April ପହିଲାରୁ ରୁ ବଦଳିବ ସୁନା ବିକ୍ରି ନିୟମ ! ଘରେ ପୁରୁଣା ସୁନା ଥିଲେ କିପରି କରିବେ ହଲମାର୍କିଂ, ନିଶ୍ଚୟ ଜାଣି ରଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏପ୍ରିଲ ପହିଲାରୁ ବିନା ହଲମାର୍କିଙ୍ଗ ସୁନାକୁ ବିକ୍ରୟ କରିପାରିବେ ନାହିଁ । ତେବେ ସୁନା ଗହଣା ପିନ୍ଧିବାକୁ କିଏ ଅବା ପସନ୍ଦ କରିନଥାଏ । ତେବେ ସୁନାରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଲୋକ ଅଳଙ୍କାରମାନ କିଣିଥାନ୍ତି । ଏହା ସହିତ ଦରକାର ସମୟରେ ସେହି ସବୁ ସୁନା ବଦଳରେ ସେହି ମୂଲ୍ୟର ଅନ୍ୟ ସୁନା ଡିଜାଇନ କରିକି ମଧ୍ୟ ପିନ୍ଧି ପାରନ୍ତି । ତେବେ ତେବେ ସରକାରଙ୍କ ତରଫରୁ ଏବେ ଯେଉଁ ନିୟମ ଏପ୍ରିଲ ମାସ ଠାରୁ ଲାଗୁ କରାଯିବା ପାଇଁ ଯାଉଛି ।

ତେବେ ସେହି ନିୟମ ଅନୁସାରେ ଯେଉଁ ସୁନା ଗହଣା ଉପରେ ହଲମାର୍କିଙ୍ଗର ଚିହ୍ନ ନଥିବ । ତାହା ବିକ୍ରି କରି ହେବ ନହିଁ । ତେବେ କେବଳ ଏହା ଗ୍ରାହକଙ୍କ ପାଇଁ ନୁହେଁ । ସୁନା ଦୋକାନୀ ମଧ୍ୟ ସୁନା ବିକ୍ରି କରିବା ପାଇଁ ହେଲେ । ସମସ୍ତ ସୁନା ଗହଣା ଉପରେ ହଲମାର୍କର ଚିହ୍ନ ଥିବା ସୁନା ହିଁ ବିକ୍ରି କରିପାରିବେ । ତେବେ ଯେଉଁ ମାନେ ସୁନା ଗହଣା ବିକ୍ରି କରିବାକୁ ଚାହୁଁଥିବେ । ତେବେ ସେମାନଙ୍କ ଗହଣା ଉପରେ ନିହାତି ଭାବରେ ହଲମାର୍କିଙ୍ଗର ଚିହ୍ନ ରହିବା ଦରକାର ପଡୁଛି ।

ଏହା ଛଡା ଯେଉଁ ମାନଙ୍କ ପାଖରେ ପୂର୍ବରୁ ବହୁ ଗୁଡିଏ ସୁନା ଗହଣା ରହିଛି । ଯାହା ଉପରେ ହଲମାର୍କର ଚିହ୍ନ ନାହିଁ । ସେମାନେ ଏହି ଏପ୍ରିଲ ମାସର ନିୟମ ପାଇଁ ଜମାରୁ ମଧ୍ୟ ବ୍ୟସ୍ତବିବ୍ରତ ହେବାର ନାହିଁ । କାରଣ ସୁନା ବଦଳରେ ସୁନାର ମୂଲ୍ୟ ପାଇବାକୁ ଚାହୁଁଥିବା ଲୋକମାନେ ଏହା ଜାଣିବା ଦରକାର । ଏହା କି ଯେ ସୁନାର ମୂଲ୍ୟ ତା’ ର ଶୁଦ୍ଧତା ଉପରେ ହିଁ ନିର୍ଭର କରିଥାଏ । ତେବେ ଯେତେବେଳେ ଆପଣ ସୁନା ବିକିବାକୁ ଯିବେ ।

ସେତେବେଳେ ସୁନାର ଶୁଦ୍ଧତା ଆଧାରରେ ହିଁ ଏହାର ମୂଲ୍ୟ ନିରୂପଣ କରାଯିବ । ତେବେ ବଣିଆ ମାନେ ପୁରୁଣା ସୁନାକୁ ତରଳାଇ ସେହି ସୁନାରୁ ନୂଆ ଗହଣା ତିଆରି କରିବେ । ତେବେ ଯଦି ଚାହୁଁଛନ୍ତି । ପୁରୁଣା ସୁନା ଉପରେ ହଲମାର୍କର ଚିହ୍ନ ବସାଇବା ପାଇଁ ତେବେ ତାହା ମଧ୍ୟ ଆପଣ କରିପାରିବେ ।

ତେବେ ଏଥିପାଇଁ ଆପଣ ସୁନା ଉପରେ ହଲମାର୍କ ବସାଉଥିବା ସେଣ୍ଟରକୁ ଯାଇ କିଛି ଚାର୍ଜ ଦେଇ ଏହାକୁ କରିବାକୁ ପଡିବ । ତେବେ ଅଧିକ ସୂଚନା ପାଇଁ ବିଶ୍ଵସ୍ତ ସୁନା ଦୋକାନକୁ ଯାଇ ସେଠାରୁ ମଧ୍ୟ ଏହି ବିଷୟରେ ଜାଣିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *