ବିବାଦରେ Rupa Pintu, ଖାଲି ଖବର ହେଲେ ଆଜି ସକାଳୁ ସବୁ କିଛି delete !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କାଲି ଖବର ପ୍ରସାରଣ ପରେ ସକାଳୁ ସକାଳୁ ସବୁ ଭିଡିଓ ଡିଲିଟ  ! ତେବେ ଚର୍ଚାକୁ ଆସିଲେ ଫେମସ ଯୂଟ୍ଯୂବର ରୂପା, ପିନ୍ଟୁ ଓ ହାପି । ତେବେ ହଁ ବନ୍ଧୁଗଣ ରୋଜଗାର କରିବା ପାଇଁ କେଉଁ ଲୋକ କେଉଁ ପ୍ରକାର ବୃତ୍ତିକୁ ମଧ୍ୟ ଆପଣାଇଥାଏ । ଯେଉଁଥିରୁ ସେ କିଛି ପଇସା ରୋଜଗାର କରି ପାଇବ । ତେବେ ବର୍ତ୍ତମାନର ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏପରି ଏକ ରୋଜଗାରର ପ୍ଲାଟଫର୍ମ ପାଲଟିଗଲାଣି ।

ଯେଉଁଠାରେ କି ଲୋକ ମାନେ ଅନ୍ୟଙ୍କୁ ନିଜର ଭିଡିଓ ଦ୍ଵାରା କିଛି ନା କିଛି ବାଟ ଦ୍ଵାରା ସୋସିଆଲ ମିଡିଆରୁ ଇନ୍କମର ପନ୍ଥା ପାଇପାରୁଛନ୍ତି । ତେବେ ଯେମିତି ସେହିଭଳି ଅନେକ ଯୂଟ୍ଯୂବର ମାନେ ବାହାରିଛନ୍ତି । ଯାହାଙ୍କ ଭିଡିଓ ପୋଷ୍ଟ ହେବା ମାତ୍ରେ କିଛି ସମୟ ମଧ୍ୟରେ ଲକ୍ଷେ ଲକ୍ଷେ ଭୀଉଜ ଯାଇଥାଏ । ଯାହା ଦ୍ଵାରା ଯୂଟ୍ଯୂବର ମାନଙ୍କର ସେଥିରୁ ପ୍ରଫିଟ ମଧ୍ୟ ମିଳିଥାଏ । ତେବେ ସେହିପରି ଓଡିଶାର ଘରେ ଘରେ ଅତି ସୁପରିଚିତ ଯୂଟ୍ଯୂବର ରୂପା, ପିନ୍ଟୁଙ୍କୁ କିଏ ଅବା ଜାଣିନଥାଏ ।

ସମସ୍ତେ ରୂପା, ପିନ୍ଟୁଙ୍କ ଯୂଟ୍ଯୂବ ଚାନେଲକୁ ଜାଣିବା ସହ ତାଙ୍କ ଭଉଣୀ ଅରୁନ ସୁନା ଏକ୍ସପ୍ରେସଙ୍କ ଚାନେଲ ଓ ପିନ୍ଟୁଙ୍କ ସାଥିରେ ରହି କାମ କରୁଥିବା ହାପିଙ୍କର ମଧ୍ୟ ନୂଆ ଆଲ୍ବେଜ ହାପି ଚାନେଲ ନାମକ ଯୂଟ୍ଯୂବ ଚାନେଲ ରହିଛି । ତେବେ ଏହି ରୂପା, ପିନ୍ଟୁ, ପିନ୍ଟୁଙ୍କ ଭଉଣୀ ଓ ହାପିଙ୍କ ମଧ୍ୟରେ କିଛି ଦିନ ଧରି କଳହ ଲାଗି ରହୁଛି । ତେବେ ଜଣେ ନିଜ ଚାନେଲରୁ ମଧ୍ୟ ଅନ୍ୟ ଜଣଙ୍କର ଭିଡିଓ ଡିଲିଟ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି ।

ତେବେ ଏହାରି ମଧ୍ୟରେ ସବୁଠାରୁ ବଡ କଥା ଯାହା କି ଚର୍ଚାକୁ ଆସିଛି । ତାହା ହେଉଛି ପିନ୍ଟୁ ଚାହୁଁନାହାନ୍ତି । ଯେ ଅନ୍ୟ ମାନେ ନିଜ ନିଜର ଏକ ସ୍ଵତନ୍ତ୍ର ଯୂଟ୍ଯୂବ ଚାନେଲ ଖୋଲିକି ଟଙ୍କା ଇନକମ କରନ୍ତୁ । ତେବେ ବହୁ ଲୋକଙ୍କ କହିବା ଅନୁସାରେ ଲୋକଙ୍କର ଯେତେବେଳେ ଟଙ୍କା ନିଶା ମୁଣ୍ଡକୁ ଚଢିଯାଇଥାଏ । ସେତେବେଳେ ସେମାନେ କୁଆଡେ ଇନ୍ଦ୍ର ଚନ୍ଦ୍ର ମଧ୍ୟ ମାନିନଥାନ୍ତି ।

ତେବେ ଏଠାରେ ପୁଣି ଥରେ କହି ରଖିବା ପାଇଁ ଚାହିଁବୁ । ଏହା କି ଯେ ରାଗରୁଷା ଭୁଲି ନିଜ ନିଜ ସ୍ଥାନରେ ନିଜ ଯୂଟ୍ଯୂବ ଚାନେଲରେ ଭିଡିଓ କରି ଲୋକଙ୍କ ଏହିପରି ଭାବରେ ସବୁବେଳେ ମନୋରଞ୍ଜନ କରୁଥାଅ । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *