସୂର୍ଯ୍ୟ ଦେବତାଙ୍କୁ ସୁଖ ସମୃଦ୍ଧିର ପ୍ରତୀକ ମାନା ଯାଇଥାଏ, ତେଣୁ ଆପଣ ମାନେ ରବିବାରର ପୂର୍ବ ଦିନରେ ଶୋଇବା ପୂର୍ବରୁ ଏକ ଗ୍ଳାସ ପାଣି ମଧ୍ୟରେ ଅଳ୍ପ କ୍ଷୀର ମିଶାଇ ଏନଆଇଡ଼ି ବେଡ ପାଖରେ ରଖି ଦିଅନ୍ତୁ ଓ ସଖାଳ ହେବା ପରେ ଆପଣ ସ୍ନାନ କରି ଏହି କ୍ଷୀରକୁ ଓସ୍ତ ଗଛ ମୂଳେ ଅର୍ପଣ କରି ଦିଅନ୍ତୁ । ବନ୍ଧୁଗଣ ଯଦି ଆପଣ ଏହି ନିୟମକୁ ପ୍ରତ୍ୟକ ରବିବାର ପାଳନ କରିବେ ତା ହେଲେ ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭରିଯିବ ।

୨.ବନ୍ଧୁଗଣ ଆମର ଦୁତୀୟ ନିୟମରେ ଆପଣ ମାନେ ରବିବାର ଦିନ ଗରିବ ବା ଦରିଦ୍ର ଲୋକ ମାନଙ୍କୁ କଳା ରାଶି ଦାନ କରନ୍ତୁ । ବନ୍ଧୁଗଣ ଏହା କରିବା ଦ୍ଵାରା ଆପଣଙ୍କ ଜୀବନରେ ହେଉଥିବା ସମସ୍ତ ସମସ୍ଯା ଦୂର ହେବା ସହିତ ଆପଣଙ୍କ ଉପରେ ଶନି ଦେବତାଙ୍କ ବିଶେଷ କୃପା ନିଶ୍ଚୟ ରହିବ । ଯାହାଫଳରେ ଆପଣ ନିଜ ଜୀବନରେ ନୂଆ ନୂଆ ଅବସରକୁ ପ୍ରାପ୍ତ କରିପାରିବେ ।


୩. ବନ୍ଧୁଗଣ ଆମର ଶେଷ ନିୟମ ହେଉଛି ଆପଣ ମାନେ ପ୍ରତ୍ୟକ ରବିବାର ଦିନ ସୂର୍ଯ୍ୟଉଦୟ ହେବା ପୂର୍ବରୁ ଉଠି ଯାନ୍ତୁ ଓ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ  । ବନ୍ଧୁଗଣ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିଲେ ଆପଣ ନିଜ ଜୀବନରେ ବହୁତ ପ୍ରଗତି କରିବେ  । ଏହା ବ୍ଯତୀତ ଆପଣଙ୍କର ଆର୍ଥିକ ସ୍ଥିତି ମଝବୁତ ହେବା ସହିତ ଆପଣଙ୍କ ଘରେ କେବେହେଲେ ଧନର ଅଭାବ ହେବ ନାହିଁ ।

ବନ୍ଧୁଗଣ ଏହି ତିନୋଟି ନିୟମକୁ ପାଳନ କରିଲେ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ରହିବା ସହ ଅନ୍ୟ ଦେବା ଦେବୀଙ୍କର ଆଶୀର୍ବାଦ ମଧ୍ୟ ରହିବ । ବନ୍ଧୁଗଣ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହେବା ସହିତ ଆପଣ ଏକ ସୁଖ ଏବଂ ସମୃଦ୍ଧିପୂର୍ଣ୍ଣ ଜୀବନକୁ ଅତିବାହିତ କରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *