‘ଚଉଠି ଦିନ ମୋ ସ୍ତ୍ରୀ ମୋ ଦାନ୍ତକୁ କଣେଇ କଣେଇ ଦେଖୁଥିଲେ ଆଉ କହିଲେ…’ ନିଜ ଜୀବନର କିଛି ଅକୁହା କଥା କହିଲେ ଅଭିନେତା Asrumochan Mohanty

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚଉଠି ରାତିରେ ମୋ ସ୍ତ୍ରୀ ମୋ ଦାନ୍ତକୁ କଣେଇ କଣେଇ କରି ଚାହୁଁଥିଲେ । ତେବେ ଏପରି କିଛି ମଜାଳିଆ ତଥା ରୋଚକପୂର୍ଣ୍ଣ ମନ୍ତବ୍ୟ ଓଡିଶାର ଜଣେ ବରିଷ୍ଠ କଳାକାର ଅଶ୍ରୁମୋଚନଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଅଶ୍ରୁମୋଚନଙ୍କ ଅଭିନୟ ପାଇଁ ସେ ଓଡିଶାର ବହୁ ଘରେ ଘରେ ବହୁ ଭାବରେ ସୁପରିଚିତ ଅଟନ୍ତି । ତେବେ ଜଣେ ଗାଁ ପିଲା ହୋଇ ଧୀରେ ଧୀରେ ନିଜର ଷ୍ଟ୍ରଗଲ  ମଧ୍ୟରେ କିପରି ଭାବରେ ଅଭିନୟ ଜଗତରେ ପାଦ ଥାପିଥିଲେ ।

ନିଜର କିଛି ସ୍ମୃତି ଅଭିନେତା ଅଶ୍ରୁମୋଚନ ଗଣ ମାଧ୍ୟମ ନିକଟରେ ଶେୟାର କରି କହିଛନ୍ତି । ତେବେ ଛୋଟ ମୋଟ କମ କରି ନିଜ ଗାଁରେ ଅଶ୍ରୁମୋଚନ ରହି ପାଠ ପଢୁଥାନ୍ତି । ତାରି ଭିତରେ ନିଜର ଅଭିନୟ କଳା ପାଇଁ କଳା ଜଗତକୁ ଆସିବା ପାଇଁ ମନରେ ମଧ୍ୟ ବହୁତ ଇଚ୍ଛା ଥିଲା । ସେହି କାରଣରୁ ନିଜ ମନରେ ଥିବା ଅଭିନୟ କ୍ଯାରିଅରକୁ ପୂରଣ କରିବା ପାଇଁ ଅଭିନେତା ଅଶ୍ରୁମୋଚନ ଲାଗି ପଡିଥିଲେ ।

ତାପରେ ଆରମ୍ଭ ହୋଇଯାଇଥିଲା ନିଜର ଫିଲମି କ୍ଯାରିଅର । ତେବେ ବରିଷ୍ଠ ଅଭିନେତା ଶ୍ରୀରାମ ପଣ୍ଡାଙ୍କ ସହିତ ମଧ୍ୟ ଅଶ୍ରୁମୋଚନଙ୍କ ବହୁତ ଭଲ ଗଭୀର ସମ୍ପର୍କ ଥିଲା । ତେବେ ଗାଁରେ ଯେତେବେଳେ ଅଭିନେତା ଅଶ୍ରୁମୋଚନଙ୍କ ବାହାଘର ହୋଇଥିଲା । ସେତେବେଳେ ଏକ ମଜାଦାର କଥା ଘଟିଥିଲା ବୋଲି ଅଶ୍ରୁମୋଚନ ମହାନ୍ତି ଜଣାଇଥିଲେ । ତେବେ ତାଙ୍କ କହିବା ଅନୁସାରେ ମୋ ଚଉଠି ରାତିରେ ମୋର ଯିଏ ଧର୍ମପତ୍ନୀ । ସେ ଓଢଣା ଭିତରେ ଥାଇ କଣେଇ କଣେଇ କରି ମୋର ଦାନ୍ତକୁ ଦେଖୁଥାନ୍ତି ।

କାରଣ ସେ ବାହାଘର ପୂର୍ବରୁ କେଉଁଠି ଶୁଣା ପାଇଥିଲେ । କି ଅଶ୍ରୁର ଦାନ୍ତ ଗୁଡିକ ବଡ ବଡ ବୋଲି । ତେଣୁ ମୋ ସ୍ତ୍ରୀ ଯେତେବେଳେ ମୋତେ ଏପରି ଭାବରେ ଚାହିଁରହିଥିଲା । ମୁଁ ତାଙ୍କୁ କହିଥିଲି କଣ ହେଇଛି ତମର ଏମିତି କାଇଁ ଚାହିଁ ରହୁଛ । ସେ ମୋତେ କହିଥିଲେ । କିଛି ନାହିଁ ଯେ ତୁମ ଦାନ୍ତ ଗୁଡିକ କୁଆଡେ ବହୁତ ବଡ ବଡ ବ୍ବୋଳି ଶୁଣିବାକୁ ପାଇଥିଲି । ତେବେ ସେତେବେଳେ ଅଶ୍ରୁମୋଚନ ହସି ହସି କହିଥିଲେ ।

ଆରେ ମୋର ଗୋଟିଏ ଚଳଚିତ୍ରରେ ଆଗ ଦାନ୍ତ ଗୁଡିକ ବଡ ବଡ କରଯାଇଥିଲା । ସେମାନେ ସେହି ଅଭିନୟ ସମୟର ଦୃଶ୍ୟକୁ ଦେଖି ତମକୁ ଚିଡେଇବା ପାଇଁ ଏପରି କହୁଥିବେ । ତେବେ ଏପରି ଭାବରେ ମୋର ଆଉ ମୋ ସ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ହେଇକି ଏକ ବହୁତ ଭଲ ଦାଂପତ୍ଯ ଜୀବନ ଗଢିଉଠିଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *