Jyotish Shastra- ବହୁତ ହିଁ ଦୟାଳୁ ହୋଇଥାନ୍ତି ଏହି ୧ ନାମର ଝିଅମାନେ

ବନ୍ଧୁଗଣ ଆପଣ ବହୁତ ଥର ଜ୍ୟୋତିଷ ଶାସ୍ତ୍ର ବିଷୟରେ ଏବଂ ହସ୍ତରେଖା ବିଜ୍ଞାନ ବିଷୟରେ ପଢିଥିବେ ଏବଂ ଶୁଣିଥିବେ । କିନ୍ତୁ ଆପଣ କେବେ ନିଜର ନାମ ଉପରେ ଧ୍ୟାନ ଦେଇଛନ୍ତି । ବନ୍ଧୁଗଣ ବହୁ ପ୍ରସିଦ୍ଧ ଅଭିନେତା, ଲେଖକ ଏବଂ ସଂଗୀତକାର ମାନେ ସଫଳତା ପାଇବା ପାଇଁ ନିଜର ନାମ ବଦଳାଇଛନ୍ତି । ବନ୍ଧୁଗଣ ସବୁ ବ୍ୟକ୍ତିଙ୍କ ଉପରେ ନିଜ ନାମର ପ୍ରଭାବ ନିଶ୍ଚୟ ପଡିଥାଏ । କାହିଁକି ନା ସବୁ ଅକ୍ଷରର ନିଜ ନିଜର ଊର୍ଜା ଏବଂ ତା ସହିତ ଜଡିତ ଗୁଣ ଥାଏ ।

ବନ୍ଧୁଗଣ ଆପଣଙ୍କ ନାମ କେଉଁ ଅକ୍ଷରରୁ ଆରମ୍ଭ ହେଉଛି ସେଥିରୁ ଆପଣଙ୍କ ସ୍ଵଭାବ ଏବଂ ବ୍ୟକ୍ତିତ୍ଵ ବିଷୟରେ ଜଣାପଡିଥାଏ । ତାହେଲେ ଆସନ୍ତୁ ଜାଣିବା ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର ‘R’ ରୁ ଆରମ୍ଭ ହୋଇଥାଏ , ତାଙ୍କ ଭିତରେ କେଉଁ କେଉଁ ଭଲ ଗୁଣ ଏବଂ ଖରାପ ଗୁଣ ଥାଏ ।

ବନ୍ଧୁଗଣ ଅକ୍ଷର ‘R’ କୁ ନ୍ୟୁରୋଲୋଜି ରେ ଅଙ୍କ ୯ ସହିତ ତୁଳନା କରାଯାଏ । ବନ୍ଧୁଗଣ ଏହି ଅଙ୍କ ସହନଶୀଳତା, ବୁଦ୍ଧି ଏବଂ ମାନବତା ର ପ୍ରତୀକ ହୋଇଥାଏ । ଏମିତି ଲୋକଙ୍କର ବ୍ୟକ୍ତିତ୍ୱ ବହୁତ ପ୍ରଭାବଶାଳୀ ହୋଇଥାଏ । ସେମାନଙ୍କ ଭିତରେ ବୁଦ୍ଧି ଉଦାରତା ଏବଂ ଆଦର୍ଶବାଦ ଥାଏ । ବନ୍ଧୁଗଣ ଏମାନେ ନିଜର ପରିବାର ଲୋକଙ୍କ ପ୍ରତି ବହୁତ ଯତ୍ନବାନ ଥାନ୍ତି । ଏମାନେ ସର୍ବଦା ଅନ୍ୟର ହିତ ପାଇଁ କାମ କରନ୍ତି । ଏମାନଙ୍କର କାମ କରିବାର ଢଙ୍ଗ ବହୁତ ଅଲଗା ହୋଇଥାଏ । ଏମାନେ ଯାହା ବି କିଛି କରନ୍ତି ସେଥିରେ ତାଙ୍କ ବ୍ୟକ୍ତିତ୍ୱର ଛାପ ସ୍ପଷ୍ଟ ଭାବରେ ନଜର ଆସିଥାଏ ।

ବନ୍ଧୁଗଣ ଏମାନେ ବିଳାସ ପୂର୍ଣ୍ଣ ଜୀବନ ଯାପନ କରିବା ପସନ୍ଦ କରନ୍ତି । ବନ୍ଧୁଗଣ ‘R’ ଅକ୍ଷର ର ଲୋକ ବହୁତ ଦୟାଳୁ ଏବଂ ଉଦାର କିସମର ହୋଇଥାନ୍ତି । ଅନ୍ୟମାନଙ୍କୁ ବିପଦରେ ଦେଖି ସାହାଜ୍ୟ କରିବା ପାଇଁ ପହଞ୍ଚିଯାଆନ୍ତି । ବନ୍ଧୁଗଣ ଏମାନେ ବହୁତ ଇମୋସନାଲ ହେଇଯାନ୍ତି ଯେଉଁଥିପାଇଁ କି ସେମାନଙ୍କୁ ବହୁତ କ୍ଷତି ସହିବାକୁ ପଡିଥାଏ । ବନ୍ଧୁଗଣ କିଛି ଲୋକ ଏମାନଙ୍କର ଉଦାରତା ଦେଖି ଫାଇଦା ଉଠାଇବା ପାଇଁ ଲାଗିଯାଆନ୍ତି । ସେଥିପାଇଁ ଧ୍ୟାନ ରଖିବା ଦରକାର କି ସେ କାହା ପାଇଁ ପୁରା ପୁରି ସମର୍ପିତ ନ ହେଇଯଆନ୍ତୁ ।

ବନ୍ଧୁଗଣ ଏମାନଙ୍କୁ ନକରାତ୍ମକ ଦୃଷ୍ଟିରୁ ଦେଖାଗଲେ ଏମାନେ ବହୁତ ଶୀଘ୍ର ରାଗି ଯାଆନ୍ତି । ଏମାନେ ସମସ୍ତଙ୍କ ସମସ୍ୟାକୁ ସମାଧାନ କରିବାକୁ ଚାହାନ୍ତି ସେଥିପାଇଁ ବହୁତ ଥର ଅନ୍ୟମାନଙ୍କ କ୍ରୋଧର ଶିକାର ହୋଇଥାଆନ୍ତି । ଜୀବନକୁ ବହୁତ ଆନନ୍ଦରେ ଅତିବାହିତ କରନ୍ତି । ବନ୍ଧୁଗଣ ଏହା ଏମାନଙ୍କର ଖାସିୟତ ଅଟେ କି ଏମାନେ ଦୁନିଆର ପରବା କରନ୍ତି ନାହିଁ । ଏମାନଙ୍କର ଗୋଟିଏ ନିଜର ଅଲଗା ଦୁନିଆ ଥାଏ ଆଉ ସେମାନେ ସେଥିରେ ଖୁସି ଥାନ୍ତି । ବନ୍ଧୁଗଣ ସେମାନଙ୍କୁ କିଏ କଣ କହିବ ସେଥିରେ ସେମାନଙ୍କର କିଛି ମତଲବ ନଥାଏ ।

ଏମାନଙ୍କର ବନ୍ଧୁ ବହୁତ ଶୀଘ୍ର ହୋଇଯାନ୍ତି ସେଥିପାଇଁ ଏମାନଙ୍କର ଫ୍ରେଣ୍ଡ ସର୍କଲ ବହୁତ ଅଧିକା ବଡ ଥାଏ । ବନ୍ଧୁଗଣ ଏମାନଙ୍କ ସାଥିରେ କାମ କରିବା ବହୁତ ସରଳ ହୋଇଥାଏ । ଏମାନେ କୌଣସି ବାଦ ବିବାଦ ରେ ପଡିବାକୁ ପସନ୍ଦ କରନ୍ତି ନହିଁ । ସେମାନଙ୍କୁ ତାଙ୍କର ଶାନ୍ତି ପ୍ରିୟ ହୋଇଥାଏ । ବନ୍ଧୁଗଣ ଏମାନେ କିଛି ମାତ୍ରାରେ କଞ୍ଜୁସ ହୋଇଥାଆନ୍ତି । ଏମାନେ ମନ ଖୋଲି ଖର୍ଚ ତ ବିଲକୁଲ ବି କରନ୍ତି ନାହିଁ ।

ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *