ଘରକୁ ଯଦି ପାରା ଆସନ୍ତି ତେବେ ଏହା ଶୁଭ ନା ଆଶୁଭ ? ଶୀଘ୍ର ଦେଖନ୍ତୁ- Shakuna Shastra

ନମସ୍କାର ବନ୍ଧୁଗଣ ଆମ ଘରକୁ ପ୍ରାୟ ସମୟ ରେ ପାରା ମାନେ ଆସିଥାନ୍ତି । ଅଥବା ସେମାନଂକୁ ଆମେ ପାଳିଥାଉ ମଧ୍ୟ । ଏହା କଣ ଦୁଃଖ ର ସଙ୍କେତ ଅଥବା ସମସ୍ୟା ର ସଙ୍କେତ । ଘରେ ପାରା ଆସିବା କିମ୍ବା ପାଳିବା ଶୁଭ ହୋଇଥାଏ । କିମ୍ବା ଅଶୁଭ ଚାଲନ୍ତୁ ଜାଣିନେବା । ଶାସ୍ତ୍ର ଅନୁସାରେ ସମସ୍ତ ପକ୍ଷୀ ମାନେ ବୁଧ ଗ୍ରହ ସହ ଯୋଡି ହୋଇ ରହିଥାନ୍ତି । ବୁଧ ଗ୍ରହ ସମସ୍ତ ପକ୍ଷୀର ପ୍ରତି ନିଧିତ୍ୱ ମଧ୍ୟ କରିଥାଏ । ପାରା ଏକ ଏଭଳି ପକ୍ଷୀ ଆତ୍ମା ଭୂତ ଆଦି ଙ୍କର ଭଲ ଗୁଣ ଏବଂ ଖରାପ ଗୁଣ ଦୁଇଙ୍କୁ ଏକାଠି କରି ଚାଲିଥାଏ ।

ଶାସ୍ତ୍ର ରେ ଏହା ସ୍ପଷ୍ଟ କରାଯାଇଛି କି ଯେବେ ବୁଧ ଗ୍ରହ ନିଜର ଖରାପ ଚଳନ ଦେଖାଏ । ସେତେବେଳେ ରାହୁ କେତୁ ବ୍ୟକ୍ତି ର ବଞ୍ଚିବା ବହୁତ କଷ୍ଟ କରି ଦେଇଥାନ୍ତି । ଆପଣ ମାନେ ଦେଖିଥିବେ କି ଯେବେ ପାରା ଆପଣଙ୍କ ଘରେ ନିଜର ବସା ବନାଇ ଥାଏ ।

ତ ସେତେବେଳେ ଘରର ବଡ଼ ଲୋକ କୁହନ୍ତି କି ତାକୁ ଘରୁ ହଟେଇ ଦିଅନ୍ତୁ । ନଚେତ ଆପଣଙ୍କ ଘର ଏକଦମ ଖାଲି ହୋଇଯିବ ଶୋକାକୁଳ ପରିବେଶ ଗଢି ଉଠିବ । କିମ୍ବା କେହି ମରିଯିବେ ଏବଂ ଆପଣ କାଙ୍ଗାଳ ହୋଇ ଯିବେ । ପାରା ଏକ ଏଭଳି ପକ୍ଷୀ ଯିଏ ଆପଣଙ୍କ ର ନକରାତ୍ମକ କି ନଷ୍ଟ କରିବାର କ୍ଷମତା ରଖିଥାଏ । ଏବଂ ସୁଖ ସମୃଦ୍ଧି ଲକ୍ଷ୍ମୀ ଙ୍କୁ ଆପଣଙ୍କ ପ୍ରତି ଆକର୍ଷିତ କରିଥାଏ । ଏବଂ ଆପଣଙ୍କ ଜୀବନରେ ସୁଖ ଖୁସି ର ଲହରୀ ଆସିଥାଏ ।

ଯେବେ ଆପଣ ନିଜେ ପାରାଙ୍କୁ ଡାକନ୍ତି ଏବଂ ତାଙ୍କୁ ନିଜ ଘରେ ଭରପୁର ଖାଦ୍ୟ ଦିଅନ୍ତି । କିମ୍ବା ସେମାନଙ୍କ ର କ୍ଷତ କୁ ସଠିକ କରନ୍ତି ସେତେବେଳେ ଆପଣ ବୁଧ ଗ୍ରହ କୁ ମଧ୍ୟ ପରୋକ୍ଷ ଭାବେ ପ୍ରସନ୍ନ ମଧ୍ୟ କରି ଥାଆନ୍ତି । ପାରା ମାନଂକୁ ଦାନା ଦେବା ବହୁତ ଶୁଭ କିନ୍ତୁ ମନ ରଖନ୍ତୁ ପାରା ମାନଂକୁ କେବେ ନିଜ ଛାତ ଉପରେ ଦାନା ନ ଦେଇ ନିଜ ଅଗଣା ରେ ଦେବା ବହୁତ ଶୁଭ ହୋଇ ଥାଏ । ଏବଂ ବୁଧ ଗ୍ରହ ଖୁସି ହୋଇ ଆପଣଙ୍କୁ ବରଦାନ ମଧ୍ୟ ଦେଇଥାନ୍ତି ।

କିନ୍ତୁ ଯେବେ ପାରା ଘରେ ରୁହନ୍ତି କିମ୍ବା ଆସନ୍ତି ଏବଂ ତାଙ୍କ ମଳ କିମ୍ବା ଆବର୍ଜନା ସେଠାରେ ପକାନ୍ତି ତେବେ ସେହିଥିରୁ ଆପଣ ଙ୍କୁ ଅନେକ ରୋଗ ହୋଇଥାଏ ଏବଂ ରାହୁ ଭାରି ହୋଇଥାଏ । ତେଣୁ ଆପଣ ସେହାକୁ ସଫା ପରିଷ୍କାର କରିଦେବା ଉଚିତ । ଏହା ନ କଲେ ବୁଧ ରାଗି ଯାଆନ୍ତି ଏବଂ ଘର ବର୍ବାଦ ହୋଇଯାଏ । ତେଣୁ ସର୍ଵଦା ପରିଷ୍କାର ରଖିବା ଉଚିତ ।

ଯଦି ଆପଣଙ୍କ ଘରେ କିମ୍ବା ଝରକା ରେ ଆଦି ସ୍ଥାନରେ ଯଦି ପାରା ନିଜର ବସା ବନେଇ ସେଠାରେ ନିଜ ଅଣ୍ଡା ଦେଇ ଦିଏ ତେବେ ତାହା ଆପଣ ଙ୍କ ପାଇଁ ବିଲକୁଲ ଭି ନକରାତ୍ମକ ଜିନିଷ ନୁହେଁ । ଏହି ସବୁ କଥାରେ କେବେବି ଡ଼ରନ୍ତୁ ନାହିଁ । କାରଣ ଘରେ ପାରା ଆସିବା ବହୁତ ଶୁଭ ସଙ୍କେତ । ଏବଂ ବୁଧ ଙ୍କୁ ଖୁସି କରିବା ପାଇଁ ନିଜ ଘରେ ସଫା ରଖିବା ଆବଶ୍ୟକ ।

ଅନେକ ଲୋକ କୁହନ୍ତି କି ପାରା ଙ୍କୁ ବିରାନା ସ୍ଥାନ କିମ୍ବା ଘର ପସନ୍ଦ କିନ୍ତୁ ଏହା ସତ୍ୟ ନୁହେଁ ପାରା ମାନେ ସର୍ଵଦା ମନୁଷ୍ୟ ଙ୍କ ଭିତରେ ରହିବା ପସନ୍ଦ କରିଥାନ୍ତି । ଏବଂ ଘରେ ଏକ ଯୋଡ଼ା ଧଳା ପାରା ନିଶ୍ଚୟ ପାଳିବା ଉଚିତ । ଏହା ବହୁତ ଶୁଭ ବୋଲି ମାନ୍ୟତା ରହିଛି । ଘରେ ସୁଖ ଶାନ୍ତି ଆଣିଥାଏ । ମାନ୍ୟତା ରହିଛି କି ଯଦି ପାଳିତ ପଶୁ କିମ୍ବା ପକ୍ଷୀ ହଠାତ ମରିଯାଏ ତେବେ ଜାଣିବେ କିଛି ବଡ଼ ବିପଦ ଟଳି ଗଲା ।

ତେଣୁ ଆପଣ ପକ୍ଷୀ ପଶୁ ଆଦି ଙ୍କୁ ଭଲ ପାଆନ୍ତୁ ଆଦର କରନ୍ତୁ ଏବଂ ତାଙ୍କ ସେବା କରି ସ୍ୱର୍ଗ ପ୍ରାପ୍ତ କରନ୍ତୁ । ଯଦି ଆପଣ ମାନେ ନିଜ ଘର ଆଖ ପାଖରେ ପାରାକୁ ଦେଖିବାକୁ ପାଉ ନାହାଁନ୍ତି ତେବେ ଆପଣ ଏକ ଉପାୟ କରନ୍ତୁ ପ୍ରତିଦିନ କିଛି ଦାନା ଏବଂ ପାଣି ଏକ ଖୋଲା ସ୍ଥାନରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ପାରା ମାନେ ଆସିବାକୁ ଲାଗିଥାନ୍ତି ।

Leave a Reply

Your email address will not be published. Required fields are marked *