ଘରକୁ ଗରିବୀ ଓ ଦରିଦ୍ରତା ଆସିବାର ଏହା ଅଟେ 3 କାରଣ- Vastu Shastra

ନମସ୍କାର ବନ୍ଧୁଗଣ ଆମ ଘରେ ଛୋଟ ରୁ ଛୋଟ ହେଉଥିବା ଘଟଣା ମାନଙ୍କ ମଧ୍ୟ ରେ କୌଣସି ନା କୌଣସି ସଙ୍କେତ ଲୁଚି ରହିଥାଏ । ଏବଂ ଏହି ସଙ୍କେତ କୁ ଯଦି ଆମେ ଜାଣି ପାରିବା ତେବେ ଆମେ ଆମ ଭବିଷ୍ୟତ କୁ ମଧ୍ୟ ସୁଧାରିବା ପାଇଁ ଚେଷ୍ଟା କରି ପାରିବୁ । ଏବଂ ଆସୁଥିବା ସମସ୍ତ ଅସୁବିଧା ଏବଂ ସମସ୍ୟା ମାନଙ୍କ ଠାରୁ ମଧ୍ୟ ବଞ୍ଚି ପାରିବା । ଏବଂ ଘରେ ଯେତେବେଳେ ଦରିଦ୍ରତା ଏବଂ ଗରିବୀ ଆସୁଥାଏ । ତେବେ ଘରେ ଛୋଟ ଛୋଟ କଥା ଆମକୁ ସୁଚିତ କିମ୍ବା ସଙ୍କେତ ମଧ୍ୟ ଦେଇ ଥାଏ ।

ଆଜି ଆମେ ଆପଣଙ୍କୁ କହିବୁ କି ଗରିବୀ ଏବଂ ଦରିଦ୍ରତା ଆସିଲେ କେଉଁ କେଉଁ ସବୁ ସଙ୍କେତ ଦେଖା ଯାଏ । ଏବଂ ତାକୁ ଆମେ କେଉଁ ଭଳି ଭାବେ ଜାଣି ପାରିବା ତେବେ ଚାଲନ୍ତୁ ଜାଣିନେବା ସେହି ବିଷୟରେ ।

୧- ପ୍ରଥମ ଲକ୍ଷଣ ହେଉଛି ଯଦି ଆମ ଘରେ କୌଣସି ଅସୁବିଧା କିମ୍ବା ଦୁଃଖ କଷ୍ଟ ଆସିବାର ଥାଏ ତେବେ ପ୍ରଥମେ ଏହାର ପ୍ରଭାବ ତୁଳସୀ ଗଛ ଉପରେ ହୋଇ ଥାଏ । ତୁଳସୀ ଗଛ ଏକଦମ ଶୁଖି ଯାଇଥାଏ । ଯାହା ଦ୍ୱାରା ଜାଣି ପାରିବେ କି ଆପଣଙ୍କ ଘରେ ଦରିଦ୍ରତା ଏବଂ ଅସୁବିଧା ଆସିବାର ଅଛି ।

୨- ଦ୍ୱିତୀୟରେ ହେଉଛି ଖାଦ୍ୟ ପଦାର୍ଥ ରେ କଳା ପିମ୍ପୁଡ଼ି ହୋଇ ଯିବା । ଯଦି ଆପଣଙ୍କ ଘରେ ଆପଣଙ୍କ ଖାଦ୍ୟ ପଦାର୍ଥ ରେ କଳା ପିମ୍ପୁଡ଼ି ହୋଇଯାଏ ତେବେ ଏହା ଆପଣଙ୍କ ଘରେ ଆସୁଥିବା ଅସୁବିଧା ଏବଂ ସମସ୍ୟା ପ୍ରତି ସଙ୍କେତ କରିଥାଏ ।

୩- ତୃତୀୟ ରେ ହେଉଛି ଆପଣଙ୍କ ଘରେ ଲାଗିଥିବା ଗଛ କି କେବେ ଶୁଖିବାକୁ ଦିଅନ୍ତୁ ନାହିଁ । କାରଣ ଗଛ ଏବଂ ତାର ପତ୍ର ଶୁଖି ଗଲେ ଆପଣଙ୍କ ଘରେ ଅସୁବିଧା ଏବଂ ସମସ୍ୟା ମାମ ଦେଖା ଯାଏ । ଏବଂ କରଜ ମଧ୍ୟ ବଢ଼ିଥାଏ । ତେଣୁ ଗଛ ପତ୍ର କୁ ସର୍ଵଦା ପାଣି ଦେବା ଉଚିତ ।

୪- ଚତୁର୍ଥ ରେ ହେଉଛି ଘରେ ଝାଡୁ କୁ ଲକ୍ଷ୍ମୀ ବୋଲି ମାନି ନିଆ ଯାଏ । ତେଣୁ କେବେବି ଝାଡୁ ଉପରେ ଗୋଡ଼ ରଖିବା ଉଚିତ ନୁହେଁ । ଏହା ଦ୍ୱାରା ଆପଣଙ୍କ ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏବଂ ଝାଡୁ କୁ ସର୍ଵଦା ତଳେ ଶୋଇ କରି ରଖିବା ଉଚିତ ଏବଂ ଝାଡୁ କୁ କେବେ ଏଠି ସେଠି ଫୋପାଡ଼ି ବା ଉଚିତ ନୁହେଁ । ଏବଂ ରାତ୍ରି ସମୟରେ କେବେବି ଝାଡୁ କରିବା ଉଚିତ ନୁହେଁ ।

୫- ପଞ୍ଚମ ରେ ହେଉଛି ଘରେ କ୍ଷୀର ଉତୁରିଲେ ଆପଣଙ୍କ ଘରେ ଖର୍ଚ୍ଚ ଅଧିକ ବଢ଼ିଯାଏ ଏଵଂ ବେମାରି ମଧ୍ୟ ଦେଖାଯାଏ । ଏହା ଛଡା ଧନ ର ଅଭାବ ମଧ୍ୟ ଦେଖା ଯାଏ । ଏବଂ ଘରେ କଳହ ଲାଗିଥାଏ ।

୬- ଷଷ୍ଠ ରେ ହେଉଛି ଆପଣ ଯଦି କୌଣସି କାମ ପାଇଁ ବାହାର କୁ ଯାଇଛନ୍ତି ଏବଂ ଘରେ ଆସିଲା ବେଳେ ପ୍ରଥମେ ଝିଟିପିଟି କୁ ଦେଖନ୍ତି ତେବେ ଆପଣଙ୍କ ର ଖରାପ ସମୟ ଆରମ୍ଭ ହେବାକୁ ଯାଉଛି ।

୭- ସପ୍ତମ ରେ ହେଉଛି ଆପଣଙ୍କ ନୂତନ ଘରେ ଯଦି ମ-ଲା ଝିଟିପିଟି ଦେଖା ଯାଏ ତେବେ ଏହା ବହୁତ ଅଶୁଭ ତେଣୁ ପୂଜା ପାଠ କରିବା ଉଚିତ । ଝିଟିପିଟି ଯଦି ଆପଣଙ୍କ ମୁହରେ ପଡେ ତେବେ ଏହା ଖୁସିର ସଙ୍କେତ । କିନ୍ତୁ ମୁଣ୍ଡ କିମ୍ବା ଚୁଟି ରେ ପଡିଲେ ଏହା ଜୀବନ ରେ ଭାରି ସଙ୍କଟ ଏବଂ ସମସ୍ୟା ଆସିବାର ସଙ୍କେତ ।

୮- ଅଷ୍ଟମ ରେ ହେଉଛି ଯଦି ଆପଣଙ୍କ ବାମ ଆଖି ଡେଉଁଛି ତେବେ ଏହା ଶୁଭ ସଙ୍କେତ ଏବଂ ଯଦି ଆପଣ ଙ୍କ ଡାହାଣ ଆଖି ଡେଉଁଛି ତେବେ ଏହା ଅଶୁଭ ବୋଲି କୁହାଯାଏ ।

୯- ନବମ ରେ ହେଉଛି ଯଦି କୌଣସି କାଉ କୌଣସି ସ୍ତ୍ରୀ ଉପରେ ବସେ ତେବେ ତାର ସ୍ୱାମୀ ଉପରେ କୌଣସି ବିପଦ ଆସିବାର ଅଛି । ସମୟ କେବେବି ଏକା ଭଳି ରୁହେ ନାହିଁ ଖରାପ ସମୟ ଆସିଲେ ଭଲ ସମୟ ବି ଆସିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *