ଶ୍ରୀ କୃଷ୍ଣ କୁହନ୍ତି ପ୍ରତିଦିନ ସକାଳୁ କରନ୍ତୁ ଏହି 3 ଟି କାମ, ଦରିଦ୍ରତା ପାଖ ବି ମାଡିବନି- Vastu Shastra

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଭଗବାନ ଶ୍ରୀ କୃଷ୍ଣଙ୍କର ବିଶେଷ ଆଶୀର୍ବାଦ ପାଇବା ପାଇଁ ଇଛା କରିଥାନ୍ତି  । ଶ୍ରୀ କୃଷ୍ଣଙ୍କର ଆଶୀର୍ବାଦ ପାଇବା ପାଇଁ ଲୋକମାନେ ବହୁତ ପୂଜା ଆରାଧନା ଏବଂ ଉପାୟ ମଧ୍ୟ କରିଥାନ୍ତି । ହେଲେ ଶ୍ରୀ କୃଷ୍ଣଙ୍କ ମତରେ ପ୍ରତ୍ୟକ ମଣିଷ ନିଜ କର୍ମ ଅନୁସାରେ ଫଳ ପାଇଥାଏ । ଜୀବନକୁ ସୁଖମୟ ଓ ସମୃଦ୍ଧିମୟ କରିବା ପାଇଁ ଶ୍ରୀ କୃଷ୍ଣ କିଛି ନିୟମର ଉଲ୍ଲେଖ କରିଛନ୍ତି, ଯାହାକୁ କରିବା ଦ୍ଵାରା ମଣିଷକୁ କେବେହେଲେ ଦରିଦ୍ରତାର ଭୋଗ କରିବାକୁ ପଡିବ ନାହିଁ ।

ବନ୍ଧୁଗଣ ଅଯାଇଆମେ ଆପଣ ମାନଙ୍କୁ ଏହି ସମସ୍ତ ନିୟମ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ନିୟମ ବିଷୟରେ ।

୧. ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷକୁ ସୂର୍ଯ୍ୟଉଦୟ ହେବା ପୂର୍ବରୁ ଉଠିଯିବା ନିହାତି ଆବଶ୍ୟକ । କାରଣ ବନ୍ଧୁଗଣ ଯେଉଁ ମଣିଷ ବହୁତ ଅଳସୁଆ ବା ବିଳମ୍ବରେ ଉଠିଥାଏ ସେମାନେ ନିଜ ଜୀବନରେ କୌଣସି ସଫଳତା ହାସଲ କରିପାରି ନଥାନ୍ତି ଓ ଏହି ଲୋକମାନଙ୍କ ଉପରେ କେବେହେଲେ ଧନ ରହିନଥାଏ । ଏମାନେ ନିଜ ଜୀବନରେ ଦରିଦ୍ରତା ଭୋଗ କରିଥାନ୍ତି ।

ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ସୂର୍ଯ୍ୟଉଦୟ ହେବା ପୂର୍ବରୁ ସ୍ନାନ କରିବା ଉଚିତ ଓ ଭଗବାନଙ୍କ ସ୍ମରଣ କରିବା ଉଚିତ  । ଏହା ସହିତ ବନ୍ଧୁଗଣ ଆପଣ ମାନେ ସକାଳ ଶୀଘ୍ର ଉଠି ନିଜ ଘରର ଖିଡିକି ଗୁଡିକୁ ଖୋଲିବା ନିହାତି ଆବଶ୍ୟକ । ଏହାଦ୍ବାରା ଘରେ ସକାରାତ୍ମକ ଊର୍ଜାର ପ୍ରଭାବ ହୋଇଥାଏ, ଯାହାଫଳରେ ଆପଣଙ୍କ ଦିନ ବହୁତ ଶୁଭ ରହିଥାଏ ।

୨. ବନ୍ଧୁଗଣ ଆମର ଦ୍ଵିତୀୟ ନିୟମ ହେଉଛି ଆପଣ ପ୍ରତ୍ୟକ ଦିନ ସକାଳ ସମୟରେ ଉଠିବା ପରେ ନିଜର ଦୁଇ ହାତ ପାପୁଲିକୁ ଯୋଡି ଦିଅନ୍ତୁ ଓ ଭଗବାନଙ୍କ ସ୍ମରଣ କରି ଏକ ମନ୍ତ୍ରର ଜପ କରନ୍ତୁ । ବନ୍ଧୁଗଣ ସେହି ମନ୍ତ୍ରଟି ହେଉଛି ‘କରାଗ୍ରେ ବସତେ ଲକ୍ଷ୍ମୀ କାରମାଧ୍ବେ ସାରସ୍ଵତମ କର ମୁଲେ ତୁ ଗୋବିନ୍ଦ ପ୍ରଭାତେ କରଦର୍ଶନମ’ । ବନ୍ଧୁଗଣ ଆପଣ ମାନଙ୍କୁ ସବୁଦିନ ସକାଳ ସମୟରେ ଉଠିବା ପରେ ନିଶ୍ଚୟ ନିଜ ଦୁଇ ହାତ ପାପୁଲିକୁ ମିଶାଇ ଏହି ମନ୍ତ୍ରର ଜପ କରିବାକୁ ହେବ  ।ଏହି ମନ୍ତ୍ରର ଜପ କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯାର ଅନ୍ତ ହେବ ଓ ଆପଣ କେବେହେଲ ଦରିଦ୍ରତା ଭୋଗ କରିବେ ନାହିଁ ।


୩. ବନ୍ଧୁଗଣ ଶେଷ ନିୟମ ହେଉଛି ଆପଣ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡକୁ ଦକ୍ଷିଣ କିମ୍ବା ପୂର୍ବ ଡ଼ିଆଇଜିରେ ରଖି ଶୁଅନ୍ତୁ । ବନ୍ଧୁଗଣ ଏହି ଦିଗରେ ଶୋଇବା ଦ୍ଵାରା ଆପଣଙ୍କ ଆୟୁ ବଢିଥାଏ ଓ ଆପଣଙ୍କ ଜୀବନ ବହୁତ ସୁଖ ସମୃଦ୍ଧିରେ ଅତିବାହିତ ହୋଇଥାଏ । ବନ୍ଧୁଗଣ ଏହା ହେଉଛି ସେ ତିନୋଟି ମୁଖ୍ୟ ନିୟମକୁ ଯାହାକୁ ସମସ୍ତ ମଣିଷ ନିହାତି ପାଳନ କରିବା ଉଚିତ । ଏହି ସମସ୍ତ ନିୟମକୁ ପାଳନ କରିବା ଦ୍ଵାରା ଆପଣ ମାନଙ୍କୁ କେବେହେଲେ ଦରିଦ୍ରତା ଭୋଗ କରିବାକୁ ପଡିବ ନାହିଁ ଓ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *