Vastu Shastra – ଘରେ ଚୁପଚାପ ଏହି ଠାରେ ଲୁଚାଇ ଦିଅନ୍ତୁ ଗୋଟିଏ ଲବଙ୍ଗ, ଚମକିବ ଆପଣଙ୍କ ଭାଗ୍ୟ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଯାପନ କରିବା ପାଇଁ ଇଛା କରିଥାନ୍ତି । ସେଥିପାଇଁ ସେମାନେ ଦିନ ରାତି ବହୁତ କଷ୍ଟ କରିଥାନ୍ତି । ହେଲେ ବନ୍ଧୁଗଣ ଯେଉଁ ଲୋକମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ରହିଥାଏ ସେମାନଙ୍କୁ ବହୁତ କମ କଷ୍ଟରେ ଅଧିକ ଫଳ ମିଳିଥାଏ । ଯଦି ଆପଣ ଦରିଦ୍ରତା ଭୋଗ କରୁଛନ୍ତି ବା ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଖରାପ ରହିଛି ତା ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଉପାୟ ନେଇ ଆସିଛୁ । ଯାହାକୁ ପ୍ରୟୋଗ କରି ଆପଣ ପ୍ରଚୁର ଧନଲାଭ କରିପାରିବେ ଏବଂ ନିଜ ଆର୍ଥିକ ସ୍ଥିତିକୁ ମଝବୁତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବାସ୍ତୁ ଶାସ୍ତ୍ରର ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ପରେ ଆପଣଙ୍କ ଘରେ କେବେହେଲେ ଧନର ଅଭାବ ହେବ ନାହିଁ । ଏହି ଉପାୟକୁ ଯେଉଁ ଲୋକ ବ୍ୟବହାର କରିଛି ତାହାର ଘର ଧନରେ ପରିପୂର୍ଣ୍ଣ ହୋଇ ଯାଇଛି । ବନ୍ଧୁଗଣ ଏହି ଉପାୟକୁ ଆପଣ ମଙ୍ଗଳବାର ବା ଶନିବାର ଦିନ କରିବେ । ଏହି ଉପାୟ କରିବା ପୂର୍ବରୁ ଆପଣ ସଂପୂର୍ଣ୍ଣ ରୂପେ ଉପବାସ ରହିବେ ।

ଯଦି ଘରର ସ୍ତ୍ରୀ ମାନେ ଏହି ଉପାୟ କରୁଛନ୍ତି ତାହାଲେ ଏହି ଉପାୟ ବିଷୟରେ ଯେମିତି କୌଣସି ଲୋକ ନ ଜାଣିବେ । ଯଦି ଆପଣ ଏହି ଉପାୟକୁ କରୁଛନ୍ତି ତା ହେଲେ ଧ୍ୟାନ ରଖିବେ ଯେମିତି ଆପଣଙ୍କ ଘରର କୌଣସି ଲୋକ ଏହି ଉପାୟ ବିଷୟରେ ନ ଜାଣିବେ । ମା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଆପଣଙ୍କୁ ଏହି ଉପାୟ ଏକାନ୍ତ ହୋଇ କରିବାକୁ ହେବ ।

ବନ୍ଧୁଗଣ ସର୍ବ ପ୍ରଥମେ ଆପଣ ଏକ ଲବଙ୍ଗ ଓ ଏକ ନାଲି କପଡା ନିଅନ୍ତୁ । ଲବଙ୍ଗକୁ ସେହି ନାଲି କପଡା ମଧ୍ୟରେ ରଖି ବାନ୍ଧି ଦିଅନ୍ତୁ ଓ ସେହି କପଡାକୁ ଆପଣ ନିଜ ତିଜୋରି ବା ଆଲମାରିରେ ରଖିଦିଅନ୍ତୁ । ଏହା ବ୍ଯତୀତ ଆପଣ ନିଜ ଘରେ ଯେଉଁ ସ୍ଥାନରେ ଟଙ୍କା ରଖୁଛନ୍ତି ସେହି ସ୍ଥାନରେ ଏହି ଲବଙ୍ଗକୁ ଏକ ନାଲି କପଡାରେ ବାନ୍ଧି ରଖି ପାରିବେ । ବନ୍ଧୁଗଣ ଏହି ସହଜ ଉପାୟକୁ କରି ଆପଣ ନିଜ ଭାଗ୍ୟକୁ ବହୁତ ଶୀଘ୍ର ବଦଳାଇ ପାରିବେ ।

ଯେତେବେଳେ ଲବଙ୍ଗ ନାଲି କପଡା ମଧ୍ୟରେ ରହିଥାଏ, ସେତେବେଳେ ମା ଲକ୍ଷ୍ମୀ ଲବଙ୍ଗ ଆଡକୁ ଆକର୍ଷିତ ହୋଇଥାନ୍ତି । ବନ୍ଧୁଗଣ ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ । ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ମାତ୍ରାରେ ମଝବୁତ ହୋଇଯିବ ଏବଂ ଆପଣଙ୍କୁ କେବେ ହେଲେ ଧନର ଅଭାବ ହେବ ନାହିଁ । ଏହା ସହିତ ଆପଣ ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ରହିବ । ତା ହେଲେ ବନ୍ଧୁଗଣ ଏହି ଉପାୟକୁ ନିଶ୍ଚୟ ବ୍ୟବହାର କରନ୍ତୁ ଓ ନିଜ ଭାଗ୍ୟକୁ ବଦଳାଇ ଦିଅନ୍ତୁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *