ଘରେ ପହଞ୍ଚିଲା ଦଶମ ଶ୍ରେଣୀ ଛାତ୍ର ‘ରାଜା’ ଙ୍କ ମର ଶରୀର, ରାଜାଙ୍କୁ ଦେଖିବା ପାଇଁ ଲାଗିଛି ପ୍ରବଳ ଭିଡ, ସମସ୍ତଙ୍କ ଆଖିରେ ଲୁହ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ରାଜାଙ୍କ ସାହି ପଡିଶା ଲୋକ ତାଙ୍କୁ ଚାହିଁ ରହିଛନ୍ତି । କିଏ ତଳେ ଛିଡା ହୋଇଛି ତ କିଏ ଛାତ ଉପରେ । ଏହି ପରିକା ଦୃଶ୍ୟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ରାଜାଙ୍କ ମୃ-ତ୍ୟୁ ଘୋଷଣା ହେବା ପରେ ତାଙ୍କ ମା ସଂପୂର୍ଣ୍ଣ ଭାବରେ ଭା-ଙ୍ଗି ପଡିଛନ୍ତି । କାଲି ଠାରୁ ତାଙ୍କ ବାପା ଓ ମା ତାଙ୍କ ଅପେକ୍ଷାକୁ ଚାହିଁ ରହିଥିଲେ ।

ବର୍ତ୍ତମାନ ସେ ତାଙ୍କ ପରିବାରକୁ ଆସିଯାଇଛନ୍ତି ହେଲେ ତାଙ୍କ ବାପା ମା ଏହି ଦୃଶ୍ୟ ଦେଖି ପାରୁ ନାହାନ୍ତି କାରଣ ତାଙ୍କ ପୁଅ ଆଉ ତାଙ୍କ ସହ ନାହାନ୍ତି । ରାଜାଙ୍କ ଘର ପଡିଶା ଦୃଶ୍ୟ ଦେଖି ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି । ଯାହାକୁ ଦେଖିଲେ ତା ଆଖିରୁ ଲୁହ ଝରୁଛି । ରାଜାଙ୍କ ମୃ-ତ ଶ-ବ-କୁ ଗତ କିଛି ସମୟ ତଳେ ଏକ ଆମ୍ବୁଲାନ୍ସରେ ତାଙ୍କ ଘରକୁ ଅଣା ଯାଇଥିଲା । ସେହି ସମୟର ଦୃଶ୍ୟ ବହୁତ ମ-ର୍ମା-ହ-ତ ଥିଲା । ତାଙ୍କ ସାହି ପଡିଶା ଲୋକ ରାସ୍ତା ଉପରକୁ ଚାଲି ଆସିଥିଲେ ।

ଯେଉଁ ରାସ୍ତାରେ ଓ ଯେଉଁ ଦାଣ୍ଡରେ ରାଜା ଖେଳା ବୁଲା କରୁଥିଲେ ଆଜି ତାଙ୍କର ମୃ-ତ ଶ-ବ ସେହି ରାସ୍ତା ଦେଇ ଯାଇଥିଲା । ରାଜାଙ୍କ ମା କାଲି ଠାରୁ କାନ୍ଦୁ ଛନ୍ତି । ପୁଅର ମୃ-ତ୍ୟୁ ଖବର ଶୁଣିବା ପରେ ସେ ଚେତା ଶୂନ୍ୟ ହେଇଯାଉଛନ୍ତି । ଗତ କାଲି ରାଜା ତାଙ୍କ ଟ୍ୟୁସନରୁ ଫେରିବା ସମୟରେ ରାସ୍ତାରେ ଥିବା ଏକ ନାଳରେ ଖସି ପଡିଥିଲେ ।

ଖସିବା ପରେ ତାଙ୍କର କୌଣସି ଠିକଣା ମିଳି ନଥିଲା ସେ ସଂପୂର୍ଣ୍ଣ ଭାବରେ ନି-ଖୋ-ଜ ହୋଇଯାଇଥିଲେ । ଏହା ପରେ ସେହି ସ୍ଥାନକୁ ଅଗ୍ନିସମ ବିଭାଗ ଆସି ରାଜାଙ୍କୁ ଖୋଜିଥିଲା ହେଲେ କୌଣସି ଫଳ ମିଳିନଥିଲା । ସେହି ସ୍ଥାନରେ ସମସ୍ତ ରାଜନତିକ ଦଳ ଓ ସ୍ଥାନୀୟ ଲୋକ ଭିଡ କରିଥିଲେ । ଗତ କାଲି ଠାରୁ ରାଜାଙ୍କୁ ଖୋଜିବା ପାଇଁ ସମସ୍ତ ଲୋକ ଆପ୍ରାଣ ଚେଷ୍ଟା କରିଥିଲେ ।

ଶେଷରେ ଆଜି ରାଜାଙ୍କ ମୃ-ତ ଶ-ବ ଉଧାର କରଯାଇଥିଲା । ଗତ କିଛି ସମୟ ତଳେ ତାଙ୍କର ମୃ-ତ ଶ-ବ-କୁ ଆମ୍ବୁଲାନ୍ସରେ ତାଙ୍କ ଘରକୁ ନିଆଯାଇଥିଲା । ଏହି ଦୃଶ୍ୟ ଦେଖି ସମସ୍ତଙ୍କ ମନ ଦୁଃଖରେ ଭରି ଯାଉଛି । ବନ୍ଧୁଗଣ ଏହି ଘଟଣାଟି ସମସ୍ତଙ୍କ ଆଖିରେ ଲୁହ ନେଇ ଆସୁଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *