ଘରେ ଲଗେଇଲେ ଏହି ସବୁ ଗଛ ଧନ ଏବଂ ସମ୍ପତ୍ତି ବଢି ଚାଲିବ…

ବନ୍ଧୁଗଣ ଘରେ ଲଗା ଯାଉଥିବା ଗଛ ଘରର ପରିବେଶକୁ ସୁସ୍ଥ ରଖିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଗଛ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳାଇ ପାରେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏମିତି କିଛି ଗଛ ଲଗାଇବା ଦ୍ଵାରା ଧନ ଲାଭ ହୋଇଥାଏ । ଏବଂ ଘରେ ସୁଖ ଶାନ୍ତିର ପରିବେଶ ରହିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଗଛ ବିଷୟରେ କହିବାକୁ ଆଉଛୁ ଯାହା ଘରର ପଜେଟିଭ ଊର୍ଜା କୁ ବଢାଇଥାଏ । ଏବଂ ଘରେ କେବେ ବି ଧନର ଅଭାବ ଆସିବାକୁ ଦେଇ ନ ଥାଏ ।

1- ଗଙ୍ଗଶିଉଳି ଗଛ : ଏହି ଗଛ ଘରେ ଲଗାଇଲେ ଗରିବୀ ଆସି ନ ଥାଏ । ଏହାର ଫୁଲ ଘରକୁ ସୁଗନ୍ଧିତ କରିବା ସହ ଧନ ଲାଭର କାରଣ ହୋଇଥାଏ । ଏଣୁ ଘରେ ଏହି ଗଛ ଲଗାଇବା ଉଚିତ ହୋଇଥାଏ ।

2- ଅପରାଜିତା ଗଛ : ଏହି ଗଛର ଫୁଲ ଘରର ସୋଭା ବଢାଇବା ସହ ଆର୍ଥିକ ସମସ୍ଯା ଦୂର ହୋଇଥାଏ । ଲକ୍ଷ୍ମୀ ଙ୍କ ସ୍ୱରୂପ ଭାବେ ଏହି ଗଛକୁ ମାନାଯାଏ । ଏହି ଗହ ଘ୍ଯରେ ରହିବା ଦ୍ଵାରା ଆର୍ଥିକ ସମସ୍ଯା ଦୂର କରିଥାଏ ।

3- କଦଳୀ ଗଛ : ଭଗବାନ ବିଶୁଣୁ ଙ୍କର କଦଳୀ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଧନର କାରକ ଗୁରୁ ଗ୍ରହଙ୍କର କାରକ ହୋଇଥାଏ କଦଳୀ ଗଛ । ଏହାକୁ ଘରର ଐଶାନ୍ୟ କୋଣରେ ଲଗାଇବା ଦ୍ଵାରା ଧନ ବୃଦ୍ଧି ହୁଏ ଓ ଆର୍ଥିକ ସମସ୍ଯା ଦୂର ହୁଏ । କଦଳୀ ଗଛ ପାଖରେ ତୁଳସୀ ଗଛ ଲଗାଇଲେ ଶୁଭ ହେବା ସହ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ଙ୍କ କୃପା ମିଳିଥାଏ ।

4- ମନି ପ୍ଳାଣ୍ଟ : ଘର ଭିତରେ ମନି ପ୍ଳାଣ୍ଟ ଲଗାଇଲେ ସୁଖ ଶାନ୍ତିର ବାତାବରଣ ରହିଥାଏ । ଏହାକୁ ସମୃଦ୍ଧିବାନ ଗଛ ମାନଯାଏ । ଏହାକୁ ଲଗାଇଲେ ଘରୁ ନେଗେଟିଭ ଊର୍ଜା ଦୂରେଇ ଯାଇ ପଜେଟିଭ ଊର୍ଜା ବଢିଥାଏ । କିନ୍ତୁ ଖରାପ ହୋଇଥିବା ମନି ପ୍ଳାଣ୍ଟ କୁ ହଟାଇ ଦେବା ଉଚିତ ।

5- ବାଉଁଶ ଗଛ : ଏହି ଗଛ ସମୃଦ୍ଧି ଓ ଉନ୍ନତିର ପ୍ରତୀକ ବୋଲି ମାନାଯାଏ । ଏହାକୁ ଘରର କୌଣସି ଜାଗାରେ ରଖି ହେବ । ଏହା ଦ୍ଵାରା ଘରୁ ନେଗେଟିଭ ଊର୍ଜା ଦୂର ହୁଏ ।

6- ଅଶୋକ ଗଛ : ଏହି ଗଛ ନିଜ ନାମ ଅନୁସାରେ ଶୋକ ଦୂର ଓ ପ୍ରସନ୍ନତା ଦେବା ଭଳି ଗଛ ଅଟେ । ଏହା ଲଗାଇଲେ ଧନର ଆଗମନ ହୋଇଥାଏ । ଘରେ କେବେ ବି କଳହ ସୃଷ୍ଟି ହୁଏ ନାହିଁ । ଏହାର ପଜେଟିଭ ପ୍ରଭାବ ପଢିଥାଏ ।

7- ତୁଳସୀ ଗଛ : ଏହି ଗଛକୁ ହିନ୍ଦୁ ଧର୍ମ ରେ ବହୁତ ଖାସ ମାନାଯାଏ । ତୁଳସୀ ଗଛକୁ ସମସ୍ତେ ଘରେ ଲଗାଇଥାନ୍ତି । ଏହି ଗଛ ଘରେ ଥିଲେ ଟଙ୍କା ପଇସାର ଅଭାବ ଆସେ ନାହିଁ । ଏହି ଗଛ ଲଗାଇବା ଦ୍ଵାରା ନେଗେଟିଭ ଊର୍ଜାର ପ୍ରଭାବ ପଡେ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *