ଭାରତରେ 5 ଟଙ୍କିଆ ପାର୍ଲେ-ଜି ବିସ୍କୁଟର ଦାମ୍ ପାକିସ୍ତାନରେ କେତେ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ! କାହିଁକି ଏତେ ମହଙ୍ଗା ?

ଲୋକମାନଙ୍କର ପସନ୍ଦିଆ ବିସ୍କୁଟ ପାର୍ଲେ – ଜି । ବିଦେଶରେ ଭାରତ ଠାରୁ ମହଙ୍ଗା ବିସ୍କୁଟର ଦାମ । ହଁ ଦର୍ଶକବନ୍ଧୁ  ଆପଣ ଯାହା ଶୁଣି ତାହା ସତ୍ୟ ଅଟେ । ଭାରତ ଏଭଳି ଗୋଟାଏ ଘର ନାହିଁ ଯିଏ ଏହି ବିସ୍କୁଟ ଖାଇନଥିବେ । ଆମ ଭାରତରେ ପାର୍ଲେ -ଜି ବିସ୍କୁଟ ପ୍ରାୟତ ସମସ୍ତକୁ ପସନ୍ଦ ହୋଇଥାଏ । ଲୋକମାନେ ପାର୍ଲେ – ଜି ବିସ୍କୁଟକୁ ଅତ୍ୟଧିକ ମାତ୍ରାରେ ଖାଇଥାନ୍ତି । ଆମ ଦେଶରେ ଏହାର ଦାମ ପାଞ୍ଚ ଟଙ୍କା ମାତ୍ର ।

ସବୁ କ୍ଷେତ୍ରରେ ଲୋକମାନେ ସହଜ ଓ ସୁଲଭ ଦରରେ କ୍ରୟ କରି ଖାଇପାରିବେ । ନିମ୍ନ ସ୍ତରରୁ ଆରମ୍ଭ କରି ଉଚ୍ଚ ସ୍ତର ଜନସାଧାରଣ ଖାଇବାକୁ ଇଛା କରନ୍ତି  ।  ତେବେ ବିଦେଶରେ ପାର୍ଲେ – ଜି ର ଦାମ ମହଙ୍ଗା କାହିଁକି । ଏହା ପଛରେ କାରଣ କଣ ରହିଛି ଏବଂ ଦାମ ସମ୍ପର୍କରେ ଆପଣଙ୍କୁ ଜଣାଇବୁ । ଆମେରିକା ଭଳି ଦେଶରେ ମଧ୍ୟ ପାର୍ଲେ -ଜି ବିସ୍କୁଟ ବହୁତ ପ୍ରସିଦ୍ଧ ଅର୍ଜନ କରିଛି  । ସେଠାକାର ଲୋକମାନେ ପାର୍ଲେ – ଜିକୁ  ଖାଆନ୍ତି ।

ତେବେ ଆମେରିକା ଦେଶରେ ପାର୍ଲେ -ଜି ବିସ୍କୁଟ ର ଦାମ କେତେ ? ପାର୍ଲେ – ଜି ର ଆରମ୍ଭ ବିଲେପାର୍ଲେ ଅଞ୍ଚଳରେ ବନ୍ଦ ପଡିଥିବା ପୁରୁଣା ଫ୍ଯାକ୍ଟରିରେ ହୋଇଥିଲା । 1929 ମସିହାରେ ବ୍ୟବସାୟୀ ମୋହନ ଲାଲ ଦଲାଲ କାରଖାନାକୁ କିଣି କାମ ଆରମ୍ଭ କରିଥିଲେ ।ଏହା ପାର୍ଲେ ଗ୍ଳୁକୋ ନାମରେ ଉତ୍ପାଦନ ଆରମ୍ଭ କରିଥିଲା । ସାଧିନତା ପୂର୍ବରୁ ବିସ୍କୁଟ ର ନାମ ଗ୍ଳୁକୋ ଥିଲା ମାତ୍ର ସାଧିନତା ପରେ ଏହାର ଉତ୍ପାଦନ ବନ୍ଦ ହୋଇଗଲା ।

ଗହମ ଅଭାବରୁ ବିସ୍କୁଟ କାରଖାନା ବନ୍ଦ ହୋଇଥିଲା ପରେ କିଛି ବର୍ଷପରେ ଅନ୍ୟ କମ୍ପାନି ଏହାକୁ ଆଉ ଥରେ ଆରମ୍ଭ କରିଥିଲେ । ସେତେ ବେଳେ ଗ୍ଳୁକୋ – ଜି ବିସ୍କୁଟର ନାମ ପରିବର୍ତ୍ତନ  ହୋଇ ପାର୍ଲେ – ଜି ବିସ୍କୁଟ ହୋଇଥିଲା ।   1980 ପରେ ପାର୍ଲେ – ଗ୍ଳୁକୋଜ ବିସ୍କୁଟ ର ନାମ ଛୋଟ କରିବା ପାଇଁ ପାର୍ଲେ – ଜି ରଖାଯାଇଥିଲା ।ଭାରତ ରେ 5 ଟଙ୍କା ପାର୍ଲେ-ଜି ଓଜନ 65ଗ୍ରା.ମ ହୋଇଥାଏ ।

ସୂଚନା ଅନୁଯାୟୀ ଆମେରିକାରେ ପାର୍ଲେ- ଜି ର ଦାମ ଦଶ ଟଙ୍କା ହୋଇଥିବା ବେଳେ ପାକିସ୍ଥାନରେ 50 ଟଙ୍କାରେ ବିକ୍ରି କରାଯାଉଛି । କହିବା ଅର୍ଥ ଅନୁସାରେ ଭାରତରେ ଶସ୍ତାରେ ବିକ୍ରି କରାଯାଉଥିବା ବିସ୍କୁଟ ଅନ୍ୟ ଦେଶରେ ମହଙ୍ଗାରେ ବିକା ଯାଉଛି । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍କୁ ଲାଇକ , କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *