KGF CHAPTER 2 ପାଇଁ ଏହି ଷ୍ଟାର ମାନେ ନେଇଛନ୍ତି ସବୁଠୁ ଅଧିକ ଫୀସ, Yash ଙ୍କ ଫୀସ କେତେ ଜାଣିଲେ ତ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଏହି କିଛି ଦିନ ହେବ ଫିଲ୍ମ ‘KGF CHAPTER 2’ର ଟିଜର ଲଞ୍ଚ ହୋଇଛି, ଯାହା ସମଗ୍ର ଦୁନିଆରେ ଧମାଲ ମଚଉଛି । ବନ୍ଧୁଗଣ ଏହି ଟିସର ଫେସବୁକ, ୱାଟସପ୍ପ ଓ ଇନ୍ସ୍ଟାଗ୍ରାମରେ ବହୁତ ଟ୍ରେଣ୍ଡରେ ରହିଛି  । ସମସ୍ତ ଲୋକ ଏହି ଟିସରକୁ ଦେଖି ଖୁସି ହୋଇଯାଇଛନ୍ତି । ଏହି ଫିଲ୍ମର ଟିସର ଗତ ୭ ତାରିଖରେ ଲଞ୍ଚ କରାଯାଇଥିଲା ଓ ସେବେଠାରୁ ଏହି ଟିସର ଟ୍ଵିଟର ରେ ଟ୍ରେଣ୍ଡ ହୋଇ ରହିଛି । ବନ୍ଧୁଗଣ ଏହି ଟିସରଟି ଏକ ପ୍ରକାରର ୱାର୍ଲ୍ଡ ରେକାର୍ଡ କରିସାରିଛି ।

କାରଣ ବହୁତ କମ ସମୟ ମଧ୍ୟରେ ଏହି ଟିସରକୁ ୧୦୦ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି । ବନ୍ଧୁଗଣ ଆଜି ପର୍ଯ୍ୟନ୍ତ ଏତେ କମ ସମୟ ମଧ୍ୟରେ ଏତେ ଥର ଲୋକମାନେ କୌଣସି ଫିଲ୍ମର ଟ୍ରେଲର ଓ ଟିସରକୁ ଦେଖି ନାହାନ୍ତି ।

ବନ୍ଧୁଗଣ ବର୍ତ୍ତମାନ ଏହି ଟିସରଟି ସମସ୍ତ ସ୍ଥାନରେ ଚର୍ଚାରେ ରହିଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଫିଲ୍ମରେ ଅଭିନୟ କରିଥିବା କେତେକ ମୁଖ୍ୟ ଭୂମିକା ମାନଙ୍କର ସ୍ୟାଲେରୀ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ରବିନା ଟଣ୍ଡନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ । ଏହି ଫିଲ୍ମରେ ରବିନା ଭାରତର ପ୍ରଧାନ ମନ୍ତ୍ରୀ ରମିକା ସେନର ଭୂମିକା ପଦର୍ଶନ କରିଛନ୍ତି । ବନ୍ଧୁଗଣ ଏହି ଭୂମିକାକୁ କରିବା ପାଇଁ ରବିନା ୮୦ ଲକ୍ଷ ଟଙ୍କା ଚାର୍ଜ କରିଛନ୍ତି ।


ସଞ୍ଜୟ ଦତ୍ତ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସଞ୍ଜୟ ଦତ୍ତ । ସମଗ୍ର ଭାରତ ବର୍ଷରେ ସଞ୍ଜୟଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ବନ୍ଧୁଗଣ ସଞ୍ଜୟ ଏହି ଫିଲ୍ମରେ ମୁଖ୍ୟ ଖଳନାୟକ ଅଧୀରାର ଭୂମିକା ପଦର୍ଶନ କରିବେ । ସଞ୍ଜୟ ଏହି ଫିଲ୍ମ ପାଇଁ ୧୩ କୋଟି ଟଙ୍କା ଚାର୍ଜ କରିଛନ୍ତି ।


ଶ୍ରୀନିଧି ସେଟି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶ୍ରୀନିଧି ସେଟି । ଏହି ଫିଲ୍ମରେ ସେ ମୁଖ୍ୟ ଅଭିନେତ୍ରୀ ରିନାର ଭୂମିକାରେ ନଜର ଆସିଛନ୍ତି । ବନ୍ଧୁଗଣ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶ୍ରୀନିଧିଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ଶ୍ରୀନିଧି ଏହି ଫିଲ୍ମ ପାଇଁ ୩ କୋଟି ଟଙ୍କା ଚାର୍ଜ କରିଛନ୍ତି  ।

ୟଶ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସୁପର ଷ୍ଟାର ୟଶ । ଏହି ଫିଲ୍ମରେ ୟଶ ମୁଖ୍ୟ ଅଭିନେତାର ଭୂମିକାରେ ନଜର ଆସୁଛନ୍ତି । ୟଶଙ୍କୁ ଲୋକମାନେ ବହୁତ ଅଧିକ ଭଲ ପାଇବା ଦେଇଛନ୍ତି । ସେ ଏହି ଫିଲ୍ମ ପାଇଁ ୪୦ କୋଟି ଟଙ୍କା ଚାର୍ଜ କରିଛନ୍ତି । ବନ୍ଧୁଗଣ ଏହି ଫିଲ୍ମର ପ୍ରଥମ ପାର୍ଟର ବଜେଟ ଥିଲା ୮୦ କୋଟି ଟଙ୍କା ଓ ଏହାର ଦ୍ଵିତୀୟ ପାର୍ଟର ବଜେଟ ହେଉଛି ୧୫୦ କୋଟି ଟଙ୍କା ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମର ରିଲିଜ ଡେଟ ଆସିନାହିଁ, ହେଲେ ଫ୍ୟାନ୍ସ ମାନେ ଫିଲ୍ମର ଅପେକ୍ଷାରେ ରହିଛନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଫିଲ୍ମର ଟିସର ପସନ୍ଦ ଆସିଥାଏ ତା ହେଲେ ଆମ ପୋଷ୍ଟକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *